ବାତ୍ୟାରେ ବିଦ୍ୟୁତ୍‌ ଯୋଗାଣ ବାଧକ ହେଲେ ତୁରନ୍ତ କାମ ହେବ

ଭୁବନେଶ୍ୱର,୨।୧୨(ବ୍ୟୁରୋ): ସାମ୍ଭାବ୍ୟ ବାତ୍ୟା ‘ଜଓ୍ବାଦ’କୁ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପୂର୍ବାନୁମାନ କରି ସାରିଛି। ଫଳରେ ରାଜ୍ୟ ସରକାର ବାତ୍ୟା ମୁକାବିଳା ନେଇ ପ୍ରସ୍ତୁିତ ଆରମ୍ଭ କରିଛନ୍ତି। ଏପରିକି ୨୪ ଘଣ୍ଟିଆ ବିଦ୍ୟୁତ୍‌ ଯୋଗାଣ ନିଶ୍ଚିତ କରିବା ଲାଗି ଟିପି ସଦର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଚିପିଏସ୍‌ଓଡିଏଲ୍‌)ର ବିଜ୍‌ନେସ୍‌ କଣ୍ଚିନ୍ୟୁଇଟି ଆଣ୍ଡ୍‌ ଡିଜାଷ୍ଟର ମ୍ୟାନେଜମେଣ୍ଟ (ବିସିଡିଏମ୍‌) ପ୍ରସ୍ତୁତ ରହିଛି।

ବାତ୍ୟାର ପ୍ରତିକ୍ରିୟା ଯାଞ୍ଚ କରିବା ଲାଗି ଏକ ମକ୍‌ ଡ୍ରିଲ୍‌ ଆୟୋଜନ କରାଯାଇଛି। ଟିପିଏସ୍‌ଓଡିଏଲ୍‌ ପକ୍ଷରୁ ୨୪ ଘଣ୍ଟିଆ ବିଦ୍ୟୁତ୍‌ ଯୋଗାଣ ନିଶ୍ଚିତ କରିବା ଲାଗି ଏକ ଟିମ୍‌ ଗଠନ କରାଯାଇଛି। ବିଦ୍ୟୁତ୍‌ ଯୋଗାଣରେ ବାତ୍ୟା ବାଧା ଦେଲେ ସଙ୍ଗେସଙ୍ଗେ କାମ ହେବ। କୌଣସି ଜରୁରୀ ପରିସ୍ଥିତିରେ ଗ୍ରାହକ ପାୱାର୍‌ ସିଷ୍ଟମ୍‌ କଣ୍ଟ୍ରୋଲ୍‌ ସେଣ୍ଟର୍‌ (ପିଏସସିସି)କୁ ୯୪୩୭୪ ୮୪୮୬୮ରେ କିମ୍ବା ୨୪ ଘଣ୍ଚିଆ କଲ୍‌ ସେଣ୍ଟର ନମ୍ବର ୧୮୦୦୩୪୫୬୭୯କୁ ଫୋନ କରି ସମସ୍ୟା ଜଣାଇପାରିବେ ବୋଲି ଚିପିଏସ୍‌ଓଡିଏଲ୍‌ ପକ୍ଷରୁ କୁହାଯାଇଛି।

ଟିପିଏସ୍‌ଓଡିଏଲ୍‌ ସିଇଓ ଅରବିନ୍ଦ୍‌ ସିଂହ କହିଛନ୍ତି, କଠିନ ପରିସ୍ଥତିରେ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣକୁ ନିଶ୍ଚିତ କରିବା ଲାଗି ଆବଶ୍ୟକ ପଦକ୍ଷେପ ନିଆଯିବ। ସାମୁଦ୍ରିକ ବାତ୍ୟା ଜୱାଦ୍‌ ସମୟରେ ଯେକୌଣସି ପ୍ରକାରର ଦୁର୍ଘଟଣାରୁ ବର୍ତ୍ତିବା ଲାଗି ଆବଶ୍ୟକ ସୁରକ୍ଷା ପଦକ୍ଷେପ ପାଳନ କରିବାକୁ ସାଧାରଣଙ୍କୁ ସେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ସିଏଲ୍‌ରେ ଚାକିରି କରାଇଦେବାକୁ କହି ଠକିନେଲେ ୬୫ ଲକ୍ଷ; ସରକାରୀ ଶିକ୍ଷକଙ୍କୁ ବାନ୍ଧିଲା ପୋଲିସ

ଭବାନୀପାଟଣା,୧୬।୭(ସ୍ବ.ପ୍ର.): ଚାକିରିର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ହଡପ କରି ଗିରଫ ହେଲେ ଶିକ୍ଷକ। କଳାହାଣ୍ଡି ଜଲାର ୧୨ ଜଣ ଯୁବତୀଯୁବକଙ୍କୁ ବୁର୍ଲା ଏମ୍‌ସିଏଲ୍‌ରେ ଚାକିରି...

ସରକାର ଗଠନ ଦାବି ଜଣାଇଲେ ନବୀନ

ଭୁବନେଶ୍ୱର,୨୭।୫(ବ୍ୟୁରୋ): ବିଜେଡି ସଭାପତି ନବୀନ ପଟ୍ଟନାୟକ ଲଗାତର ୫ମ ଥର ରାଜ୍ୟରେ ସରକାର ଗଢ଼ିବାକୁ ଯାଉଛନ୍ତି। ରବିବାର ବିଜେଡି ବିଧାୟକ ଦଳ ବୈଠକରେ ସର୍ବସମ୍ମତ କ୍ରମେ...

ପୁଣି ଏକ ଦନ୍ତା ହାତୀର ମୃତ୍ୟୁ

ଢେଙ୍କାନାଳ ଅଫିସ/ହିନ୍ଦୋଳ,୬।୭(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ବାଲିମି ଥାନା ଅନ୍ତର୍ଗତ ଅସରଡା ଜଙ୍ଗଲରେ ବୁଧବାର ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛିି। ବାର୍‌ହା ଶିକାର ପାଇଁ ବଛା...

ରାତି ହେଲେ ହାତୀପଲ ଗଁ। ମୁହାଁ

କେନ୍ଦୁଝର, ୭ା୯ (ସ୍ବ.ପ୍ର.)- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନରଣପୁର ଓ ମଇଦାନକେଲ ଫରେଷ୍ଟ ବିଟ ଅଧୀନ ଅଞ୍ଚଳରେ ଗତ କିଛି ଦିନ ହେବ ହାତୀ...

ରିମାଣ୍ଡ ଅବଧି ଶେଷ: ଜେଲଗଲେ ପାଠକ ବାପ-ପୁଅ

ଭୁବନେଶ୍ୱର, ୫।୧୨(ବ୍ୟୁରୋ): ରିମାଣ୍ଡ ଅବଧି ଶେଷ ହେବା ପରେ ପୁଣି ଥରେ ଶନିବାର ଜେଲ ଗଲେ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ ଏବଂ ପୁଅ ଆକାଶ ପାଠକ।...

୫ଟି ସଚିବଙ୍କ ସୁନ୍ଦରଗଡ଼ ଗସ୍ତ : ଜିଲାପାଳଙ୍କୁ କୈଫିୟତ ତଲବ, ସିଡିଏମ୍‌ଓ ନିଲମ୍ବିତ

ସୁନ୍ଦରଗଡ଼,୧୩।୧୦(ଡି.ଏନ୍‌.ଏ.) : ମୋ’ ସରକାର କାର୍ଯ୍ୟକ୍ରମର ସ୍ଥିତି ପରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ କେ ଭି ପାଣ୍ଡିଆନ ରବିବାର ସୁନ୍ଦରଗଡ଼...

‘ଭାରିଆଣ୍ଟ ବଦଳିପାରେ’

ଭୁବନେଶ୍ୱର,୨୧।୧(ବ୍ୟୁରୋ): କରୋନା ଭାଇରସ ଭାରିଆଣ୍ଟ ବଦଳିବା ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ଭାଇରସର ପ୍ରକୃତି ହେଲା ଚରିତ୍ର...

ରାଶନକାର୍ଡଧାରୀଙ୍କୁ ସହାୟତା ଘୋଷଣା

ଭୁବନେଶ୍ୱର,୨୨ା୧୨(ବ୍ୟୁରୋ): ରାଶନକାର୍ଡ ଧାରୀ ଏବଂ ବିଜୁ ସ୍ବାସ୍ଥ୍ୟ କାର୍ଡଧାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୦୦୦ ଟଙ୍କାର କୋଭିଡ୍‌ ସହାୟତା ଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା...

Advertisement
Archives

Model This Week