Advertisement
Posted inଜାତୀୟ

ଦିଲ୍ଲୀରୁ ଚାଲୁଛି ଗୁଜରାଟ ସରକାର…, ମୋରବି ପୋଲ ଦୁର୍ଘଟଣାକୁ ନେଇ ଭାଜପାକୁ ଟାର୍ଗେଟ କଲେ ଚିଦାମ୍ବରମ

ନୂଆଦିଲ୍ଲୀ,୮ ।୧୧: ଗୁଜରାଟର ମୋରବି ପୋଲ ଦୁର୍ଘଟଣାକୁ ନେଇ କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ମୋରବି ପୋଲ ଦୁର୍ଘଟଣା ଘଟଣା ଗୁଜରାଟର ନାଁକୁ ମାଟିରେ ମିଶାଇ ଦେଇଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଘଟଣାକୁ ନେଇ ସରକାରଙ୍କ ପକ୍ଷରୁ ଏବେ ପର୍ଯ୍ୟନ୍ତ ନା କେହି କ୍ଷମା ମାଗିଲେଣି ନା କେହି ଇସ୍ତଫା ଦେଲେଣି । ସୂଚନାଯୋଗ୍ୟ, ଏଇ କିଛିଦିନ ପୂର୍ବରୁ ମୋରବି ପୋଲ ଦୁର୍ଘଟଣାରେ ୧୩୫ ଜଣଙ୍କର ମୃତ୍ୟୁ ହୋଇଥିଲା ।
ଏହାକୁ ନେଇ ଚିଦାମ୍ବରମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବି ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଗୁଜରାଟ ସରକାର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନୁହେଁ ବରଂ ଦିଲ୍ଲୀରୁ ଚାଲିଛି । ଏହି ସମୟରେ ଚିଦାମ୍ବରମ ଆମ ଆଦମୀ ପାର୍ଟି(ଏଏପି)କୁ ବି ଟାର୍ଗେଟ କରିଛନ୍ତି । ଚିଦାମ୍ବରମ କହିଛନ୍ତି, ଯଦି ଆପଣ ଦିଲ୍ଲୀର ଜଳବାୟୁ ଉପରେ ବିଶ୍ୱାସ କରୁଛନ୍ତି ତେବେ ଗୁଜରାଟରେ ଅରବିନ୍ଦ କେଜରିୱାଲଙ୍କୁ ଭୋଟ ଦିଅନ୍ତୁ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଝାଡ଼ଖଣ୍ଡରେ ୬୨% ମତଦାନ

ରାଞ୍ଚି, ୧୩ା୧୨(ପି.ଟି.):ଝାଡ଼ଖଣ୍ଡ ବିଧାନସଭା ଲାଗି ଗୁରୁବାର ଅନୁଷ୍ଠିତ ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବାବେଳେ ୬୨ ପ୍ରତିଶତ ଭୋଟଗ୍ରହଣ କରାଯାଇଥିବା ଜଣାପଡ଼ିଛି। ୮ ଜିଲାର ୧୭ ଟି...

ମୋଦିଙ୍କୁ ମନିଅର୍ଡର କରିଥିବା କୃଷକ ଏବେ ଗଡକରୀଙ୍କୁ କୃଷିମନ୍ତ୍ରୀ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି

ନୂଆଦିଲ୍ଲୀ,୨୮।୫: ଗତବର୍ଷ ନିଜର ଫସଲ ବିକ୍ରିକରି ଆୟ କରିଥିବା ଅର୍ଥକୁ ରାଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମନିଅର୍ଡର କରିଥିବା କୃଷକ ଏବେ ପୁଣି ଥରେ ଆସିଛନ୍ତି...

ନୀତିଶ କୁମାରଙ୍କ ପାଖରେ ପ୍ରଧାନମନ୍ତ୍ରୀ ହେବାର ସମସ୍ତ ଦକ୍ଷତା ରହିଛି: କୁଶଓ୍ବାହା

ପାଟନା,୧।୮: ନୀତିଶ କୁମାରଙ୍କ ପାଖରେ ପ୍ରଧାନମନ୍ତ୍ରୀ ହେବାର ଦକ୍ଷତା ରହିଛି ବୋଲି ଜେଡିୟୁ ସଂସଦୀୟ ଦଳର ନେତା ଉପେନ୍ଦ୍ର କୁଶଓ୍ବାହା ରବିବାର କହିଛନ୍ତି। ନୀତୀଶ କୁମାର...

ମୁଖ୍ୟମନ୍ତ୍ରୀଙ୍କ ଭାଇଙ୍କୁ ଟିକେଟ ଦେଲାନି କଂଗ୍ରେସ

ଚଣ୍ଡିଗଡ଼,୧୬।୧: ପଞ୍ଜାବ ବିଧାନସଭା ନିର୍ବାଚନା ପୂର୍ବରୁ କଂଗ୍ରେସରେ ମୁଣ୍ଡ ଟେକିଛି ଏକ ବଡ଼ ବିଦ୍ରୋହ। ମୁଖ୍ୟମନ୍ତ୍ରୀ ଚରନଜିତ ସିଂ ଚନ୍ନିଙ୍କ ସାନ ଭାଇ ଡ. ମନୋହର...

ବିବାହ ହଲରେ ନିଆଁ ଲାଗିବା ପରେ ବି ଖାଇବା ଥାଳିରୁ ଉଠିଲେ ନାହିଁ

ଥାଣେ,୩୦।୧୧: ଖାଦ୍ୟ ପ୍ରତି ଭଲ ପାଇବାର ଏଭଳି ଦୃଷ୍ଟାନ୍ତ ବୋଧହୁଏ କେବେ ଶୁଣି ନ ଥିବେ। ମହାରାଷ୍ଟ୍ର ଥାଣେର ଭିଓ୍ବାଣ୍ଡି ଅଞ୍ଚଳରେ ଆୟୋଜିତ ଏକ ବିବାହ...

ଅଯୋଧ୍ୟାରେ ମସଜିଦ୍‌ ନିର୍ମାଣ: ପ୍ରଥମ ଦାନ ଦେଲେ ଜଣେ ହିନ୍ଦୁ

ଲକ୍ଷ୍ନୌ, ୪।୧୦: ଅଯୋଧ୍ୟାରେ ୫ ଏକର ଜମିରେ ମସଜିଦ୍‌ ନିର୍ମାଣ କରାଯିବ। ଏନେଇ ପ୍ରଥମେ ଜଣେ ହିନ୍ଦୁ ଇଣ୍ଡୋ-ଇସଲାମିକ୍‌ କଲଚାରଲ୍‌ ଫାଉଣ୍ଡେଶନକୁ ଦାନ ଦେଇଛନ୍ତି। ଲକ୍ଷ୍ନୌ...

ଆତଙ୍କବାଦୀ ଆକ୍ରମଣ ଆଶଙ୍କା କରି ଜମ୍ମୁ-କଶ୍ମୀରରେ ହାଇ ଆଲର୍ଟ ଜାରି

ନୂଆଦିଲ୍ଲୀ,୧୬।୮: ପାକିସ୍ତାନ ଆତଙ୍କବାଦୀଙ୍କ ଦ୍ୱାରା ଜମ୍ମୁ-କଶ୍ମୀରରେ ଆକ୍ରମଣ ଆଶଙ୍କା କରି ଶୁକ୍ରବାର ଅପରାହ୍ନରେ ଭାରତୀୟ ବାୟୁସେନା ଓ ସ୍ଥଳ ସେନାଙ୍କୁ ସଜାଗ ରଖାଯିବା ସହ ସେଠାରେ...

ନଭଲଖାଙ୍କୁ ୪ ସପ୍ତାହ ଗିରଫରୁ ମୁକ୍ତି

ନୂଆଦିଲ୍ଲୀ,୧୬ା୧୦(ପି.ଟି.): ଭୀମା କୋରେଗାଁଓ ହିଂସା ମାମଲାରେ ନାଗରିକ ଅଧିକାର କର୍ମୀ ଗୌତମ ନଭଲଖାଙ୍କୁ ଗିରଫଦାରିରୁ ୪ ସପ୍ତାହ ଅନ୍ତରୀଣ ସୁରକ୍ଷା ମିଳିଛି। ଜଷ୍ଟିସ୍‌ ଅରୁଣ ମିଶ୍ର...

Advertisement
Archives

Model This Week