Posted inଜାତୀୟ

ପୂର୍ବତନ ସିଜେଆଇ ରଞ୍ଜନ ଗୋଗୋଇଙ୍କୁ ଜେଡ୍ ପ୍ଲସ ସୁରକ୍ଷା

ନୂଆଦିଲ୍ଲୀ,୨୨ ।୧: କେନ୍ଦ୍ର ସରକାର ଦେଶର ପୂର୍ବତନ ସିଜେଆଇ ବା ଚିଫ୍ ଜଷ୍ଟିଶ ଅଫ୍ ଇଣ୍ଡିଆ ଅର୍ଥାତ୍ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ତଥା ବର୍ତ୍ତମାନର ରାଜ୍ୟ ସଭା ଏମ୍‌ପି ରଞ୍ଜନ ଗୋଗୋଇଙ୍କୁ ଜେଡ୍ ପ୍ଲସ ସୁରକ୍ଷା ପ୍ରଦାନ କରିଛନ୍ତି । ଦେଶ ସାରା ଯେଉଁଠିକି ସେ ଯାତ୍ରା କରିବେ ତାଙ୍କୁ ଏହି ସୁରକ୍ଷା ଯୋଗାଇ ଦିଆଯିବ । ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆର୍‌ପିଏଫ୍‌) ତାଙ୍କୁ ସୁରକ୍ଷା ଯୋଗାଇଦେବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦୀପାବଳି ଉପଲକ୍ଷେ ଅଯୋଧ୍ୟାରେ ଜଳିବ ୫ଲକ୍ଷ ଦୀପ

ଲକ୍ଷ୍ନୌ,୨୬।୧୦: ଭଗବାନ ରାମଙ୍କ ନଗରୀ କୁହାଯାଉଥିବା ଅଯୋଧ୍ୟାରେ ଶନିବାର ଦୀପୋତ୍ସବର ତୃତୀୟ ସଂସ୍କରଣ ଲୋକାର୍ପିତ ହେବ। ଏହି ଉତ୍ସବରେ ରାଜ୍ୟପାଳଙ୍କ ସମେତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ...

ବିଚାରପତିଙ୍କ ରାୟ ବି ଭୁଲ୍‌ ହୋଇପାରେ

ନୂଆଦିଲ୍ଲୀ,୪-୧୦(ପି.ଟି.):ଆଦୌ ଭୁଲ୍‌ ରାୟ ଦେଇ ନ ଥିବା କୌଣସି ବିଚାରପତି ଦାବି କରିପାରିବେ ନାହିଁ। ରାୟ ପ୍ରଦାନରେ ସେମାନଙ୍କର ବି ଭୁଲ୍‌ ହୋଇପାରେ ବୋଲି ସୁପ୍ରିମକୋର୍ଟ...

କୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପରେ ଏମିତି ଟୁଇଟ୍‌ କଲେ ଗମ୍ଭୀର

ନୂଆଦିଲ୍ଲୀ, ୩।୬: ଭାଜପା ଏମ୍‌ପି ଗୌତମ ଗମ୍ଭୀରଙ୍କ ଫାଉଣ୍ଡେଶନ ବେଆଇନ ଭାବେ କୋଭିଡ୍‌-୧୯ ଔଷଧ କିଣିଥିଲା। ଆଉ ତାହାକୁ ବିନା ଅନୁମତିରେ ବାଣ୍ଟି ଥିଲେ ବୋଲି...

ସିଆର୍‌ପିଏଫ୍ କ୍ୟାମ୍ପରେ ଯବାନଙ୍କ ଗୁଳିରେ ଟଳି ପଡିଲେ ୪ ସାଥି, ୩ ଆହତ

ସୁକମା,୮ ।୧୧: ଛତିଶଗଡ଼ର ସୁକମାରେ ଜଣେ ଯବାନ ନିଜ ସାଥି ଯବାନଙ୍କ ଉପରକୁ ଗୁଳି ଚାଳନା କରିଥିବା ଖବର ମିଳିଛି । ଯେଉଁଥିରେ ୪ ଯବାନଙ୍କ...

ଆର୍‌ପିଆଇ ନେତାଙ୍କ ଫାର୍ମହାଉସରେ ଗୁଳିକାଣ୍ଡ

ନୂଆଦିଲ୍ଲୀ,୧ା୬(ପି.ଟି.): ରିପବ୍ଲିକ ପାର୍ଟି ଅଫ୍‌ ଇଣ୍ଡିଆ (ଆର୍‌ପିଆଇ) ନେତା ସମିମ୍‌ ସୈଫ୍‌ଙ୍କ ଦିଲ୍ଲୀ ଫାର୍ମହାଉସ୍‌ରେ ରବିବାର ସକାଳେ ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କ ସୁରକ୍ଷା କର୍ମୀଙ୍କୁ...

ଭାଜପା ନେତାଙ୍କ ଆତ୍ମହତ୍ୟା

ଛୁରିୟା,୧୯।୯: ଛତିଶଗଡ଼ର ପୂର୍ବତନ ପରିବହନ ମନ୍ତ୍ରୀ ରାଜିନ୍ଦରପାଲ୍‌ ସିଂ ରବିବାର ଆତ୍ମହତ୍ୟା କରିଛନ୍ତି। ସେ ତାଙ୍କ ଭାଇଙ୍କ ସହ ରାଜନନ୍ଦଗାଁରେ ରହୁଥିଲେ। ସା ବେଳେ ତାଙ୍କ...

ବିଚାରପତିଙ୍କ ସାମ୍ନାରେ ନିଷ୍ପାପ ଶିଶୁର ଗୁହାରି: ମୋ ହାତ ପାଦ ଫେରାଇ ଦିଅ ମୁଁ ଦୌଡିବାକୁ ଚାହେଁ

ଚଣ୍ଡିଗଡ଼,୨୬।୬: ହରିୟାଣାର ପାନିପଥ ନିବାସୀ ୧୧ ବର୍ଷର ଶିଶୁ ରମନ ହାଇକୋର୍ଟ ବିଚାରପତିଙ୍କ ନିକଟରେ ଏମିତି ଗୁହାରି କରିଛନ୍ତି ଯାହା ଶୁଣିବା ପରେ ସମସ୍ତଙ୍କ ଆଖି...

ଟିକାଦାନ ଏବେ ଭୋଟ୍‌ କେନ୍ଦ୍ରରେ: ଘର ଘର ବୁଲି ଲୋକଙ୍କୁ ସଚେତନ କରିବେ ସରକାର…

ନୂଆଦିଲ୍ଲୀ,୭।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ରହିଛି। ଧୀରେଧୀରେ ଦିଲ୍ଲୀର କରୋନା ସଂକ୍ରମଣ ସ୍ଥିତିରେ ସୁଧାର ଆସୁଛି। ଏପରିସ୍ଥଳେ ମୁଖ୍ୟମନ୍ତ୍ରୀ...

Advertisement
Archives

Model This Week