Posted inଫୁରସତ

ଏଠାରେ ଛୁରିରେ କରାଯାଏ ମସାଜ: ଫାଇଦା ବିଷୟରେ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଯଦି କୁହାଯାଏ ଛୁରିକୁ ମସାଜ ପାଇଁ ବ୍ୟବହାର କରାଯାଏ, ତେବେ କେହି ବିଶ୍ୱାସ କରିବେ ନାହିଁ। ମାତ୍ର ତାଇଓ୍ବାନ୍‌ର ପୂର୍ବ ଏସିଆ ଦେଶରେ ମସାଜ ପାର୍ଲରଗୁଡିକରେ ଛୁରିର ବ୍ୟବହାର କରାଯାଏ। ୨ ହଜାର ବର୍ଷ ପୂର୍ବରୁ ଏହି ପରମ୍ପରା ରହିଆସିଛି। ଏହାକୁ ଡାଉଲିଆଓ ବୋଲି କୁହାଯାଏ। ଯାହାର ଅର୍ଥ ହେଉଛି ଛୁରିରେ ମସାଜ୍‌। ଏହାକୁ ନାଇଫ୍‌ ଥେରାପି ମଧ୍ୟ କୁହାଯାଇଥାଏ।
ଏହି ଛୁରି ମସାଜର ଅନେକ ଉପକାରିତା ମଧ୍ୟ ରହିଛି। ଏହି ମସାଜ୍‌ ଦ୍ୱାରା ଭଲ ନିଦ ହୋଇଥାଏ। ଯଦି କାହାର ନିଦ୍ରାହିନତା ରୋଗ ଅଛି, ସେମାନଙ୍କ ପାଇଁ ଏହି ମସାଜ ଲାଭ ଦାୟକ। ଏହି ମସାଜ ଦ୍ୱାରା ଶରୀରର ସମସ୍ତ ଯନ୍ତ୍ରଣା ମଧ୍ୟ ଦୂର ହେବା ସହ ପୁରୁଣା ଗଣ୍ଠି ଯନ୍ତ୍ରଣା ଭଲ ହୋଇଥାଏ ବୋଲି କୁହାଯାଏ। ‘ଦି ଆନ୍‌ସିଏଣ୍ଟ ଆର୍ଟ ଅଫ୍‌ ନାଇଫ୍‌ ମସାଜ’ ନାମକ ୩୬ଟି ବ୍ରାଞ୍ଚ୍‌ ତାଇଓ୍ବାନରେ ରହିଛି। ଏହି କେନ୍ଦ୍ରର ପୁରା ନାମ ହେଉଛି ‘ଡାଓଲିଆଓ- ଆଇ- ଜିଙ୍ଗ୍‌- ଏଜୁକେଶନ-ସେଣ୍ଟର। ଏହି ମସାଜ ଶିଖିବା ପାଇଁ ବିଶ୍ୱର ଭିନ୍ନ ଭିନ୍ନ ସ୍ଥାନରୁ ଲୋକେ ଏଠାରୁ ଆସିଥାନ୍ତି। ଫ୍ରାନ୍ସ, କାନାଡା, ହଂକଂ ଏବଂ ଜାପାନର ଲୋକମାନେ ବିଶେଷକରି ଏହି ମସାଜ ଶିଖିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅହିଂସା ପୂଜାରୀଙ୍କ ସମ୍ପର୍କରେ ଅନେକ କଥା…

ଜାତିର ପିତା ମହାମତ୍ା ଗାନ୍ଧୀ ଭାରତର ସ୍ବାଧୀନତା ଆନ୍ଦୋଳନରେ ପ୍ରମୁଖ ନେତା ଥିଲେ ଓ ଅହିଂସା ମାର୍ଗରେ ଆନ୍ଦୋଳନ କରି ଦେଶକୁ ସ୍ବାଧୀନତା ଦେବାରେ ମୁଖ୍ୟ...

ଯେଉଁଠି ୫୦ ଟଙ୍କା ପାଇଁ ଲଗାଯାଏ ଜୀବନ ବାଜି

ବିଶ୍ୱରେ ଏମିତି ଅନେକ ପ୍ରକାରର ପରମ୍ପରା ରହିଛି, ଯାହା ଶୁଣିଲେ ଯେତିକି ଆଶ୍ଚର୍ଯ୍ୟ ଲାଗେ ସେତିକି ଆଶଙ୍କା ବି ସୃଷ୍ଟି ହୁଏ। ଏଭଳି ଏକ ପରମ୍ପରା...

କୈମୁର୍‌ ଅଭୟାରଣ୍ୟ

ବିହାରର କୈମୁର୍‌ ଜିଲାରେ ଥିବା କୈମୁର୍‌ ବନ୍ୟପ୍ରାଣୀ ଅଭୟାରଣ୍ୟ ହେଉଛି ସ୍ଥାନୀୟ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ। ପ୍ରାୟ ୧୩୪୨ ବର୍ଗ କି.ମି. ପରିସୀମାବ୍ୟାପ୍ତ ଅଞ୍ଚଳ ଉପରେ...

ଲଭ୍‌ ଚର୍ଚ୍ଚରେ କେବଳ ଦମ୍ପତି ପାଳନ୍ତି କ୍ରିସ୍‌ମାସ

ଆସୁଛି କ୍ରିସ୍‌ମାସ। ବିଦେଶରେ ପାଳନ କରାଯାଉଥିବା ପର୍ବ ମଧ୍ୟରେ ଏହା ଏକ ନିଆରା ପର୍ବ। ଅନେକ ଖ୍ରୀଷ୍ଟିଆନ୍‌ ଧର୍ମାବଲମ୍ବୀ ରାଷ୍ଟ୍ରରେ ଖୁବ୍‌ ଧୁମ୍‌ଧାମରେ ଏହି ପର୍ବ...

ପେପର କୋଲାଜ୍‌ ପେଣ୍ଟିଙ୍ଗ୍‌

ପେଣ୍ଟିଙ୍ଗ୍‌ ମାନେ ଆମେ କାନ୍‌ଭାସ ଉପରେ ରଙ୍ଗ ତୂଳୀରେ ଅଙ୍କା ଯାଇଥିବା ଚିତ୍ର କଥା ବୁଝିଥାଉ। କିନ୍ତୁ ବିନା ରଙ୍ଗ ତୂଳୀରେ ପେଣ୍ଟିଙ୍ଗ୍‌ ବି ହୋଇପାରେ...

୪୦ କୋଟି ବର୍ଷ ତଳେ ବିକଶିତ ହୋଇଥିଲା ମାଛର ଦାନ୍ତ

ଷ୍ଟକ୍‌ହୋମ୍‌: ଜୈବ ବିବର୍ତ୍ତନର ଧାରା ପୃଥିବୀରେ ସବୁବେଳେ ଜାରି ରହିଛି। ଗବେଷକଙ୍କ ମତରେ ମନୁଷ୍ୟଠାରେ ଦେଖାଯାଉଥିବା ଦାନ୍ତ ୪୦ କୋଟି ବର୍ଷତଳେ ମାଛଠାରୁ ବିକଶିତ ହୋଇଥିଲା।...

କେରଳ ପୋଲିସର ହ୍ୟାଣ୍ଡ୍‌ ଓ୍ବାଶିଂ ଡ୍ୟାନ୍ସ୍‌: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଥିରୁଭାନନ୍ତପୁରମ୍‌,୧୮।୩: କରୋନା ଭୂତାଣୁ ସଂକ୍ରମଣ ଯୋଗୁ ପୃଥିବୀର ୧୬୫ ଦେଶରେ ସଙ୍କଟ ଦେଖାଦେଇଛି। ଭାରତରେ କରୋନା ସଂକ୍ରମିତଙ୍କ ମଧ୍ୟ ବଢ଼ିଚାଲିଛି। ଏହି ମର୍ମରେ କେରଳ ପୋଲିସ...

ଏହି ଡ୍ରେସ୍‌କୁ ଛୁଇଁ ହେବନି

ସବୁବେଳେ ସେଲିବ୍ରିଟି ପିନ୍ଧୁଥିବା ପୋଷାକ ଚର୍ଚ୍ଚାକୁ ଆସେ, ଭାଇରାଲ ହୁଏ। କିନ୍ତୁ ନିକଟରେ ଏମିତି ଏକ ପୋଷାକ ଭାଇରାଲ ହୋଇଛି, ଯାହା କୌଣସି ସେଲିବ୍ରିଟିଙ୍କର ନୁହେଁ।...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *