Odisha Elections 2024

ଆଉ ନିର୍ବାଚନ ଲଢ଼ିବିନି: ସୁର

ଭୁବନେଶ୍ୱର,୧୪ା୩: କଂଗ୍ରେସ ବିଧାୟକ ସୁର ରାଉତରାୟ ଆଉ ନିର୍ବାଚନ ଲଢ଼ିବେନି ବୋଲି ଆଜି ପୁଣି ଦୋହରାଇଛନ୍ତି। ସେ କହିଛନ୍ତି, ୮୦ ବର୍ଷ ବୟସରେ ଆଉ ନିର୍ବାଚନ ଲଢ଼ିବା ସମ୍ଭବ ନୁହେଁ। ମୋତେ ପିସିସି ସଭାପତି ଅନୁରୋଧ କରିଥିଲେ ମାତ୍ର ମୁଁ ଆଉ ନିର୍ବାଚନ ଲଢ଼ିବି ନାହିଁ ବୋଲି ତାଙ୍କୁ କହିଦେଇଛି। ମୋର ଦୁଇ ପୁଅ କଂଗ୍ରେସରୁ ହିଁ ନିର୍ବାଚନ ଲଢ଼ିବେ ବୋଲି ସୁର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟକୁ ରାମରାଜ୍ୟରେ ପରିଣତ କରିବାକୁ ହେଲେ ଭାଜପାକୁ ଭୋଟ୍‌ ଦିଅନ୍ତୁ: ଅରୁଣ ଗୋଭିଲ

କେନ୍ଦୁଝର,୨୨ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପା ନେତା ତଥା ସିନେ ଷ୍ଟାର ଅରୁଣ ଗୋଭିଲ ବୁଧବାର କନ୍ଦୁଝର ଜିଲା ଗସ୍ତରେ ଆସି ଚମ୍ପୁଆ ଓ ତେଲକୋଇରେ ଭାଜପାର...

ସମ୍ବଲପୁରରେ ବଡ଼ ବୟାନ ଦେଲେ ଗିରିରାଜ ସିଂ, କହିଲେ- ”ନଜରବନ୍ଦୀ ଅଛନ୍ତି ନବୀନ”

ସମ୍ବଲପୁର,୨୨ା୫: ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଵାକଯୁଦ୍ଧ ତୀବ୍ର ହୋଇଛି। ବୁଧବାର କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ଗିରିରାଜ ସିଂଙ୍କ ସମ୍ବଲପୁରରେ...

AIକୁ ନେଇ ନବୀନ କହିଲେ…

ଭୁବନେଶ୍ୱର,୨୨ା୫: ଚଳିତ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ବେଶ୍‌ ସରଗରମ ହୋଇପଡ଼ିଛି। ବିଶେଷକରି ଦୁଇ ପ୍ରମୁଖ ଦଳ ବିଜେଡି ଏବଂ ଭାଜପାର ତୁଙ୍ଗ ନେତାମାନେ ନିର୍ବାଚନ...

ଓଡ଼ିଶାରେ ସରକାର ବଦଳିବାର ସମୟ ଆସିଛି: ଅରୁଣ ଗୋଭିଲ

ଚମ୍ପୁଆ,୨୨ା୫: ରାମାୟଣ ଧାରାବାହିକରେ ରାମ ଚରିତ୍ରରେ ଅଭିନୟ କରି ସାରା ଦେଶରେ ପରିଚିତି ପାଇଥିବା ଅରୁଣ ଗୋଭିଲ ବୁଧବାର ଓଡ଼ିଶା ଆସିଛନ୍ତି। ଅରୁଣ ଓଡ଼ିଶା ଆସି...

ପୁଣି ଓଡ଼ିଶା ଆସିବେ ମୋଦି; ଯାଜପୁର, ଭଦ୍ରକ ଉପରେ ଅମିତ ଶାହାଙ୍କ ନଜର

ଭୁବନେଶ୍ୱର,୨୨ା୫: ପୁଣି ପ୍ରଚାର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାଜପା ଓଡ଼ିଶା ପ୍ରଭାରୀ ବିଜୟପାଲସିଂ ତୋମାର ଏହି ସୂଚନା ଦେଇଛନ୍ତି। ଆସନ୍ତା...

ଚକା ଖସି ଦମ୍ପତିଙ୍କ ଉପରେ ଚଢ଼ିଗଲା ଟ୍ରାକ୍ଟର

ନବରଙ୍ଗପୁର,୨୨ା୫(ସଦାଶିବ ପ୍ରହରାଜ): ବାଇକ୍‌ରେ ଯାଉଥିବା ଦମ୍ପତିଙ୍କ ଉପରେ ଏକ ଟ୍ରାକ୍ଟର ଚଢ଼ିଯିବାରୁ ସ୍ବାମୀ ଗୁରୁତର ହୋଇଥିବା ବେଳେ ସ୍ତ୍ରୀ ଆହତ ହୋଇଛନ୍ତି। ତେବେ ସ୍ବାମୀଙ୍କୁ ବିଶାଖାପାଟଣା...

ନବୀନ ପଟ୍ଟନାୟକ ଭଲ କି ନାହିଁ ପଚାରିଲେ ମୁଖ୍ୟମନ୍ତ୍ରୀ

ନୟାଗଡ଼,୨୨ା୫(ଲୋକନାଥ ମିଶ୍ର): ନୟାଗଡ଼ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ନୟାଗଡ଼ ଷ୍ଟାଡିୟମରେ ଏକ ନିର୍ବାଚନୀ ସଭାରେ ଯୋଗ ଦେଇ...

ଏହିଦିନ ଆସିବ +୨ ରେଜଲ୍ଟ, ସିଏଚ୍‌ଏସ୍‌ଇର ସୂଚନା

ଭୁବନେଶ୍ୱର,୨୨ା୫: ଆସନ୍ତା ୨୬ ତାରିଖ ଅପରାହ୍ନରେ ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ। ଏକାସାଙ୍ଗରେ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ପରୀକ୍ଷାର ରେଜଲ୍ଟ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri