ଏଇ ଭାରତରେ

ବର୍ଜ୍ୟ ଉପଯୋଗ କରି ପରିବେଶ ଉପଯୋଗୀ ସିମେଣ୍ଟ ପ୍ରସ୍ତୁତ କରିଛନ୍ତି ଦିଲ୍ଲୀର ଜାମିଆ ମିଲିଆ ଇସ୍‌ଲାମିଆ ଏବଂ ଆଲିଗଡ଼ ମୁସଲିମ ୟୁନିଭର୍ସିଟି (ଉତ୍ତରପ୍ରଦେଶ)ର ପ୍ରାଧ୍ୟାପକମାନେ। ସେମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏହି ସିମେଣ୍ଟ ୨୫% ଅଧିତ୍କ ମଜଭୁତ। ସେମାନେ ବର୍ଜ୍ୟରେ ଫ୍ଲାଏ ଆଶ୍‌ ଏବଂ ସିଲିକା ଫ୍ୟୁମ୍‌ସ ଉପଯୋଗ କରୁଛନ୍ତି। ଉକ୍ତ ସିମେଣ୍ଟ ପାଇଁ ବି ନିର୍ମାଣ କ୍ଷେତ୍ରରୁ ବାହାରୁଥିବା ବର୍ଜ୍ୟ ମଧ୍ୟ ଉପଯୋଗ କରାଯାଉଛିି। ପ୍ରାଧ୍ୟାପକଙ୍କ ଟିମ୍‌ର ନେତୃତ୍ୱ ନେଉଛନ୍ତି ଡ. ଇବାଦୁର ରହମାନ। ରହମାନଙ୍କ ସମେତ ୬ ଜଣ ପ୍ରାଧ୍ୟାପକ ତାଙ୍କ ଟିମ୍‌ରେ ରହିଛନ୍ତି। ସିମେଣ୍ଟ ଉପତ୍ାଦନ ସମୟରେ ଯେଉଁ ବିପୁଳ ପରିମାଣର କାର୍ବନ୍‌ ଡାଇ ଅକ୍ସାଇଡ ନିର୍ଗତ ହୁଏ, ଏହି ସିମେଣ୍ଟ ପ୍ରସ୍ତୁତିରେ ତାହା ହେଉନାହିଁ। ମୁଖ୍ୟତଃ ଏହି ସିମେଣ୍ଟରେ ନିର୍ମିତ କୋଠା ଭୂମିକମ୍ପରେ ସୁରକ୍ଷିତ ରହିପାରିବ ବୋଲି କହିଛନ୍ତି ଡ. ରହମାନ। ଏବେ ଡ. ରହମାନ ଏବଂ ତାଙ୍କ ଟିମ୍‌ ପ୍ୟାଣ୍ଟେଟ ଲାଗି ଅପେକ୍ଷାରେ ରହିଛନ୍ତି। ଏହା ପରେ ସେମାନେ ନିର୍ମାଣ କ୍ଷେତ୍ରକୁ ବ୍ୟବସାୟିକ ବିକ୍ରି ଆରମ୍ଭ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଗୃହିଣୀଙ୍କ ହାହାକାର

ଭାରତରେ ପୂର୍ବରୁ ରୋଷେଇ ଲାଗି କାଠ, ଘଷି, ଛଣକୁଟା, ପତ୍ର, ତୈଳବୀଜ ଜାତୀୟ ଫସଲର ଚୋପା ସହ କୋଇଲା ଆଦି ବ୍ୟବହାର କରାଯାଇଆସୁଥିଲା। ଏହାଦ୍ୱାରା ମହିଳାଙ୍କ...

ଉପକୂଳର ଯୋଦ୍ଧା

ପ୍ରକାଶ ତ୍ରିପାଠୀ ହୃଦୟକୁ ଛୁଇଁଲା ଭଳି ଲେଖାଟିଏ ଫେସ୍‌ବୁକ୍‌ରେ ପୋଷ୍ଟ କରିଛନ୍ତି ବନ୍ଧୁ ବଦ୍ରି ମିଶ୍ର- ”ହେ ଯୋଦ୍ଧା! ତୁମକୁ ସଲାମ୍‌। ଦୀର୍ଘ ୪ ଘଣ୍ଟା...

ଅଭିନବ ପରିକଳ୍ପନା ପରିବର୍ତ୍ତନର ଆହ୍ବାନ

ମଙ୍ଗୁଳି ଚରଣ ନିଶଙ୍କ ବନ୍ୟ ପରିବେଶରେ ମଣିଷ ଆସ୍ଥାନ ବନାଇ ଗୋଷ୍ଠୀଗତ ଜୀବନ ଶୈଳୀ ଆରମ୍ଭ କରି କ୍ରମେ ନିଜର ପରିବେଷ୍ଟନିକୁ ସୁସଂଯତ ଓ ଆବଶ୍ୟକ...

ଦେଶକୁ ଗଲା ଝୁମୁକା

ଦ୍ୱିତୀ ଚନ୍ଦ୍ର ସାହୁ ଅନେକ ଦିନ ପରେ ଗାଁକୁ ଯାଇଥିଲି। କରୋନା ହେତୁ କିଏ କୁଆଡ଼େ ଯିବା ଆସିବା ଏକ ପ୍ରକାର ବନ୍ଦ। ଘରୁ ବାହାରକୁ...

ଏଇ ଭାରତରେ

ଦେଶରେ ଲକ୍‌ଡାଉନ ଲାଗୁ ହେବା ପରେ ଛୋଟ ଛୋଟ ଦୋକାନୀଙ୍କ ବ୍ୟବସାୟ ପୂରା ମାନ୍ଦା ହୋଇଯାଇଛି। ଏମିତିକି ବହୁ ବ୍ୟବସାୟୀ ସେମାନଙ୍କ ଦୋକାନ ବନ୍ଦ କରିଦେଇଛନ୍ତି।...

ବଜେଟରେ ଅନ୍ନଦାତାଙ୍କୁ ପ୍ରତାରଣା

ଭାଲଚନ୍ଦ୍ର ଷଡ଼ଙ୍ଗୀ ନିକଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟକୁ ସଂସଦରେ ଉପସ୍ଥାପିତ କରିଛନ୍ତି। କରୋନା ମହାମାରୀ ଓ ତଜ୍ଜନିତ ଲକ୍‌ଡାଉନ୍‌...

ଆମର କ’ଣ ଯାଉଥିଲା

ତଥାଗତ ସତପଥୀ ଆମେରିକାର ୪୬ତମ ନବନିର୍ବାଚିତ ରାଷ୍ଟ୍ରପତି ହୋଇଛନ୍ତି ଜୋ ବାଇଡେନ୍‌। ସେହି ଦେଶର ବ୍ୟବସ୍ଥା ଅନୁଯାୟୀ ପ୍ରତି ୪ ବର୍ଷରେ ନିର୍ବାଚନ ହୋଇଥାଏ। ସେଥିରେ...

ଏଇ ଭାରତରେ

ନବଜାତ ଶିଶୁକନ୍ୟାକୁ ନାଳରେ ଫୋପାଡ଼ିଲେ ମା’। ଉଦ୍ଧାର କଲା କୁକୁର। ଏପରି ଏକ ଅଭାବନୀୟ ଘଟଣା ଘଟିଛି ହରିୟାଣାରେ। ଏହି ରାଜ୍ୟର କୈଠାଲ୍‌ରେ ଜଣେ ମହିଳା...

Advertisement


Archives

Model This Week

Why Dharitri