ଏଇ ଭାରତରେ

ବର୍ଜ୍ୟ ପ୍ଲାଷ୍ଟିକର ଉପଯୋଗ କରି କିଏ କେତେ କ’ଣ କରୁଛନ୍ତି କିନ୍ତୁ ଆସାମର ରୂପଜ୍ୟୋତି ସାଇକିଆ ଗୋଗୋଇ ଏ କ୍ଷେତ୍ରରେ ସମ୍ପୂର୍ଣ୍ଣ ଭିନ୍ନ। କାଜିରଙ୍ଗା ଜାତୀୟ ଉଦ୍ୟାନରେ ପଡିଥିବା ଅଦରାକରୀ ପ୍ଲାଷ୍ଟିକ କଭର୍‌ ସଂଗ୍ରହ କରି ପାରମ୍ପରିକ ହସ୍ତତନ୍ତରେ ଏଗୁଡ଼ିକୁ ବୁଣି ଆକର୍ଷଣୀୟ ହ୍ୟାଣ୍ଡ୍‌ବ୍ୟାଗ, ଡୋର୍‌ମ୍ୟାଟ, ଟେବୁଲ କ୍ଲଥ୍‌ ଏବଂ ଅନ୍ୟ ସବୁ ଜିନିଷ ପ୍ରସ୍ତୁତ କରୁଛନ୍ତିି। ବର୍ଜ୍ୟ ପ୍ଲାଷ୍ଟିକ ସଂଗ୍ରହ କରାଯିବା ପରେ ତାହାକୁ ଭଲ ଭାବେ ଧୋଇ ଶୁଖାଇ ବ୍ୟବହାର କରାଯାଉଛି। ୨୦୦୪ରୁ ସେ ଏହି କାର୍ଯ୍ୟ ଆରମ୍ଭ କରି ଏଥିରେ ୨୦୦୦ରୁ ଊର୍ଦ୍ଧ୍ୱ ମହିଳାଙ୍କୁ ଜୀବିକା ଯୋଗାଇ ଦେଇଛନ୍ତି। ରୂପଜ୍ୟୋତିଙ୍କ ବୟସ ୪୭। କେବଳ ଏହି କ୍ଷେତ୍ରରେ ନୁହେଁ ବରଂ ଅନ୍ୟ ପ୍ରକାର ବର୍ଜ୍ୟ ପ୍ଲାଷ୍ଟିକର ପୁନଃ ଉପଯୋଗ କରିବା ଉପରେ ସେ ହଜାର ହଜାର ମହିଳାଙ୍କୁ ପ୍ରଶିକ୍ଷଣ ଦେଇ ସେମାନଙ୍କୁ ରୋଜଗାରକ୍ଷମ କରିପାରିଛନ୍ତି। ୨୦୧୨ରେ ରୂପଜ୍ୟୋତି କାଜିରଙ୍ଗା ହାଟରେ ଏକ ଦୋକାନ ଖୋଲି ସେଠାରେ ଏହି ସବୁ ଜିନିଷ ବିକ୍ରି କରୁଛନ୍ତି। ତାଙ୍କର ଏହି ଅଭିଯାନରେ କାଜିରଙ୍ଗାରେ ପ୍ଲାଷ୍ଟିକ ପ୍ରଦୂଷଣ ଅନେକାଂଶରେ କମିଯାଇଛି। ପର୍ଯ୍ୟଟନ ଋତୁରେ ତାଙ୍କ ନେଟଓ୍ବର୍କରେ ଯୋଡି ହୋଇଥିବା ମହିଳାମାନେ ମାସକୁ ୨୫,୦୦୦ଟଙ୍କାରୁ ଅଧିକ ରୋଜଗାର କରିବାକୁ ସକ୍ଷମ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଶସ୍ୟ, ମୁଖ୍ୟତଃ ଧାନ ଓ ନଡ଼ା ଖୁଣ୍ଟା ପୋଡ଼ିରୁ ପରିବେଶ ପ୍ରଦୂଷିତ ହେଉଛିି। ପ୍ରତିବର୍ଷ ଏହି ସମସ୍ୟା ଦିଲ୍ଲୀ-ଏନ୍‌ସିଆର୍‌ ଶୀତଋତୁରେ ସାମ୍ନା କରିଆସୁଛି। ଏହା ଉପରେ...

ମନ୍ଦିରରେ ଆତ୍ମିକ ସେବା

ଡ. ସତ୍ୟନାରାୟଣ ମିଶ୍ର ଭାରତୀୟ ହିନ୍ଦୁ ଜୀବନରେ ଧର୍ମ ଏକ ସତନ୍ତ୍ର ସ୍ଥାନ ଅଧିକାର କରିଥାଏ। ବିଶେଷତଃ ଦୁଇ ପ୍ରକାରର ବ୍ୟକ୍ତି ସମାଜରେ ଦୃଶ୍ୟମାନ ହୋଇଥାଏ,...

ସାହିତ୍ୟ: ପ୍ରବୃତ୍ତି, ବୃତ୍ତି ଓ ବ୍ରତ

ଡ. ଛାୟାକାନ୍ତ ଷଡ଼ଙ୍ଗୀ ବୈଦିକ ଯୁଗରେ ପ୍ରବୃତ୍ତି ଅନୁସାରେ ବୃତ୍ତି ସ୍ଥିର ହୋଇ ବୃତ୍ତି ଅନୁଯାୟୀ ଚତୁର୍ବର୍ଣ୍ଣ ନିର୍ଦ୍ଧାରିତ ହେଉଥିଲା। ଯେଉଁମାନେ ଯଜ୍ଞାଦି କର୍ମ, ଈଶ୍ୱର...

ଭାରତୀୟ ଗଣତନ୍ତ୍ରର ଡିଜିଟାଲ ରୂପାନ୍ତର

ଅମର ପଟ୍ଟନାୟକ ମହାମାରୀ ଦ୍ୱିତୀୟ ଲହରରେ ମଧ୍ୟ ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ସମୟରେ କୋଭିଡ୍‌-ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ହୋଇଥିଲା। ଏ ନେଇ...

ଏଇ ଭାରତରେ

ପରିବେଶ ସୁରକ୍ଷା ଆଗରେ ଚାକିରିର ମୂଲ୍ୟ କିଛି ନୁହେଁ, ଏହା ପ୍ରମାଣ କରିଛନ୍ତି ମୀରା ଚନ୍ଦ୍ରନ। କେରଳର ଉକ୍ତ ମହିଳା ବନ ବିଭାଗ ଓ ସ୍ଥାନୀୟ...

କୋଚିଂ ସେଣ୍ଟର ଉପରେ ସରକାରଙ୍କ ଲଗାମ ରହୁ

ସୁଧୀର କୁମାର ନାୟକ ଗୁଜରାଟ ସୁରଟ ଜିଲା ଅନ୍ତର୍ଗତ ସଦର ଥାନା ଅଞ୍ଚଳରେ ଚାଲୁଥିବା ଏକ ଘରୋଇ କୋଚିଂ ସେଣ୍ଟରରେ ଯେଉଁ ଅଗ୍ନିକାଣ୍ଡ ଘଟିଯାଇଛି ତାହା...

ଗୋଟିଏ ଚିନ୍ତା

ଦେଶ ଏବଂ ଦେଶବାସୀଙ୍କ ଲାଗି ବ୍ୟବସ୍ଥାପକ, କାର୍ଯ୍ୟପାଳିକା ଓ ନ୍ୟାୟପାଳିକାର ଗୋଟିଏ ଭାବନା ରହିବା ଦରକାର ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୬ ନଭେମ୍ବର ସମ୍ବିଧାନ...

ଆଜିର ଅର୍ଥନୀତି/ସୁଧ ଆହୁରି କମାଅ

ଚଳିତ ମାସ ପ୍ରାରମ୍ଭରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ବେଞ୍ଚମାର୍କ ସୁଧହାର ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଲେ। ଆଶା କରାଯାଉଥିଲା, ଜିଡିପି ନମ୍ବର ହ୍ରାସ ପାଇଥିବାରୁ...

Advertisement
Archives

Model This Week