Posted inଖେଳ

ଫୁଟ୍‌ବଲର ମାର୍ଟାଙ୍କୁ କରୋନା

ସାଓପାଉଲୋ, ୨୩ା୧୧ (ଏପି)-କରୋନା ସଂକ୍ରମିତ ହୋଇଥିବାରୁ ଛଅ ଥର ଓ୍ବାଲର୍‌ଡ ପ୍ଲେୟର ଅଫ୍‌ ଦି ଇୟର ମାର୍ଟା ଇକ୍ୱେଡର ବିପକ୍ଷ ବ୍ରାଜିଲର ଦୁଇଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ଖେଳିପାରିବେ ନାହିଁ। ବ୍ରାଜିଲ ଫୁଟ୍‌ବଲ କନଫେଡେରେଶନ ତରଫରୁ ଏହା ଘୋଷଣା କରାଯାଇଛି। ଏହି ୩୪ବର୍ଷୀୟ ଫରଓ୍ବାର୍ଡ ଖେଳାଳିଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ମାର୍ଟା ବ୍ରାଜିଲ ଜାତୀୟ ମହିଳା ଫୁଟ୍‌ବଲ ଲିଗ୍‌ରେ ଓର୍ଲାଣ୍ଡୋ ପ୍ରାଇଡ୍‌ ଦଳ ତରଫରୁ ଖେଳିଥାନ୍ତି। ଇକ୍ୱେଡର ବିପକ୍ଷ ଦୁଇଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ମଧ୍ୟରୁ ଗୋଟିଏ ଶୁକ୍ରବାର ଓ ଅନ୍ୟଟି ଡିସେମ୍ବର ୧ରେ ଖେଳାଯିବ। ତାଙ୍କ ସ୍ଥାନରେ ଦଳରେ ୧୯ ବର୍ଷୀୟା ଡିଫେଣ୍ଡର କାମିଲାଙ୍କୁ ସାମିଲ କରାଯାଇଛି। ପ୍ରସ୍ତୁତି ପାଇଁ ବ୍ରାଜିଲ ଦଳର ଖେଳାଳିମାନେ ସୋମବାର ସାଓପାଉଲୋଠାରେ ଏକାଠି ହେବେ। ସୂଚନାଯୋଗ୍ୟ, ୨୦୦୨ପରଠାରୁ ପ୍ରତିଟି ଟୁର୍ନାମେଣ୍ଟରେ ବ୍ରାଜିଲର ଟାଇଟଲ ଅଭିଯାନରେ ମାର୍ଟା ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ୨୦୧୯ ମହିଳା ବିଶ୍ୱକପ୍‌ ତାଙ୍କର ଅନ୍ତିମ ବିଶ୍ୱକପ୍‌ ନୁହେଁ ବୋଲି ସେ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗିରୋ ଡି’ ଇଟାଲିଆ: ଗୋମେଜ୍‌ ଜିତିଲେ ୧୬ତମ ଷ୍ଟେଜ୍‌

ରୋମ୍‌, ୨୫ା୫: ଗିରୋ ଡି’ଇଟାଲିଆ ସାଇକ୍ଲିଂ ରେସ୍‌ର ୧୫ତମ ଷ୍ଟେଜ୍‌ ଜିତିଛନ୍ତି କଲମ୍ବିଆର ଇଗାନ୍‌ ବର୍ନାଲ ଗୋମେଜ୍‌। ସେ ୪ ଘଣ୍ଟା ୨୨ ମିନିଟ ୪୧...

ହୃଦଘାତ୍‌ ଚର୍ଚ୍ଚା ହେବାର ଗୋଟିଏ ଦିନ ପରେ କ୍ରିକେଟର୍‌ଙ୍କ ଖୁଲାସା

ଇସଲାମାବାଦ,୨୯।୯: ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜାମାମ-ଉଲ-ହକ ସ୍ପଷ୍ଟ କରିଛନ୍ତି ଯେ ତାଙ୍କର ହୃଦଘାତ ହୋଇ ନ ଥିଲା ଏବଂ ନିୟମିତ ଯାଞ୍ଚ ପାଇଁ ଡାକ୍ତରଙ୍କ ନିକଟକୁ...

ଆଇପିଏଲ୍‌-୧୪: କୋଲକାତା- ବାଙ୍ଗାଲୋର ମୁକାବିଲା

ଚେନ୍ନାଇ,୧୮।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ରବିବାର ପ୍ରଥମଥର ପାଇଁ ଦୁଇଟି ମ୍ୟାଚ୍‌ ଖେଳାଯିବ। ଲିଗ୍‌ର ଦଶମ ମ୍ୟାଚ୍‌ରେ ଇଅନ ମୋର୍ଗାନଙ୍କ କୋଲକାତା ନାଇଟ ରାଇଡର୍ସ...

ଯଶପ୍ରୀତ ବୁମରାହଙ୍କ ପ୍ରେମରେ ପଡିଛନ୍ତି ଏହି ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ଏବଂ କ୍ରିକେଟରଙ୍କ ପ୍ରେମ କାହାଣୀ ପୁରୁଣା। ଏମିତି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କ୍ରିକେଟରଙ୍କ ପ୍ରେମରେ ପଡିଛନ୍ତି। କିଛି ଅଭିନେତ୍ରୀ ପ୍ରେମ ପରେ...

ଜୁନ୍‌ ମଧ୍ୟଭାଗରେ ଲା ଲିଗା ଆରମ୍ଭ ହେବା ସମ୍ଭାବନା

ଚେନ୍ନାଇ,୯।୫: ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫୁଟବଲ ଲିଗ୍‌ ରୂପେ ପରିଗଣିତ ହେଉଥିବା ‘ଲା ଲିଗା’ ଆଗାମୀ ଜୁନ୍‌ ମାସ ମଧ୍ୟ ଭାଗରୁ ଆରମ୍ଭ ହେବା ସମ୍ଭାବନା...

୭୦ ବର୍ଷରେ ଗାଭାସ୍କର

ନୂଆଦିଲ୍ଲୀ,୧୦।୭- ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର ବୁଧବାର ୭୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କ ନିକଟକୁ କ୍ରିକେଟର ଓ ପ୍ରଶଂସକଙ୍କ...

ଏସିଆନ୍‌ ଗେମ୍ସ ତ୍ରୁଟି ଦୋହରାଇବୁନି: ଲାଲରେମ୍‌ସିଆମି

ବେଙ୍ଗାଲୁରୁ,୪।୮(ପି.ଟି.)- ଟୋକିଓ ୨୦୨୦ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବାରେ ଆମେ ସକ୍ଷମ ହେବୁ ବୋଲି ଭାରତୀୟ ମହିଳା ହକି ଦଳ ଫରଓ୍ବାର୍ଡ ଲାଲରେମସିଆମି ବିଶ୍ୱାସର...

ରୁଟ୍‌, ବଟଲରଙ୍କ ଶତକ ଫିକା: ପାକିସ୍ତାନର ପ୍ରଥମ ବିଜୟ

ନଟିଂହାମ୍‌, ୪।୫-ଜୋ ରୁଟ୍‌ ଓ ଜୋସ୍‌ ବଟଲର ଦ୍ରୁତ ଶତକ ସତ୍ତ୍ୱେ ଇଂଲଣ୍ଡ ଚଳିତ ଆଇସିସି ବିଶ୍ୱକପର ସୋମବାର ଅନୁଷ୍ଠିତ ହାଇସ୍କୋରିଂ ମ୍ୟାଚରେ ପାକିସ୍ତାନଠାରୁ ୧୪...

Advertisement
Archives

Model This Week