ଏଇ ଭାରତରେ

ଛାତ ଉପରେ ବଗିଚା ଦେଖିଥିବେ; ଯେଉଁଠି ୧୦୦ କିମ୍ବା ୨୦୦ ଯାଏ ଗଛ ଲଗାଯାଇଥିବ। ହେଲେ ଛାତ ଉପରେ ୪୦୦୦ କୁଣ୍ଡରେ ଗଛ ଲଗାଯାଇଥିବା ଦୃଶ୍ୟ ଯଦି ଦେଖିବାକୁ ଚାହାନ୍ତି, ତେବେ ହରିୟାଣାର କର୍ନଲ ଯିବାକୁ ହେବ। କର୍ନଲ ନିବାସୀ ରାମବିଳାସ ସିଂ ତାଙ୍କ ଛାତ ଉପରେ ୪୦୦୦ କୁଣ୍ଡରେ ଫୁଲ, ବିଦେଶୀ ଫଳ ଓ ପରିବା ଗଛ ଲଗାଇଛନ୍ତି; ଯାହାକୁ ଦେଖିବାକୁ ଦେଶର ବିଭିନ୍ନ ରାଜ୍ୟ, ଇଂଲଣ୍ଡ ଓ ଫ୍ରାନ୍ସରୁ ଲୋକମାନେ ଆସୁଛନ୍ତିି। ବଡ଼ କଥା ହେଉଛି ବଗିଚାକୁ ସେ ସମ୍ପୂର୍ଣ୍ଣ ରାସାୟନିକ ମୁକ୍ତ ରଖିଛନ୍ତି। ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ ସହ ଦେଶର ପ୍ରାୟ ୨୫ ଲକ୍ଷ ଲୋକ ଯୋଡ଼ି ହୋଇଛନ୍ତି। ଏହି ବଗିଚା କରିବାକୁ ରାମବିଳାସଙ୍କୁ ୨୫ ବର୍ଷ ଲାଗିଯାଇଛି। ପ୍ରଥମେ ସେ ୮ଟି କୁଣ୍ଡରେ ଗଛ ଲଗାଇଥିଲେ ଯାହା ଏବେ ୪ ହଜାରରେ ପହଞ୍ଚିଛି। ଗଛପ୍ରିୟ ରାମବିଳାସ ଶୁଖିଲାପତ୍ର, କିଚେନ ଓ୍ବେଷ୍ଟରୁ ଜୈବିକ ଖତ ପ୍ରସ୍ତୁତ କରି ଗଛରେ ଦେଉଛନ୍ତି। ସେ ଏଭଳି ବଡ଼ ବଗିଚା କରିବା ଲାଗି ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲରେ ଶିକ୍ଷା ଦେଉଛନ୍ତି ଓ ତାଙ୍କ ସ୍ଲୋଗାନ ରଖିଛନ୍ତି ‘ଜୈବିକ ଚାଷ ଓ ଜୈବିକ ଖାଦ୍ୟ’।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri