Advertisement
Posted inଜାତୀୟ

କଂଗ୍ରେସକୁ ଝଟକା, ଭାଜପାରେ ସାମିଲ ହେଲେ କମଲ ନାଥଙ୍କ ନିକଟତର ନେତା…

ନୂଆଦିଲ୍ଲୀ,୨୫।୧୧: କଂଗ୍ରେସକୁ ଆଉ ଏକ ବଡ ଝଟକା। ଏମ୍‌ପି ତଥା କଂଗ୍ରେସ ସଭାପତି କମଲ ନାଥଙ୍କ ଗଣମାଧ୍ୟମ ପ୍ରଭାରୀ ଏବଂ ଦଳର ପ୍ରବକ୍ତା ନରେନ୍ଦ୍ର ସାଲୁଜା ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଶିବରାଜ ସିଂ ଚୌହାନ ଏବଂ ଅନ୍ୟ ନେତାଙ୍କ ଉପସ୍ଥିତିରେ ସେ ଭାଜପାରେ ଯୋଗ ଦେଇଛନ୍ତି।
ସାଲୁଜା ଇନ୍ଦୋରର ବାସିନ୍ଦା। ସେ କମଲ ନାଥଙ୍କ ସହ ଦୀର୍ଘ ସମୟ ଧରି ଜଡିତ ଥିଲେ। ଗତ କିଛି ମାସ ହେବ ତାଙ୍କୁ ଅଣଦେଖା କରାଯାଇଥିଲା। ଗଣମାଧ୍ୟମ ବିଭାଗର ପୁନର୍ଗଠନ ସମୟରେ ତାଙ୍କୁ ପ୍ୟାନେଲରେ ସ୍ଥାନ ଦିଆଯାଇ ନ ଥିଲା। ଯାହାକୁ ନେଇ ସେ ଅସନ୍ତୁଷ୍ଟ ଥିଲେ। ଏହା ପରେ ସେ ପୁନର୍ବାର ସ୍ଥାନ ପାଇଥିଲେ। ନିକଟରେ ଇନ୍ଦୋରର ଖାଲସା କଲେଜରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କମଲ ନାଥ ମଧ୍ୟ ସେହି କାର୍ଯ୍ୟକ୍ରମରେ ପହଞ୍ଚିଥିଲେ। ଆୟୋଜକମାନଙ୍କ ମଧ୍ୟରେ ନରେନ୍ଦ୍ର ସାଲୁଜାଙ୍କ ନାମ ମଧ୍ୟ ଥିଲା। ଏହି କାର୍ଯ୍ୟକ୍ରମ ସମୟରେ କମଲ ନାଥଙ୍କୁ ଶିଖ ଦଙ୍ଗାକୁ ନେଇ ଦୃଢ ବିରୋଧ କରାଯାଇଥିଲା। ଏହି ପ୍ରତିବାଦ ପରେ କମଲ ନାଥ ନରେନ୍ଦ୍ର ସାଲୁଜାଙ୍କୁ ଗଣମାଧ୍ୟମ ପ୍ରଭାରୀରୁ ହଟାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିସ୍ତାରବାଦୀ ଉଦ୍ୟମକୁ ପଣ୍ଡ କରିଛନ୍ତି ଆମ ବୀର ଯବାନ- ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୫।୧: ଭାରତ ସବୁବେଳେ ଶାନ୍ତି ପାଇଁ ପ୍ରତିଶ୍ରୁତିବଦ୍ଧ ରହିଆସିଛି। ଏହା ସତ୍ତ୍ୱେ ବିସ୍ତାରବାଦୀ ଶକ୍ତି ସୀମାନ୍ତ ଅଞ୍ଚଳ କବ୍‌ଜା କରିବା ଲାଗି ଉଦ୍ୟମ ଚଳାଇଛନ୍ତି। ସେମାନଙ୍କର...

ଓଲଟିଲା ଡଙ୍ଗା: ୨୦ ନିଖୋଜ

ମେଦିନାପୁର, ୩୦।୯: ପଶ୍ଚିମବଙ୍ଗର ପୂର୍ବ ମେଦିନାପୁରରେ ଏକ ଅଘଟଣ ଘଟିଛି। ପୂର୍ବ ମେଦିନାପୁରରେ ଏକ ଡଙ୍ଗା ବୁଡିଯିବାରୁ ୨୦ ଜଣ ଲୋକ ନିଖୋଜ ହୋଇଯାଇଛନ୍ତି। ଆବଶ୍ୟକଠାରୁ...

୪ ରାଜ୍ୟରେ ନିର୍ବାଚନ ପ୍ରଭାରୀ ନିଯୁକ୍ତ କଲା ଭାଜପା

ନୂଆଦିଲ୍ଲୀ, ୯।୮: ଦିଲ୍ଲୀ, ଝାଡଖଣ୍ଡ, ହରିୟାଣା ଏବଂ ମଧ୍ୟ ପ୍ରଦେଶରେ ଆଗାମୀ ଅକ୍ଟୋବରରେ ନିର୍ବାଚନ ହେବାର ସମ୍ଭାବନା ରହିଛି। ଏହାପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଭାଜପା।...

ନିଜକୁ ବୟସ୍କ ଭାବୁଛନ୍ତି ଯୁବବର୍ଗ

ନୂଆଦିଲ୍ଲୀ, ୧୯ା୧୦: ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି, ଥକ୍କାପଣ ବା କ୍ଲାନ୍ତି, ଶକ୍ତିହୀନତା ଆଦି ପାଇଁ ଭାରତରେ ୨୬ରୁ ୪୦ ବର୍ଷ ବୟସ ବର୍ଗ (ମିଲେନିଆଲ୍ସ)ର...

ଭାଙ୍ଗିବ ଚନ୍ଦ୍ରାବାବୁଙ୍କ ବିଳାସମୟ କୋଠା: ମୁଖ୍ୟମନ୍ତ୍ରୀ ଜଗନ ମୋହନ ଦେଲେ ନିର୍ଦ୍ଦେଶ

ହାଇଦ୍ରାବାଦ,୨୪।୬: ଆନ୍ଧ୍ରପ୍ରଦେଶ ଅମରାବତୀରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କ ବାସଭବନ ‘ପ୍ରଜା ବେଦିକା’ ଏବେ ଭାଙ୍ଗିବାକୁ ଯାଉଛି। ଏନେଇ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟର ନବନିର୍ବାଚିତ...

ବିବାହ ପାଇଁ କନ୍ୟା ରାଜି ନ ହେବାରୁ ୪ ମହଲା ଛାତରୁ ଡେଇଁଲେ ଯୁବକ: ଭିଡିଓ ଭାଇରାଲ

ଗାନ୍ଧିନଗର,୧୦।୯: ଗୁଜରାଟର ବନସକାଣ୍ଠା ଜିଲାରେ ଘଟିଛି ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା। ଏଠାରେ ଥିବା ପାଲନପୁରରେ ଜଣେ ଯୁବକ ୪ ମହଲା ଘରୁ ଡେଇଁ...

ରାତି ୨ଟାରେ ବିଧାନସଭା ଅଧିବେଶନ ଡକାଇଲେ ରାଜ୍ୟପାଳ

କୋଲକାତା,୨୪।୨: ପଶ୍ଚିମବଙ୍ଗରେ ରାତି ୨ଟାରେ ବିଧାନସଭା ଅଧିବେଶନ ଡକାଇଲେ ରାଜ୍ୟପାଳ। ଏହାକୁ ଶୁଣିଲେ ଯେକେହିବି ଆଶ୍ଚର୍ଯ୍ୟ ହୋଇଯିବେ। ହେଲେ କଥାଟି ହେଉଛି ଏଭଳି, କେବଳ ଟାଇପିଂ...

ନୂଆଦିଲ୍ଲୀ ରେଲୱେ ଷ୍ଟେଶନ ପାର୍କିଂରୁ ମିଳିଲା ୧୧ ଜୀବନ୍ତ କ୍ୟାଟ୍ରିଜ

ନୂଆଦିଲ୍ଲୀ,୩୧ ।୮: ରାଜଧାନୀ ଦିଲ୍ଲୀର ରେଲୱେ ଷ୍ଟେଶନ ପାର୍କିଂରୁ ମଙ୍ଗଳବାର ୧୧ଟି ଜୀବନ୍ତ କ୍ୟାଟ୍ରିଜ୍ ମିଳିଥିବା ସୂଚନା ମିଳିଛି । ଏହା ଆଜମେରି ଗେଟ ବାଲା...

Advertisement
Archives

Model This Week