ମନ୍ଦିରରେ ପହଞ୍ଚିଲେ ସିଂହ ପଲ, ଅଡୁଆରେ ପଡିଲେ ପୁରୋହିତ , ଭିଡିଓ ଭାଇରାଲ…

ଅହମଦାବାଦ,୧୩।୧୧ : ଗୁଜରାଟର ଗିରର ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ବାସ୍ତବରେ ସିଂହମାନଙ୍କର ଏକ ପଲ ଗିର ଗାଁରେ ଅବସ୍ଥିତ ଏକ ମନ୍ଦିର ପରିସରରେ ପହଞ୍ଚିଥିଲେ। ଏହା ସକାଳ ସମୟ ଥିଲା । ପୁରୋହିତ ମନ୍ଦିରରେ ଥିଲେ। ସେ ସିଂହମାନଙ୍କୁ ଦେଖି ସଙ୍ଗେ ସଙ୍ଗେ କବାଟ ବନ୍ଦ କରିଦେଲେ। କିନ୍ତୁ ଏକ ସିଂହ ଶାବକ ମନ୍ଦିର ଦ୍ୱାର ନିକଟରେ ପହଞ୍ଚିଲା। ପଣ୍ଡିତ ଜୀ ଏକ ଭିଡିଓ ତିଆରି କରୁଥିଲେ, ସେ ଅନୁଭବ କଲେ ଯେ ସିଂହ ପାଖେଇ ଆସୁଛି, ତେଣୁ ସେ ସଙ୍ଗେ ସଙ୍ଗେ ପାଟିରେ ହଟ … ହଟ …ଶବ୍ଦ କରିବା ଆରମ୍ଭ କରିଥିେଊ ଫଳରେ ଭୟଭୀତ ହୋଇ ସେ ସେଠାରୁ ଚାଲିଯାଇଥିଲା।

ଏହି ଭିଡିଓ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ ‘ଅଭୟ’ (@abhaysinh_g) ଦ୍ୱାରା ମେ ୨୫ ରେ ପୋଷ୍ଟ କରାଯାଇଥିଲା । ସେ କ୍ୟାପସନରେ କହିଥିଲେ ଗିର ଆଖପାଖ ଅଞ୍ଚଳରେ ଏଭଳି ଦୃଶ୍ୟ ପ୍ରାୟତଃ ଦେଖାଯାଇଥାଏ । ୨ ଦିନ ପୂର୍ବେ ଗିରର ଏକ ଗ୍ରାମ ନିକଟରେ ପାଣ୍ଡେଶ୍ୱର ମହାଦେବଙ୍କ ଏକ ମନ୍ଦିର ଅଛି। ଯେତେବେଳେ ପୁରୋହିତ ସକାଳେ ପୂଜା କରିବାକୁ ଯାଇଥିଲେ, ହଠାତ ଏକ ସିଂହ ପଲ ମନ୍ଦିର ନିକଟରେ ପହଞ୍ଚିଥିଲେ। ପୁରୋହିତ ମନ୍ଦିରର କବାଟ ବନ୍ଦ କରିଦେଲେ, ଯେପରି ସିଂହମାନେ ଭିତରକୁ ଆସି ପାରିବେ ନାହିଁ। ପଲରେ ମା‘ ଏବଂ ଦୁଇ ବର୍ଷର ଶାବକ ଥିଲେ।

 

https://www.instagram.com/reel/Csp-M2OLga2/?utm_source=ig_embed&ig_rid=a0ad162d-d05e-41f7-a822-0e6aeab3767b

 

https://www.instagram.com/reel/Cspit05I9F7/?utm_source=ig_embed&ig_rid=ba917757-1d41-4091-8705-792878fe455d


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?