Posted inଜାତୀୟ

ସିଲ୍‌ ହେଲା ଇସ୍କନ ମନ୍ଦିର: ପୂଜକଙ୍କ ସମେତ ୨୨ କରୋନା ପଜିଟିଭ

ବ୍ରିନ୍ଦାବନ,୧୧।୯: ଜନ୍ମାଷ୍ଟମୀ ପୂର୍ବରୁ ବ୍ରିନ୍ଦାବନର ଇସ୍କନ ମନ୍ଦିରକୁ ସିଲ୍‌ କରି ଦିଆଯାଇଛି। ଏଠାରେ ପୂଜାରୀଙ୍କ ସମେତ ୨୨ ଜଣ କରୋନାରେ ସଂକ୍ରମିତ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ମଙ୍ଗଳବାର ଜନ୍ମାଷ୍ଟମୀ ଥିବାରୁ ଏଠାରେ ଭକ୍ତଙ୍କ ଗହଳି ଲାଗିଥାଆନ୍ତା। ହେଲେ ଗୋଟିଏ ପଟେ କରୋନା ମହାମାରୀ ପାଇଁ କଟକଣା ଥିବା ବେଳେ ଅନ୍ୟପଟେ ପୂଜାରୀଙ୍କ ସମେତ ୨୨ ଜଣ କରୋନାରେ ପୀଡ଼ିତ ହେବା ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। କୃଷ୍ଣଙ୍କ ଜନ୍ମ ଦିବସ ପାଳନ ପାଇଁ ଭକ୍ତମାନେ ଚାହିଁ ବସିଥିବା ବେଳେ ମନ୍ଦିର ସିଲ୍‌ ହୋଇଯିବା ଅନେକଙ୍କ ମନରେ କଷ୍ଟ ଦେଇଛି। ପୁଣି ଅପେକ୍ଷା ଆଉ ଗୋଟିଏ ବର୍ଷକୁ। ତେବେ କରୋନା ମହାମାରୀ ପାଇଁ ଏବେ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫା ଫେରାଇ ନେଇପାରନ୍ତି ସିଦ୍ଧୁ

ଚଣ୍ଡିଗଡ଼,୧୪ ।୧୦: ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ନବଜୋତ ସିଂ ସିଦ୍ଧୁ ତାଙ୍କର ଇସ୍ତଫା ଫେରାଇ ନେଇ ପାରନ୍ତି ବୋଲି କୁହାଯାଉଛି ।...

ରେଷ୍ଟୁରାଣ୍ଟ ମାଲିକଙ୍କୁ ଗୁଳିମାଡ଼ କଲେ ଡେଲିଭରି ବୟ

ଗ୍ରେଟର ନୋଏଡା,୧।୯: ଅର୍ଡର ପ୍ରସ୍ତୁତିରେ ବିଳମ୍ବ ହେବାରୁ ଏକ ରେଷ୍ଟୁରାଣ୍ଟର ମାଲିକଙ୍କୁ ମଙ୍ଗଳବାର ରାତିରେ ଗୁଳି କରି ହତ୍ୟା କରାଯାଇଛି। ଏଭଳି ଘଟଣା ଘଟିଛି ଦିଲ୍ଲୀ...

ଅଗ୍ନିପଥ ଭାରତୀୟ ଯୁବବର୍ଗଙ୍କ ପାଇଁ ଏକ ସୁଅବସର, ରବିଶଙ୍କର…

ନୂଆଦିଲ୍ଲୀ, ୨୦।୬ : ଦେଶରେ ଅଗ୍ନିପଥ ଯୋଜନା ନେଇ ଯୁବବର୍ଗଙ୍କ ସମେତ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ...

‘୨ ଭାକ୍ସିନ୍‌ ୧୧୦% ନିରାପଦ’

ନୂଆଦିଲ୍ଲୀ, ୪।୧: କରୋନା ମହାମାରୀରୁ ବର୍ତ୍ତିବା ଲାଗି ଟିକାକୁ ସାରା ଦେଶ ଦୀର୍ଘଦିନ ହେଲା ପ୍ରତୀକ୍ଷା କରିଥିବାବେଳେ ଏବେ ତାହାର ଅନ୍ତ ହୋଇଛି। କରୋନା ଟିକା...

ଆଜମଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର

ଲକ୍ଷ୍ନୌ,୧୬।୬: ଉତ୍ତରପ୍ରଦେଶର ସାମଜବାଦୀ ପାର୍ଟି (ଏସ୍‌ପି)ର ବରିଷ୍ଠ ନେତା ତଥା ଲୋକ ସଭା ଏମ୍‌ପି ଆଜମ ଖାଁଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ବିଗିଡ଼ିବାରେ ଲାଗିଛି। ଗତ କିଛି...

କରୋନା ସଂକ୍ରମିତଙ୍କ ମୃତ୍ୟୁରେ ସହାୟତା ରାଶି ପାଇଁ ଆବଶ୍ୟକ ନାହିଁ କୌଣସି ଗାଇଡ୍‌ଲାଇନ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪।୮: କରୋନା ସଂକ୍ରମଣ ବେଳକୁ ବେଳ ଅଣାୟତ ହେବାରେ ଲାଗିଛି। ଏବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୩୧ ଲକ୍ଷ ଅତିକ୍ରମ କରି ସାରିଥିବା ବେଳେ ମୃତକଙ୍କ...

୨୫ ଗୋଚାଲାଣକାରୀଙ୍କୁ ଆକ୍ରମଣ

ଖଣ୍ଡଓ୍ବା,୯ା୭ (ପି.ଟି.): ମଧ୍ୟପ୍ରଦେଶର ଖଣ୍ଡଓ୍ବା ଜିଲାରେ ୨୫ ଜଣ ଗୋଚାଲାଣକାରୀଙ୍କୁ ସ୍ଥାନୀୟ ଲୋକେ ବାନ୍ଧି ମାଡ଼ମାରିବା ସହ ସେମାନଙ୍କୁ ଜୋରଜବରଦସ୍ତ ‘ଗୋ ମାତା କି ଜୟ’...

ଧ୍ୟାନ ହଟାଇବାକୁ ଭାଜପାର ଚକ୍ରାନ୍ତ: ଗେହଲଟ୍‌

ନୂଆଦିଲ୍ଲୀ, ୪ା୫: ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦରଦାମ ହୁ ହୁ ହୋଇ ବଢ଼ିଚାଲିଛି। ବେକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିପର୍ଯ୍ୟସ୍ତ ଅର୍ଥନୀତିକୁ ସଳଖାଇବାରେ କେନ୍ଦ୍ର ସରକାର...

Advertisement
Archives

Model This Week