Posted inଫୁରସତ

୨୦୨୫ ରେ ଏହି ରାଶିର ବଢିବ ଆୟ, ଜାଣନ୍ତୁ କେତେ ଶୁଭ ରହିବ

ନୂଆ ବର୍ଷ ୨୦୨୫ ଆରମ୍ଭ ହେବାକୁ ଆଉ କିଛିଦିନ ବାକି ଅଛି। ଆସନ୍ତୁ ଜାଣିବା ୨୦୨୫ରେ ଆୟ, ବ୍ୟାପାର, କ୍ୟାରିୟର, ବୈବାହିକ ଜୀବନ ଏବଂ ସ୍ୱାସ୍ଥ୍ୟ ଦିଗରେ ତୁଳା ରାଶିଙ୍କ ଲାଗି କିପରି ରହିବ।

ଆର୍ଥିକ ଦିଗରୁ ନୂଆବର୍ଷ ୨୦୨୫ ଆପଣଙ୍କ ପାଇଁ ବହୁତ ଶୁଭ ରହିବାକୁ ଯାଉଛି। ଆୟ ବୃଦ୍ଧି ହେବାର ସମ୍ଭାବନା ରହିଛି। ବ୍ୟାଙ୍କ ବାଲାନ୍ସ ବଢିବ। ଟଙ୍କା ସଞ୍ଚୟରେ ବୃଦ୍ଧି ପାଇବ ଏବଂ ଖର୍ଚ୍ଚ କମିବ।

ବ୍ୟବସାୟୀ ବର୍ଗଙ୍କ ପାଇଁ ବର୍ଷ ବହୁତ ଭଲ ରହିବ। ବ୍ୟବସାୟିକ ଯାତ୍ରା ସଫଳ ହେବ। ଲାଭ ବୃଦ୍ଧି ପାଇବ। କୌଣସି ପୁରୁଣା ଯୋଜନା ସକ୍ରିୟ ହେବାରୁ ଲାଭାନ୍ବିତ ହେବେ।

ମାର୍ଚ୍ଚ ମାସ ପରେ ଚାକିରି କରୁଥିବା ଲୋକମାନଙ୍କୁ ବହୁତ ଶୁଭ ହେବ। ଚାକିରିରେ ପରିବର୍ତନ ଏବଂ ପଦୋନ୍ନତି ଯୋଗ ରହିଛି।

ବର୍ଷର ପ୍ରଥମ ଭାଗରେ ସ୍ୱାସ୍ଥ୍ୟର ଅଧିକ ଧ୍ୟାନ ରଖିବାକୁ ହେବ। ବର୍ଷର ଦ୍ୱିତୀୟ ଭାଗରେ ସ୍ୱାସ୍ଥ୍ୟ ଭଲ ରହିବ। ରୋଗରୁ ମୁକ୍ତି ମିଳିବ।

ଶିକ୍ଷା ସ୍ତରରେ ଦ୍ରୁତଗତିରେ ସୁଧାର ଦେଖାଯିବ। ବିଦେଶରେ ପଢିବାକୁ ଯୋଜନା କରୁଥିବା ଲୋକମାନଙ୍କୁ ଭଲ ଖବର ଶୁଣିବାକୁ ମିଳିବ। ଏକାଗ୍ରତାର ସୁଧାର ଆସିବ।

ପାରିବାରିକ ଜୀବନରେ କିଛି ଭୁଲ ଭାବନା ଆସିପାରେ। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ବଢିବା ସହି ସ୍ଥିତି ବିଗିଡ଼ିପାରେ। ପ୍ରେମ ସମ୍ବନ୍ଧୀୟ ମାମଲାରେ ସଫଳତା ମିଳିବ।

ତେବେ ତୁଲାରାଶିର ଲୋକମାନେ ଜ୍ୟୋତିଷଙ୍କ ସହିତ ଆଲୋଚନା କରି ଭଗବାନ ବିଷ୍ଣୁ ଏବଂ ମା’ ଲକ୍ଷ୍ମୀଙ୍କୁ ପାଇବା ପାଇଁ ନିୟମିତ ପୂଜା କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ବାର୍ଥ ଡେ ୱିଶ୍‌: ଜେଲ ଗଲେ ୧୦୪ ବର୍ଷୀୟା

ନ୍ୟୁୟର୍କ: ଆମେରିକାର ନ୍ୟୁୟର୍କସ୍ଥିତ ଜେନେସିଓ ଠାରେ ଥିବା ଆଭୋନ୍‌ ନର୍ସିଂ ହୋମ୍‌ରେ ରହୁଥିବା ଜଣେ ୧୦୪ ବର୍ଷୀୟା ମହିଳା ଲୋରେଟା ଚାମ୍‌ୱରଲେନଙ୍କୁ ୨ ଦିନ ପାଇଁ ନିକଟସ୍ଥ...

ନରେନ୍ଦ୍ର ମୋଦି କହିଛନ୍ତି…ବିନା ଟିକେଟ୍‌ରେ ଟ୍ରେନ୍‌ରେ ଯାତ୍ରା କରୁଥିବା ମହିଳା ଧରାପଡିବାରୁ ଏମିତି କିଛି କହିଦେଲେ, ଦେଖନ୍ତୁ ଭିଡିଓ

ପ୍ରୟାଗରାଜ,୧୭।୨: ପ୍ରୟାଗରାଜ ମହାକୁମ୍ଭ ଚାଲିଛି। ଏହା ୨୬ ଫେବୃଆରୀରେ ଶେଷ ହେବ। କୁମ୍ଭ ଶେଷ ପର୍ଯ୍ୟାୟ ଆଡକୁ ଗତି କରୁଥିବାରୁ, କୁମ୍ଭରେ ଲୋକଙ୍କ ଭିଡ଼ ବୃଦ୍ଧି...

ଭାଲେଟାଇନ୍ସ ଡେ’ରେ ଗର୍ଲଫ୍ରେଣ୍ଡଙ୍କୁ ଚୋରି ସ୍କୁଟି ଉପହାର ଦେଇଥିଲେ ଯୁବକ: ଏମିତି ଫିଟିଲା ରହସ୍ୟ

ନୂଆଦିଲ୍ଲୀ,୧୭।୨: ହରିୟାଣାର ଅମ୍ବଲାରେ ଏକ ରୋଚକ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକ ଭାଲେଣ୍ଟାଇନ୍ସ ଡେ’ରେ ତାଙ୍କ ପ୍ରେମିକାଙ୍କୁ ଏକ ଚୋରି...

ପରୀକ୍ଷା ଦେବା ପାଇଁ ପାରାଚୁଟ୍‌ରେ ଉଡ଼ିଲେ

ସତାରା: ସାଧାରଣତଃ ପରୀକ୍ଷା କେନ୍ଦ୍ରରେ ଠିକ୍‌ ସମୟରେ ପହଞ୍ଚିବା ପାଇଁ ପରୀକ୍ଷାର୍ଥୀ ମାନେ ଘରୁ ଶୀଘ୍ର ବାହାରିଥାନ୍ତି କିମ୍ବା ପବ୍ଲିକ ଟ୍ରାନ୍ସପୋର୍ଟ ବଦଳରେ ବ୍ୟକ୍ତିଗତ ଗାଡ଼ିର ସାହାଯ୍ୟ...

ଭାବୁଛନ୍ତି କି ଜଳପରୀ ! ୧୭୩ ଫୁଟ ଗଭୀର ସମୁଦ୍ର ତଳେ….

ଗଭୀର ଜଳ ଭିତରେ ଧଳାରଙ୍ଗର ପୋଷାକ ପିନ୍ଧିଥିବା ଏହି ଯୁବତୀକୁ ଦେଖି ଜଳପରୀର ଭ୍ରମ ସୃଷ୍ଟି ହେଉଥିବ। ହେଲେ ପ୍ରକୃତରେ ସେ ଜଳପରୀ ନୁହନ୍ତି ବରଂ...

ନନାଙ୍କୁ ଧରାଇ ଦେଇଥିଲି ମୋ ପ୍ରଥମ ରୋଜଗାର ଟଙ୍କା

ମୋ ନନା ଥିଲେ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ। ସେ ହିଁ ଆମ ପରିବାରର ଏକମାତ୍ର ଉପାର୍ଜନକ୍ଷମ ବ୍ୟକ୍ତି। ୪ ଭାଇଭଉଣୀଙ୍କ ମଧ୍ୟରେ ମୁଁ ଥିଲି...

Man Living as Woman: ଭୂତ ଭୟରେ ୩୬ବର୍ଷ ଦରି ମହିଳାଙ୍କ ବେଶରେ ରହୁଛନ୍ତି ଏହି ପୁରୁଷ, ରାତିରେ ଦେଖନ୍ତି ଭୟଙ୍କର ଦୃଶ୍ୟ

Man Living as Woman: ଆଧୁନିକ ଯୁଗରେ ଏମିତି କିଛି ଅନ୍ଧବିଶ୍ୱାସ ରହିଛି ଯାହାକୁ କେବେ ବିଶ୍ୱାସ ମଧ୍ୟ କରିହେବ ନାହିଁ। ବିଜ୍ଞାନ କହୁଛି ଏ...

Delhi Platform Stampede: ଜାଣନ୍ତି କି ପ୍ଲାଟ୍‌ଫର୍ମ ପରିବର୍ତ୍ତନ କରିବାର ନିଷ୍ପତ୍ତି କିଏ ନେଇଥାଏ

ନୂଆଦିଲ୍ଲୀ,୧୬ା୨: ଭାରତୀୟ ରେଳବାଇ ଏବେ ସ୍ବୟଂଚାଳିତ ବ୍ଲକ ସିଗନାଲିଂ ସିଷ୍ଟମ ବ୍ୟବହାର କରୁଛି। ଏହାର ଅର୍ଥ ହେଉଛି ଯେ ଟ୍ରେନ୍‌କୁ ପରବର୍ତ୍ତୀ ଷ୍ଟେଶନରେ ପହଞ୍ଚିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri