Posted inଖେଳ

ଶେଷରେ ଲିଓ୍ବାଣ୍ଡୋସ୍କି ଜିତିଲେ ପ୍ରଥମ ଟ୍ରଫି

ଲିସ୍‌ବନ,୨୫।୮(ଏପି): ପିଏସ୍‌ଜିକୁ ଫାଇନାଲ ୧-୦ରେ ହରାଇବା ପରେ ବେୟର୍ନ ମ୍ୟୁନିକ୍‌ ପ୍ରଥମ ୟୁରୋପିଆନ ଟାଇଟଲ ଜିତିଛନ୍ତି। ଚଳିତ ସେସନ୍‌ରେ ଚମତ୍କାର ପ୍ରଦର୍ଶନ କରିଥିଲେ ମଧ୍ୟ ପୋଲାଣ୍ଡର ରବର୍ଟ ଲିଓ୍ବାଣ୍ଡୋସ୍କି ଫାଇନାଲ ମ୍ୟାଚ୍‌ରେ ଗୋଲ ସ୍କୋର କରିବାରେ ବିଫଳ ହୋଇଥିଲେ। ପ୍ରଥମଥର ପାଇଁ କୌଣସି ଚାମ୍ପିୟନ୍ସ ଲିଗ୍‌ ମ୍ୟାଚ୍‌ରେ ଲିଓ୍ବାଣ୍ଡୋସ୍କି ଗୋଲ ସ୍କୋର କରିବାରେ ବିଫଳ ହୋଇଛନ୍ତି। ୧୦ଟି ମ୍ୟାଚ୍‌ ଖେଳି ସେ ୧୫ଟି ଗୋଲ ସ୍କୋର କରି ଚମତ୍କାର ଫର୍ମରେ ରହିଥିଲେ। ଗୋଟିଏ ସେସନ୍‌ରେ ସେ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ୧୭ ଗୋଲ ରେକର୍ଡଠାରୁ ଦୁଇପାଦ ଦୂରରେ ରହିଛନ୍ତି। ୨୦୧୩-୧୪ରେ ରୋନାଲ୍ଡୋ ଗୋଟିଏ ସେସନରେ ସର୍ବାଧିକ ୧୭ଟି ଗୋଲ ସ୍କୋର କରିଥିଲେ। ବେୟର୍ନ ସହିତ ସେ ୫୦ ଚାମ୍ପିୟନ୍ସ ଲିଗ୍‌ ଗୋଲ ସ୍କୋର କରିଛନ୍ତି। ମୋଟ ୯ଟି ସେସନରେ ସେ ୬୮ ଗୋଲ ସ୍କୋର କରିଛନ୍ତି। ସବୁ ପ୍ରତିଯୋଗିତା ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ସେ ଏପର୍ଯ୍ୟନ୍ତ ୫୫ ଗୋଲ ସ୍କୋର କରିଛନ୍ତି। ତେବେ ସେ ରବିବାର ଫାଇନାଲରେ କୌଣସି ଗୋଲ ସ୍କୋର ନ କରିବା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହା ସମ୍ପୂର୍ଣ୍ଣ ରୂପେ ଦଳଗତ ପ୍ରଦର୍ଶନ ସାବ୍ୟସ୍ତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌, ନାଡାଲଙ୍କ ସହ ସିଡେଡଙ୍କ ଖେଳାଳିଙ୍କ ବିଜୟ ଅଭିଯାନ

ମେଲବୋର୍ନ,୨୧।୨(ଏଏଫ୍‌ପି)- ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ୍‌ ଓପନ ମଙ୍ଗଳବାର ଦ୍ୱିତୀୟ ଦିବସରେ ପହଞ୍ଚିଛି। ବିଶ୍ୱର ୧ ନମ୍ବର ପୁରୁଷ ଖେଳାଳି ସ୍ପେନର ରାଫାଲ...

ଥଣ୍ଡା ପରିବେଶ ନ୍ୟୁଜିଲାଣ୍ଡକୁ ସୁହାଇପାରେ

ନୂଆଦିଲ୍ଲୀ, ୨୬।୫-ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଆଗାମୀ ଜୁନ୍‌ ୧୮ରୁ ଇଂଲଣ୍ଡର ସାଉଥାମ୍ପଟନଠାରେ ଆରମ୍ଭ ହେବ। କେଉଁ ଦଳ ଫାଇଦାରେ...

ଚହଲ-ଧନଶ୍ରୀଙ୍କ ମଧ୍ୟରେ ଝଗଡା!

ଟିମ ଇଣ୍ଡିଆର ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ ତାଙ୍କ ସ୍ତ୍ରୀ ଧନଶ୍ରୀ ବର୍ମା ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି। ଉଭୟ ନିଜ ଫଟୋ...

ଗାଳି କରି ପାରିଲେନି, ଶେଷରେ ମାଗିଲେ କ୍ଷମା

ସିଡନୀ,୧୨।୧: ସିଡନୀ ଟେଷ୍ଟ ସମୟରେ ପଡ଼ିଆରେ ହୋଇଥିବା ଆଚରଣ ପାଇଁ ଅଷ୍ଟ୍ରେଲିଆ ଅଧିନାୟକ ଟିମ ପେନ୍‌ ଭାରତୀୟ ଖେଳାଳିଙ୍କୁ କ୍ଷମା ମାଗିଛନ୍ତି। ସେ କହିଛନ୍ତି ଯେ...

ସର୍ବାଧିକ ଆୟ କରୁଥିବା ଆଥ୍‌ଲେଟଙ୍କ ଫୋର୍ବସ ତାଲିକାରେ ଏକମାତ୍ର ଭାରତୀୟ ସିନ୍ଧୁ

ନ୍ୟୁୟର୍କ, ୭।୮- ଜଣାଶୁଣା ପତ୍ରିକା ଫୋର୍ବସ ପକ୍ଷରୁ ପ୍ରକାଶ କରାଯାଇଥିବା ବିଶ୍ୱରେ ସର୍ବାଧିକ ଆୟ କରୁଥିବା ମହିଳା ଆଥ୍‌ଲେଟଙ୍କ ତାଲିକାରେ ବ୍ୟାଡ୍‌ମିଣ୍ଟନ ଷ୍ଟାର ପି.ଭି. ସିନ୍ଧୁ...

ଅନ୍‌ଲାଇନ୍‌ ଚେସ୍‌ ଅଲିମ୍ପିଆଡ୍‌: ଭାରତ-ରୁଷିଆ ଯୁଗ୍ମ ବିଜେତା

ଚେନ୍ନାଇ, ୩୧ା୮ (ପି.ଟି.)- ଇଣ୍ଟରନେଟ୍‌ରେ ବିଭ୍ରାଟ ଓ ସର୍ଭର ସହିତ ଯୋଗାଯୋଗ ବ୍ୟାହତ ହେବାରୁ ଭାରତ ଓ ରୁଷିଆକୁ ୨୦୨୦ ଅନ୍‌ଲାଇନ୍‌ ଚେସ୍‌ ଅଲିମ୍ପିଆଡର ଯୁଗ୍ମ...

ସିରିଜ ଜିତିଲା ବାଂଲାଦେଶ

ଢାକା, ୧୨୩ (ଏଏଫ୍ପି)- ଭ୍ରମଣକାରୀ ଜିମ୍ବାେଓ୍ବ ବିପକ୍ଷରେ ଏଠାରେ ଅନୁଷ୍ଠିତ ୨ୟ ଟି୨୦ ମ୍ୟାଚ୍କୁ ବାଂଲାଦେଶ ୯ ଉଇକେଟ୍ର ବୃହତ୍ ବ୍ୟବଧାନରେ ଜିତିନେଇଛି ପ୍ରଥମେ ବ୍ୟାଟିଂ...

ପ୍ରଥମ ଟେଷ୍ଟ ଜିତିଲା ଓ୍ବେଷ୍ଟଇଣ୍ଡିଜ

ଆଣ୍ଟିଗୁଆ,୧୯।୬: ସ୍ଥାନୀୟ ସାର ଭିଭିଆନ ରିଚାଡର୍‌ସ ଷ୍ଟାଡିୟମରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟକୁ ଓ୍ବେଷ୍ଟଇଣ୍ଡିଜ ୭ ଉଇକେଟରେ ଜିତି ନେଇଛି। ପ୍ରଥମ ଇନଂସରେ ବାଂଲାଦେଶ...

Advertisement
Archives

Model This Week