Posted inଫୁରସତ

ରୋଷେଇ କରୁଥିବା ସମୟରେ ମହିଳାଙ୍କ ମୁଣ୍ଡରେ ଲାଗିଲା ନିଆଁ, କାମରେ ବ୍ୟସ୍ତ ରହି ପାରିଲେନି ଜାଣି, ଆଉ ତା’ ପରେ…

ଅନେକ ସମୟରେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହା ଦେଖିଲେ ଭୟରେ ଦେହ ଥରି ଉଠେ। କିଛି ଭିଡିଓରୁ ଶିକ୍ଷା ବି ମିଳିଥାଏ। ଏବେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯାହା ଦେଖିଲେ ଭୟ ଲାଗିବ।

ଭାଇରାଲ ହୋଇଥିବା ଭିଡିଓରେ ଜଣେ ମହିଳା ରୋଷେଇ କରୁଛନ୍ତି। ଗ୍ୟାସଚୁଲା ତଳେ ଥିବା ଡ୍ର’ରୁ ମହିଳା ଜଣଙ୍କ କିଛି ଆଣୁଛନ୍ତି। ଏହି ସମୟରେ ଜଳୁଥିବା ଗ୍ୟାସରୁ ନିଆଁ ଆସି ତାଙ୍କ ମୁଣ୍ଡ କେଶରେ ଲାଗି ଯାଉଛି। କିନ୍ତୁ ଏହା ମହିଳା ଜଣଙ୍କ ଜାଣିପାରିନାହାନ୍ତି। ସେ ତାଙ୍କ କାମରେ ବ୍ୟସ୍ତ ଅଛନ୍ତି। କିଛି ସମୟ ପରେ ତାଙ୍କୁ ଗରମ ଲାଗିବାରୁ ସେ ମୁଣ୍ଡରେ ହାତ ମାରି ଦେଉଛନ୍ତି। ସେତେବେଳେ ଜାଣୁଛନ୍ତି ତାଙ୍କ ମୁଣ୍ଡରେ ନିଆଁ ଲାଗିଛି। ସେ ସଙ୍ଗେ ସଙ୍ଗେ ଓ୍ବାଶରୁମ୍‌କୁ ଦୌଡୁଛନ୍ତି।

 

@suryanandannet ନାମକ ଆକାଉଣ୍ଟରେ ଭିଡିଓଟି ଶେୟାର କରାଯାଇଛି। ଭିଡିଓରେ ୟୁଜରମାନେ ଭିନ୍ନ ଭିନ୍ନ କମେଣ୍ଟ ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଧ୍ୟାନ ଦେଇ କାମ କରନ୍ତୁ। ଆଉ ଜଣେ ୟୁଜର ଲେଖିଛନ୍ତି, ଜୀବନରେ ଏତେ ବ୍ୟସ୍ତ ରହିବା ଠିକ୍‌ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ପାଇଁ ସାମାଜିକ ଦୂରତା: ଦୀକ୍ଷାନ୍ତ ସମାରୋହରେ ଡିଗ୍ରୀ ପ୍ରମାଣପତ୍ର ଗ୍ରହଣ କଲା ରୋବୋ

ଟୋକିଓ,୫ ।୪: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି । ଏଥିରୁ ସୁରକ୍ଷିତ ରହିବା ପାଇଁ ସାମାଜିକ ଦୂରତା ଅବଲମ୍ବନ କରିବା ଉପରେ...

ଧ୍ୟାନ କରୁଛି ମାଙ୍କଡ: ଭିଡିଓ ହେଲା ଭାଇରାଲ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। କେତେବେଳେ ମାଙ୍କଡ ମୁହିଁରେ କପଡା ଗୁଡାଇ ହୋଇ ବୁଲୁଛି ତ ଆଉ କେତେବେଳେ ନଳକୂପ ହାଣ୍ଡେଲ...

ବେଡସିଟ୍‌ ଜଣାଇଦେବ କେବେ ଧୁଆ ହୋଇଥିଲା

ସାଧାରଣତଃ ଘରେ ବ୍ୟବହାର କରାଯାଉଥିବା ବେଡ୍‌ ସିଟ୍‌ ଓ ଟାଓ୍ବେଲ ଧୋଇବାକୁ ଅଧିକାଂଶ ଲୋକଙ୍କୁ କଷ୍ଟ ଲାଗିଥାଏ। କେବେ କେବେ ମାସ ମାସ ବିତି ଯାଇଥିଲେ...

ଗୋଟିଏ ଅଣ୍ଡାର ଦାମ୍‌ ଜାଣିଲେ…

ଆଜିର ଦୁନିଆରେ ସମସ୍ତ ଜିନିଷ ମହଙ୍ଗା, କିନ୍ତୁ କିଛି ଜିନିଷ ଅଛି ଯାହା ଗୁଣବତ୍ତା ଅନୁଯାୟୀ ସଠିକ୍‌ ମୂଲ୍ୟରେ ବିକ୍ରି ହେଉଛି। ଏହି ଜିନିଷ ମଧ୍ୟରେ...

‘ସ୍ପାଇଡରମ୍ୟାନ୍‌ ଦମକଳକର୍ମୀ’: ୧୬ ମହଲାରେ ଫସିଥିବା ମହିଳାଙ୍କୁ ଏପରି କଲେ ଉଦ୍ଧାର, ଦେଖନ୍ତୁ ଭିଡିଓ..

କେଉଁଠିି ନିଆଁ ଲାଗିଲେ ଦମକଳ ବାହିନୀକୁ ଡକାଯାଏ। କର୍ମଚାରୀମାନେ ଆସି ନିଆଁ ଉପରେ କାବୁ କରିବାକୁ ଚେଷ୍ଟା କରି ଲୋକମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥାନ୍ତି।...

ମାଙ୍କଡ଼କୁ କହୁଥିଲେ ମାର ମାର, ଆଉ ଶେଷରେ ଦୌଡ଼ିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ବିଲେଇକୁ ଡରିକି ଦୌଡ଼ିଲା ଭାଲୁ , ଭିଡିଓ ଦେଖିଲେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ଏକ ମିନିଟ୍‌ରେ ୧୫୦ କାର୍‌ ଲୋଗୋ

ଚେନ୍ନାଇ: କଥାରେ ଅଛି ଆଗ୍ରହର ସହ କରାଯାଇଥିବା ସମସ୍ତ କାମରେ ସଫଳତା ଅବଶ୍ୟ ମିଳିଥାଏ। ଏହାର ଏକ ଉଦାହରଣ ହେଉଛନ୍ତି ଚେନ୍ନାଇର ୭ ବର୍ଷର ବାଳକ...

Advertisement
Archives

Model This Week