‘ପୂଜା କଲେ ମାସ୍କ ଦରକାର ନାହିଁ’

କରୋନାରୁ ମୁକ୍ତି ପାଇବାକୁ ମଧ୍ୟପ୍ରଦେଶର ଜଣେ ମନ୍ତ୍ରୀ ଏୟାରପୋର୍ଟରେ ପୂଜାର୍ଚ୍ଚନା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଭାଜପା ନେତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ଉଷା ଠାକୁର ଇନ୍ଦୋର ବିମାନବନ୍ଦରଠାରେ ମାସ୍କ ନ ପିନ୍ଧି ଦେବୀ ଅହଲ୍ୟା ବାଇ ହୋଲ୍‌କରଙ୍କୁ ପୂଜା ସହ ନାଚଗୀତ କରୁଥିବା ଦେଖିବାକୁ ମିଳିଛି। ତାଙ୍କ ସହ ଏୟାରପୋର୍ଟ ନିର୍ଦ୍ଦେଶକ ଆର୍ଯ୍ୟାମା ସନ୍ନ୍ୟାସ ଏବଂ ଅନ୍ୟ କର୍ମଚାରୀ ମଧ୍ୟ ସାମିଲ ଥିଲେ। ମନ୍ତ୍ରୀ ଠାକୁର ପୂର୍ବରୁ ସର୍ବସାଧାରଣରେ ମାସ୍କ ପିନ୍ଧୁ ନ ଥିବାରୁ ସମାଲୋଚନାର ଶିକାର ହୋଇଥିଲେ। ପ୍ରତିଦିନ ହୋମଯଜ୍ଞ ଓ ହନୁମାନ ଚାଳିଶା ପଢ଼ୁଥିବାରୁ ତାଙ୍କୁ ମାସ୍କ ପିନ୍ଧିବା ଦରକାର ନାହିଁ ବୋଲି ସେ କହିଛନ୍ତି। ଏଭଳି କରି ସେ ନୂଆ ବିବାଦରେ ଫସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ଯୋଗଦେଇପାରନ୍ତି ମୁଲାୟମଙ୍କ ସାନବୋହୂ

ନୂଆଦିଲ୍ଲୀ,୧୬।୧: ବିଧାନସଭା ମତଦାନ ପୂର୍ବରୁ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବଙ୍କୁ ଏକ ବଡ ଝଟକା ଲାଗିପାରେ। ମୁଲାୟମ ସିଂ ଯାଦବଙ୍କ ସାନବୋହୂ ଅପର୍ଣ୍ଣା ଯାଦବ...

ନଗ୍‌ମା କରୋନା ପଜିଟିଭ୍‌: ନେଇ ସାରିଛନ୍ତି ପ୍ରଥମ ଡୋଜ୍‌

ମୁମ୍ବାଇ,୮।୪: ବଲିଉଡ୍‌ ଅଭିନେତ୍ରୀ ନଗ୍‌ମାଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏନେଇ ସେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ ଘରେ କ୍ୱାରାଣ୍ଟାଇନ୍‌ରେ...

ପ୍ରେମିକାଙ୍କ ସ୍ବାମୀଙ୍କୁ ଦେଖି ୫ ମହଲାରୁ ଡେଇଁଲେ ପ୍ରେମିକ: ଆଉ ତା’ପରେ

ଜୟପୁର,୧୬।୧୨: ରାଜସ୍ଥାନର ଜୟପୁରର ପ୍ରତାପନଗର ପୋଲିସ ଷ୍ଟେଶନ ଅଞ୍ଚଳରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଲିଭ୍‌-ଇନ ରିଲେସନଶିପରେ ରହୁଥିବା ଜଣେ ଯୁବକ ମହିଳାଙ୍କ ସ୍ବାାମୀଙ୍କୁ...

ଡିସେମ୍ବର ୧୩ ପର୍ଯ୍ୟନ୍ତ ସଂରକ୍ଷିତ ରହିବ ଏନ୍‌କାଉଣ୍ଟରେ ମୃତ ଅଭିଯୁକ୍ତଙ୍କ ଶରୀର

ହାଇଦ୍ରାବାଦ,୧୦।୧୨: ତେଲେଙ୍ଗାନା ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାର ୪ ଅଭିଯୁକ୍ତଙ୍କ ମୃତ ଶରୀର ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ସଂରକ୍ଷିତ ରହିବ ବୋଲି...

ସରକାର ଗଠନ ବିଳମ୍ବିତ

ମୁମ୍ବାଇ,୮-୧୧:ମହାରାଷ୍ଟ୍ରରେ ନୂଆ ସରକାର ଗଠନ ବିଳମ୍ବିତ ହୋଇଛି। ତ୍ରୟୋଦଶ ବିଧାନସଭା ଅବଧି ଶେଷ ହେବାକୁ ୨୪ ଘଣ୍ଟାରୁ କମ୍‌ ସମୟ ବାକି ଥିବାବେଳେ କେଉଁ ଦଳ...

ପୁଣି ଅଶାନ୍ତ ଜାମିଆ ପରିସର

ନୂଆଦିଲ୍ଲୀ,୩।୨: ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ପରିସରରେ ରବିବାର ବିଳମ୍ବିତ ରାତିରେ ପୁଣି ଗୁଳି ଫୁଟିଛି। ଫଳରେ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।...

ଦୀପାବଳୀ ସୁଦ୍ଧା କମିଯିବ କରୋନା ସଂକ୍ରମଣ: ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୩୧।୮: କରୋନା ଭାଇରସ ସଂକ୍ରମଣ ଏବେ ବେଳକୁ ବେଳ ବଢି ଚାଲିଛି। ସଂକ୍ରମିତଙ୍କ ତୁଳନାରେ ସୁସ୍ଥତାହାର ମଧ୍ୟ ବଢିଛି। ହେଲେ ବର୍ଦ୍ଧିତ ସଂକ୍ରମଣକୁ ଦେଖି ଲୋକେ...

ସୀତାରାମ ୟେଚୁରୀଙ୍କୁ ଶ୍ରୀନଗର ଯିବାକୁ ମିଳିଲା ଅନୁମତି: କଶ୍ମୀର ଛାତ୍ର ନିଜ ପରିବାରଙ୍କୁ ଭେଟିପାରିବେ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୨୮।୮: ସିପିଆଇଏମ୍‌ ନେତା ସୀତାରାମ ୟେଚୁରୀଙ୍କୁ ଶ୍ରୀନଗର ଯିବାକୁ ସୁପ୍ରିମ୍‌କୋର୍ଟ ବୁଧବାର ଅନୁମତି ଦେଇଛନ୍ତି। ୟେଚୁରୀ ବିଧାୟକ ଏମ୍‌.ଓ୍ବାଇ. ତରିଗାମିଙ୍କୁ ଭେଟିବା ଲାଗି ସର୍ବୋଚ୍ଚ ଅଦାଲତଙ୍କ...

Advertisement
Archives

Model This Week