ଜନଜାତିଙ୍କ ଅଧିକାର ଛଡ଼ାଇନେଇଛନ୍ତି ସରକାର: ଭାଜପା

ଭୁବନେଶ୍ୱର,୧୬।୪(ବ୍ୟୁରୋ): ଜନଜାତି ସମ୍ପ୍ରଦାୟଙ୍କ ସଶକ୍ତୀକରଣ ଏବଂ ସେମାନଙ୍କ ପରମ୍ପରାର ସଂରକ୍ଷଣ ପାଇଁ କେନ୍ଦ୍ର ସରକାର ସଂକଳ୍ପବଦ୍ଧ। ଜନଜାତିଙ୍କ ବିକାଶ ଲାଗି କେନ୍ଦ୍ର ବଜେଟରେ ୪ଗୁଣା ବୃଦ୍ଧି କରିଛନ୍ତି। ସେହିପରି ଜନଜାତି ଛାତ୍ରବୃତ୍ତି ପରିମାଣକୁ ୯୭୮ କୋଟିରୁ ୨୭୨୬ କୋଟି ଟଙ୍କାକୁ ବଢ଼ାଇଛନ୍ତି। ଦେଶର ୧୧୭ଟି ଜିଲାର ବିକାଶକୁ ତ୍ୱରାନ୍ବିତ ଲାଗି ପାଇଁ ସରକାର ଆକାଂକ୍ଷୀ ଜିଲା ଭାବେ ହାତକୁ ନେଇଛନ୍ତି। କିନ୍ତୁ ରାଜ୍ୟର ଜନଜାତି ବର୍ଗଙ୍କୁ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ଗମନାଗମନ, ଆଇନଶୃଙ୍ଖଳା ଯୋଗାଇବାରେ ବିଫଳ ବିଜେଡି ସରକାର ତାଙ୍କ ସାମ୍ବିଧାନିକ ଅଧିକାର ଛଡ଼ାଇ ନେଇଛନ୍ତି ବୋଲି ଶୁକ୍ରବାର ଭାଜପା କାର୍ଯ୍ୟାଳୟଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ରଥଖଳାରେ ପହଞ୍ଚିଲା ରୁକୁଣା ରଥ

ପୁରୁଣା ଭୁବନେଶ୍ୱର,୪ା୪(ଡି.ଏନ୍‌.ଏ.): ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗୋସାଗରେଶ୍ୱର ଛକ ନିକଟରେ ଅଟକି ରହିଥିବା ରୁକୁୁଣା ରଥକୁ...

ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଗସ୍ତ: ସାବିତ୍ରୀଙ୍କୁ ଭୋଟ ଦେବାକୁ ନିବେଦନ 

କେନ୍ଦ୍ରାପଡ଼ା ଅଫିସ,୧୭।୭: ଆସନ୍ତା ୨୦ରେ ପାଟକୁରା ନିର୍ବାଚନ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ପ୍ରାର୍ଥିନୀ ସାବିତ୍ରୀ ଅଗ୍ରଓ୍ବାଲଙ୍କ ପାଇଁ ନିର୍ବାଚନ ପ୍ରଚାରକୁ ବୁଧବାର...

କୋଟିଆରେ ଆନ୍ଧ୍ର ଅନୁପ୍ରବେଶକୁ ପଣ୍ଡକଲା ପୋଲିସ

ପଟ୍ଟାଙ୍ଗି/କୋରାପୁଟ,୭।୧(ଡି.ଏନ.ଏ./ସ୍ବ.ପ୍ର.): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକର କୋଟିଆ ପଞ୍ଚାୟତରେ ଆନ୍ଧ୍ର ପ୍ରଦେଶ ବାରମ୍ବାର ଅନୁପ୍ରବେଶ ଜାରି ରଖିଛି। ଅଧିକାଂଶ ସମୟରେ ପଞ୍ଚାୟତର ଅନେକ ଗ୍ରାମରେ ସଭା...

ପୋଲିଂ ପାର୍ଟିକୁ ଡଙ୍ଗାରୁ ମୁକ୍ତି

ସମ୍ବଲପୁର,୨୩ା୨(ବ୍ୟୁରୋ): ସମ୍ବଲପୁର ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ମଙ୍ଗଳବାର ଶେଷ ହୋଇଛି। ଏହି ନିର୍ବାଚନ ଧନକଉଡ଼ା ବ୍ଲକ କୁଦଗୁଣ୍ଡେରପୁରବାସୀଙ୍କ ପାଇଁ ନିଆରା...

ପ୍ରବାସୀ ଶ୍ରମିକଙ୍କ ଫେରିବା ଚିନ୍ତା: ଖୋଲିବ କ୍ୱାରାଣ୍ଟାଇନ ସେଣ୍ଟର

ଭୁବନେଶ୍ୱର,୨୨।୪(ବ୍ୟୁରୋ): ସମଗ୍ର ଦେଶରେ କୋଭିଡ୍‌-୧୯ କାୟାବିସ୍ତାର କରିଚାଲିଛି। ଦିଲ୍ଲୀ, ମହାରାଷ୍ଟ୍ରରେ ଲକ୍‌ଡାଉନ ପରେ ପ୍ରବାସୀ ଶ୍ରମିକମାନେ ଘରମୁହାଁ ହୋଇଛନ୍ତି। ଅନ୍ୟ ରାଜ୍ୟରୁ ମଧ୍ୟ ଓଡ଼ିଶାକୁ ପ୍ରବାସୀ...

ଲୁକ୍କାୟିତ ସ୍ତରରୁ ବିକାଶ ପଥରେ

ସମବେଦନା ନୁହେଁ, ସମାନତାର ଲଢ଼େଇ। ସମାଜରେ ଭିନ୍ନ ଏକ ଶବ୍ଦରୁ ବାହାରକୁ ଆସିବାର ଚେଷ୍ଟା। ନିଜ ପାଇଁ ଅଧିକାର ସୃଷ୍ଟି କରିବାର ପ୍ରୟାସ। ସହିବାକୁ ପଡ଼ିଛି,...

କଠିନ ବର୍ଜ୍ୟବସ୍ତୁ ପରିଚାଳନାରେ ବିଏମ୍‌ସି ବିଫଳ : ସହରରୁ ନୀଳ, ସବୁଜ ଡଷ୍ଟବିନ୍‌ ଉଭାନ

ଭୁବନେଶ୍ୱର,୧୯ା୭(ବ୍ୟୁରୋ) : କଠିନ ବର୍ଜ୍ୟବସ୍ତୁ ପରିଚାଳନାରେ ବିଏମ୍‌ସିକୁ ବିଭିନ୍ନ ସମୟରେ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ଫଳସ୍ବରୂପ ସ୍ବଚ୍ଛ ଭାରତ ମିଶନ ପକ୍ଷରୁ ହେଉଥିବା...

ଜାଲରେ ପଡ଼ିଲା ବିରଳ ପ୍ରଜାତିର ପ୍ରାଣୀ

ଭଦ୍ରକ ଅଫିସ, ୧୮।୩: ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଖଦାଳପୋଖରୀ ପଞ୍ଚାୟତ ସୁନାରୀପୋଖରୀଠାରେ ଗୁରୁବାର ଏକ ବିରଳ ପ୍ରଜାତିର ପ୍ରାଣୀ ଉଦ୍ଧାର କରାଯାଇଛି। ଗ୍ରାମର...

Advertisement
Archives

Model This Week