ବ୍ୟସ୍ତ ଅଛନ୍ତି ହୁମା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ହୁମା କୁରୈଶି ଇନଷ୍ଟ୍ରାମ ଆକାଉଣ୍ଟରେ ରାଣୀ ଭାରତି ଅବତାରରେ ଏକ ସେଲ୍ଫି ଶେୟାର କରିଛନ୍ତି । ଏଥିରେ ସେ ସିଜିନ ୨ ଆଡକୁ ଇସାରା କରିଛନ୍ତି । ଏହାସହ ଭିକ୍ଟ୍ରି ସାଇନ୍ ମଧ୍ୟ ଦେଖାଇଛନ୍ତି । ହୁମା ସୋନି ଲିଭ ସିରିଜ ‘ମହାରାଣୀ’ର ଦ୍ୱିତୀୟ ସିଜିନ ଶୁଟିଂରେ ବ୍ୟସ୍ତ ଅଛନ୍ତି । ଶୋ’ର ପ୍ରଥମ ସିଜନରେ ‘ଗ୍ୟାଙ୍ଗସ୍ ଅଫ୍ ୱାଶିପୁର’ର ଆକ୍ଟ୍ରେସ୍ ରାଣୀ ଭାରତି ରୂପରେ ନଜର ଆସିଥିଲେ । ଯିଏ ଜଣେ ଗାଉଁଲି ମହିଳା ହୋଇଥିବା ବେଳେ ତାଙ୍କୁ ବିହାରର ମୁଖ୍ୟମନ୍ତ୍ରୀ ହେବାକୁ ବଛା ଯାଇଥିଲା । ୩୫ ବର୍ଷୀୟା ହୁମା ରାଣୀ ବେଶରେ ଇନଷ୍ଟାଗ୍ରାମରେ ଏକ ସେଲଫି ଶେୟାର କରିଛନ୍ତି । ସୂଚନାଯୋଗ୍ୟ, ହୁମା ଶେଷଥର ଲାଗି ଚଳିତ ବର୍ଷର ମୁଭି ‘ବେଳବଟମ’ରେ ନଜର ଆସିଥିଲେ । ଏବେ ତାଙ୍କ ନିକଟରେ ‘ଡବଲ ଏକ୍ସେଲ’ ନେଟଫ୍‌ଲିକ୍ସ ମୁଭି ‘ମୋନିକା, ଓ ମାଇ ଡାର୍ଲିଂଗ’ ଭଳି ପ୍ରୋଜେକ୍ଟ ରହିଛି । ‘ଡବଲ ଏକ୍ସେଲ’ର ଶୁଟିଂ ନିକଟରେ ଲଣ୍ଡନ ଓ ଦିଲ୍ଲୀରେ ଶେଷ ହୋଇଛି । ଏଥିରେ ସୋନାକ୍ଷୀ ସିହ୍ନା ବି ହୁମାଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ ।

 


Enter your email to get our daily news in your inbox.

All Right Reserved By Dharitri.Com

ଦେଢ ମାସ ଭିତରେ ଗଲାଣି ୭ ବଲିଉଡ୍‌ ସେଲିବ୍ରିଟିଙ୍କ ଜୀବନ

୨୦୨୦ ପ୍ରାରମ୍ଭ ବଲିଉଡ୍‌ ପାଇଁ ଶୁଭଙ୍କର ହୋଇନାହିଁ। ଗୋଟିଏ ପଟେ ଦେଶ ମହାମାରୀ କରୋନାର ମୁକାବିଲା କରୁଥିବା ବେଳେ ଅନ୍ୟ ପଟେ ବଲିଉଡ୍‌ର ବଡ ବଡ...

ବନ୍ୟାଘେରରୁ ଉଦ୍ଧାର ହେଲେ ମାଲାୟାଲମ ଅଭିନେତ୍ରୀ

ଶିମ୍‌ଲା,୨୦।୮: ଦେଶର ବହୁ ରାଜ୍ୟ ଏବେ ବନ୍ୟା ଘେରରେ ରହିଛି। ତେବେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଫଶି ରହିଥିବା ମାଲାୟାଲମର ଜଣାଶୁଣା ଅଭିନେତ୍ରୀ ମଞ୍ଜୁ ଓ୍ବାରିୟର,...

ଭାରତର ପ୍ରଥମ ଓସ୍କାର ଜିତିବାର ସାମର୍ଥ୍ୟ ରଖିଥିଲେ ସୁଶାନ୍ତ

ବଲିଉଡ୍‌ ଅଭିନେତ୍ରୀ ସେଲିନା ଜେଟ୍‌ଲୀ ବିବାହ ପରେ ପୁଣି ଥରେ ଫିଲ୍ମ ‘ସିଜନ୍ସ ଗ୍ରୀଟିଙ୍ଗସ୍‌’ ମାଧ୍ୟମରେ ଅଭିନୟକୁ ଫେରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ସେଲିନା କହିଛନ୍ତି...

୧୦ ବର୍ଷ ହେବ ହାତ ଧୋଇ ନାହାନ୍ତି ଏହି ସେଲିବ୍ରିଟି

ଓ୍ବାଶିଂଟନ: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ୱକୁ ବ୍ୟାପି ସାରିଲାଣି କହିଲେ ଚଳେ। ଏହାଠାରୁ ଦୂରେଇ ରହିବା ପାଇଁ ସବୁ ଦେଶର...

ପ୍ରିୟଙ୍କା-ନିକ୍‌ଙ୍କ ବାର୍ଷିକ ରୋଜଗାର କେତେ ଜାଣନ୍ତି

ବଲିଉଡରେ ଏକ ସଫଳ ଇନିଂସ ଖେଳିବା ପରେ ପ୍ରିୟଙ୍କା ଏବେ ହଲିଉଡରେ ମଧ୍ୟ ନିଜ ଜଲଓ୍ବା ଦେଖିଛନ୍ତି। ଚମତ୍କାର କାର୍ଯ୍ୟ କରୁଛନ୍ତି। ଏଥିରୁ ସ୍ପଷ୍ଟ ଯେ...

ଏହି ଅଭିନେତ୍ରୀଙ୍କୁ ମୋଟି, କାଳି କହିଥିଲେ ଶଶି କପୁର: ଆଉ ତା ପରେ …

ଏଭରଗ୍ରୀନ ଅଭିନେତ୍ରୀ ରେଖାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ସ୍ଥାନଟିଏ ପାଇଁ କଠିନ ପରିଶ୍ରମ ସହ ଅନେକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା। ୧୪ ବର୍ଷ ବୟସରୁ, ରେଖା...

ସତ ହେଲା ସ୍ବପ୍ନ: ପ୍ରଥମ ଥର ଅମିତାଭଙ୍କ ସହ ସ୍କ୍ରିନ୍‌ ଶେୟାର କରିବେ ନୀନା ଗୁପ୍ତା

ମୁମ୍ବାଇ: ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ବଲିଉଡ୍‌ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ବହୁ ଦିନର ସ୍ବପ୍ନ ଏବେ ପୂରା ହେବାକୁ ଯାଉଛି। ‘ବଧାଇ ହୋ’...

ପ୍ରେମ ମାନେନା ସୀମାରେଖା, ବିଦେଶୀଙ୍କୁ ମନଦେଇ ବିବାହ କରିଛନ୍ତି ଏସବୁ ଅଭିନେତ୍ରୀ

ବମ୍ବେ: ପ୍ରେମ ମାନେନା କୌଣସି ବାଧାବିଘ୍ନ, ସୀମାରେଖା। ବଲିଉଡ୍‌ର କେତେକ ଅଭିନେତ୍ରୀଙ୍କ କ୍ଷେତ୍ରରେ ଉକ୍ତିଟି ବେଶ୍‌ ପ୍ରଯୁଜ୍ୟ । ସେ ବବ୍‌ଲି ପ୍ରିୟଙ୍କା ଚୋପ୍ରା ହୁଅନ୍ତୁ...

Advertisement
Archives

Model This Week