Posted inଫୁରସତ

କୋଟିଏ ଟଙ୍କାର ଲଟେରୀ ଜିଣିଲେ ପକେଟକୁ ଆସିବ କେତେ…

ନୂଆଦିଲ୍ଲୀ, ୭।୧୨: କେତେକ ଲୋକେ ଲଟେରୀ କିଣି ରାତାରାତି ଲକ୍ଷପତି ଅବା କୋଟିପତି ହେବାର ସ୍ବପ୍ନ ଦେଖିଥାନ୍ତି। ତେବେ ଲଟେରୀ ଜିଣିଲେ ଏହା ଉପରେ ୧୯୬୧ ଆୟକର ଅଧିନିୟମ ଅନୁସାରେ ବିଭିନ୍ନ ଟିକସ ଲାଗୁ ହୋଇଥାଏ। ଫଳରେ ପକେଟକୁ ଆସିବା ବେଳକୁ ଏହା କୋଟିଏରୁ କମି ପ୍ରାୟ ୬୫ ଲକ୍ଷ ଟଙ୍କା ପାଖାପାଖି ପହଞ୍ଚିଥାଏ। ଲଟେରୀ ସ୍ପେଶାଲ ଆୟ ହୋଇଥିବାରୁ ଏହା ଉପରେ ସିଧାସଳଖ ୩୦ ପ୍ରତିଶତ ଟିକସ ଲାଗୁ ହୋଇଥାଏ। ଏହା ସହିତ ୧୦ ପ୍ରତିଶତ ସରଜାର୍ଚ ଲାଗୁ ହୁଏ। ସେହିପରି ୪ ପ୍ରତିଶତ ଶିକ୍ଷା ସେସ୍‌ ଏବଂ ଉଚ୍ଚ ଶିକ୍ଷା ସେସ୍‌ ଟିକସ ମଧ୍ୟ ଲାଗୁ ହୋଇଥାଏ। ଏହା ସହିତ ଅନ୍ୟାନ୍ୟ ଛୋଟ ମୋଟ ଟିକସ ମଧ୍ୟ ଲଟେରୀ ଉପରେ ଲାଗୁ କରାଯାଇଥାଏ। ଏସବୁ ଟିକସ କଟାଯିବା ଦାୟିତ୍ୱ ଲଟେରୀ ଉଠାଣକାରୀ ସଂସ୍ଥାର ଦାୟିତ୍ୱ। ପ୍ରାୟ ୩୫ ପ୍ରତିଶତ ଟିକସ କଟିବା ପରେ ଅବିଶିଷ୍ଟ ଟଙ୍କା ବିଜେତାଙ୍କୁ ପ୍ରଦାନ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ବାପାଙ୍କୁ ଦେଢ଼ଶହ କୋଟିର ଘର ଉପହାର

ମୁମ୍ବାଇ: ତାମିଲ ଅଭିନେତା ଧନୁଷ୍‌ ନିକଟରେ ଏକ ବିଳାସପୂର୍ଣ୍ଣ ଘର କିଣିଛନ୍ତି। ଚେନ୍ନାଇର ପୋଇସ୍‌ ଗାର୍ଡେନ ସ୍ଥିତ ଏହି ବିଳାସପୂର୍ଣ୍ଣ ଘରଟିକୁ ଧନୁଷ୍‌ ତାଙ୍କ ମା’ବାପାଙ୍କୁ...

ମାଟି ତଳୁ ମିଳିଲା ୧,୦୦୦ ବର୍ଷ ତଳର କୁକୁଡ଼ା ଅଣ୍ଡା…

ତେଳଅଭିବ୍‌,୧୦।୬: ଇସ୍ରାଏଲ୍‌ରେ ମାଟିତଳୁ ୧,୦୦୦ ବର୍ଷ ତଳର କୁକୁଡ଼ା ଅଣ୍ଡା ମିଳିଛି। ଏହି ଅଣ୍ଡା ଦଶମ ଶତାବ୍ଦୀ ସମୟର ବୋଲି ଗବେଷକ ଅନୁମାନ କରିଛନ୍ତି। ତେବେ...

୫ଶହ ଟଙ୍କା ଦେଲେ କଏଦୀ ଭଳି ରହିବାକୁ ମିଳେ ଏହି ଜେଲ୍‌ରେ…

ଜେଲ୍‌ରେ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା କଏଦୀଙ୍କୁ ରଖାଯାଇଥାଏ। ତେବେ ଏପରି ଏକ ଜେଲ୍‌ ରହିଛି ଯେଉଁଠି ଦେଶ ବିଦେଶରୁ ପର୍ଯ୍ୟଟକ କଏଦୀଭାବେ ରହିବାକୁ ଆସିଥାନ୍ତି।...

ସେକେଣ୍ଡ୍‌ ହ୍ୟାଣ୍ଡ୍‌ ଶପିଂ ସେଣ୍ଟରରୁ କିଣିଥିଲେ ବ୍ୟାଗ୍‌, ଏଥିରେ ଥିଲା…

ଓ୍ବାଶିଂଟନ୍‌: ଆଜିର ସମୟରେ ସଚ୍ଚୋଟ ବ୍ୟକ୍ତିଙ୍କ ସଂଖ୍ୟା ହାତଗଣତି। ଏହି ଯେମିତି କିଛି ଜିନିଷ ହଜିଗଲେ ପାଇଥିବା ଖୁବ୍‌ କମ୍‌ ଲୋକ ଏହାକୁ ଫେରାଇଥାନ୍ତି। ମାତ୍ର...

୧୦ ମାସ ପରେ ୧୭୦୦ କିମି ରାସ୍ତା ଅତିକ୍ରମ କରି ଲକ୍ଷ୍ୟ ସ୍ଥଳରେ ପହଞ୍ଚିଲା ଟ୍ରକ

ଥିରୁଭାନନ୍ତପୁରମ, ୧୮।୭- ସାଧାରଣତଃ ୧୭୦୦ କିମି ରାସ୍ତା ଅତିକ୍ରମ କରିବା ଲାଗି ଗୋଟିଏ ଟ୍ରକ୍‌ ୫ରୁ ୭ ଦିନ ସମୟ ନେଇଥାଏ। କିନ୍ତୁ ଶୁଣିଲେ ବିଶ୍ୱାସ...

ଆଇଆଇଟି ବୈଜ୍ଞାନିକମାନେ ବିକାଶ କଲେ ନୂଆ ଘୋଡ଼ାନାଲ

ଆଇଆଇଟି କାନପୁରର ଗବେଷକମାନେ ଘୋଡ଼ାନାଲ ନିର୍ମାଣ କରିବାର ଏକ ନୂଆଜ୍ଞାନ କୌଶଳ ବିକାଶ କରିଛନ୍ତି। ଏହିି ଜ୍ଞାନ କୌଶଳ ସମ୍ପର୍କରେ ଆଇଆଇଟି କାନପୁରର ପ୍ରାଧ୍ୟାପକ ଏନଏସ୍‌...

ରେଷ୍ଟୁରାଣ୍ଟର ନାଁ ସୋନୁ ସୁଦ୍‌ ରଖିଲେ ଏହି ବ୍ୟକ୍ତି

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୋନୁ ସୁଦ ଏବେ ଲୋକଙ୍କୁ ନିରନ୍ତର ସାହାଯ୍ୟ ସହଯୋଗ କରିଆସୁଛନ୍ତି। ତାଙ୍କର ଏହି କାର୍ଯ୍ୟକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି।...

ହ୍ୟାଙ୍ଗରରେ ଡ୍ରେସ୍‌ ଟାଙ୍ଗି ବିଶ୍ୱ ରେକର୍ଡ

ବିଶ୍ୱରେ ପ୍ରତିବର୍ଷ ଅନେକ ଲୋକ ଅନେକ କାର୍ଯ୍ୟ କରି ରେକର୍ଡ ସୃଷ୍ଟି କରୁଛନ୍ତି। ସେମାନେ କଠିନ ପରିଶ୍ରମ, ନିଷ୍ଠା ଯୋଗୁ ଏପରି ବିଶ୍ୱ ରେକର୍ଡ କରିବାରେ...

Advertisement
Archives

Model This Week