Posted inଜାତୀୟ

ଦିଲ୍ଲୀରେ ପ୍ରବଳ ବର୍ଷା: ୨ ମୃତ

ନୂଆଦିଲ୍ଲୀ,୩୧।୫: ଦିଲ୍ଲୀରେ ସୋମବାର ସନ୍ଧ୍ୟାରେ ପ୍ରବଳ ବର୍ଷା ପବନ ସାଙ୍ଗକୁ କୁଆପଥର ବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ଦିଲ୍ଲୀ ଜାମା ମସଜିଦ ଅଞ୍ଚଳରେ ଜଣେ ୫୦ ବର୍ଷୀୟ ବ୍ୟକ୍ତି ବାଲକୋନିରୁ ଖସିପଡ଼ି ପ୍ରାଣ ହରାଇଛନ୍ତି। ସେହିପରି ଉତ୍ତର ଦିଲ୍ଲୀରେ ଜଣେ ୬୫ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଜାମା ମସ୍‌ଜିଦ୍‌ର ମଝି ଗମ୍ବୁଜ କ୍ଷତିଗ୍ରସ୍ତ ହୋଇଛି। ପ୍ରାୟ ୩୦୦ରୁ ଊର୍ଦ୍ଧ୍ୱ ଗଛ ବର୍ଷା ପବନରେ ଉପୁଡ଼ି ବିଭିନ୍ନ ଅଞ୍ଚଳରେ ଟ୍ରାଫିକ ଜାମ୍‌ ହୋଇଛି। ପବନର ଘଣ୍ଟାପ୍ରତି ବେଗ ୧୦୦ କିଲୋମିଟର ଥିଲା। ୨୦୧୮ ପରେ ଦିଲ୍ଲୀରେ ଏହା ସବୁଠୁ ବଡ଼ ଝଡ଼ ବୋଲି ପାଣିପାଗ ବିଭାଗ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଯୁକ୍ତଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ: ଡିଏସ୍‌ପିଙ୍କ ପରିବାରରୁ ଜଣେ ସଦସ୍ୟଙ୍କୁ ମିଳିବ ଚାକିରି

ଚଣ୍ଡିଗଡ଼,୧୯।୭: ହରିୟାଣାର ନୁହାଁ ଜିଲାର ମେ ଓ୍ବାତରେ ଡେପୁଟି ଏସ୍‌ପି ସୁରେନ୍ଦ୍ର ସିଂ ବିଶ୍ନୋଇଙ୍କ ହତ୍ୟା ମାମଲାରେ ଗୃହମନ୍ତ୍ରୀ ଅନୀଲ ବିଜ ଖଣି ମାଫିଆଙ୍କ ବିରୋଧରେ...

ଥମୁନି ସିଏଏ ନିଆଁ: ଉତ୍ତରପ୍ରଦେଶର ୧୪ ଜିଲାରେ ଇଣ୍ଟରନେଟ୍‌ ସେବା ବନ୍ଦ

ନୂଆଦିଲ୍ଲୀ,୨୦।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ବିରୋଧରେ ବ୍ୟାପିଥିବା ଆନ୍ଦୋଳନ ଥମିବାର ନାଁ ନେଉନାହିଁ। ଦେଶର ଉତ୍ତର ପୂର୍ବ ଭାରତରେ ଏବଂ ପରେ ରାଜଧାନୀ ନୂଆଦିଲ୍ଲୀରେ ବ୍ୟାପକ...

ବିଶ୍ୱାସ ପ୍ରସ୍ତାବ ଆଗତ କଲେ ହେମନ୍ତ ସୋରେନ…

ରାଞ୍ଚି, ୫।୯ : ଝାଡ଼ଖଣ୍ଡ ବିଧାନସଭାର ସ୍ବତନ୍ତ୍ର ଅଧିବେଶନରେ ବିରୋଧୀ ଦଳଙ୍କ ପକ୍ଷରୁ ହଟ୍ଟଗୋଳ କରାଯାଇଛି। ପ୍ରବଳ ପାଟିତୁଣ୍ଡ ମଧ୍ୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସରକାରଙ୍କ...

ହିଜାବ ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୬ା୭: ଇସ୍‌ଲାମରେ ହିଜାବ ପରିଧାନ ଜରୁରୀ ନୁହେଁ ବୋଲି କର୍ନାଟକ ହାଇକୋର୍ଟ ରାୟକୁ ଚ୍ୟାଲେଞ୍ଜ କରି ହୋଇଥିବା କେତେକ ଛାତ୍ରୀଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ...

ପ୍ରଥମ ସାମୁଦ୍ରିକ କବରଖାନା

କୋଝିକୋଡ: ସମୁଦ୍ରର ଅଥଳ ଜଳରାଶିଠାରୁ ଆରମ୍ଭ କରି ଏଭେରଷ୍ଟ, ଆମାଜନର ଘଞ୍ଚ ଜଙ୍ଗଲରୁ ସାହାରାର ବିସ୍ତୀର୍ଣ୍ଣ ମରୁପ୍ରାନ୍ତ ଯାଏ ସବୁଠି ମନୁଷ୍ୟକୃତ ଆବର୍ଜନାର ପାହାଡ଼। ଜାଣତ...

ଅଗ୍ନିପଥ ଯୋଜନାକୁ ବିରୋଧ କରି ବିହାରରେ ହିଂସା, ବସ୍‌, ଟ୍ରକରେ ଲଗାଇଲେ ନିଆଁ

ପାଟନା,୧୮ ।୬: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ହେଲେ ବିହାରରେ ଏହା ଉଗ୍ରରୂପ ଧାରଣ...

ପୁଣିଏକ ବଡ ଟେକ୍ନୋଲୋଜି କ୍ରାନ୍ତିର ସାକ୍ଷି ହେବ ଭାରତ, ମୋଦି ଲଞ୍ଚ କରିବେ ୫ଜି ସର୍ଭିସ

ନୂଆଦିଲ୍ଲୀ,୧ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସକାଳ ୧୦ଟାରେ ଦିଲ୍ଲୀର ପ୍ରଗତି ମଇଦାନରେ ୫ଜି ସର୍ଭିସ ଲଞ୍ଚ କରିବାକୁ ଯାଉଛନ୍ତି । ଏହା ଦେଶ...

ରାଷ୍ଟ୍ରପତିଙ୍କ ଶୋକବ୍ୟକ୍ତ: ଜେଟଲୀଙ୍କ ସ୍ତ୍ରୀ, ପୁଅଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ,୨୪।୮: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ଶନିବାର ପରଲୋକ ହୋଇଥିବା ବେଳେ ତାଙ୍କ ବିୟୋଗରେ ଭାଙ୍ଗି ପଡିଛନ୍ତି ସମସ୍ତ ପରିବାର ସଦସ୍ୟ। ଏହି ଖବର ଶୁଣିବା...

Advertisement
Archives

Model This Week