ମାତ୍ର ପାଞ୍ଚ ଜଣ ବରଯାତ୍ରୀ

ବଲିଉଡ୍‌ର ଲୋକପ୍ରିୟ ଅଭିନେତାଙ୍କ ମଧ୍ୟରେ ଅମିତାଭ ବଚ୍ଚନଙ୍କ ସ୍ଥାନ କେଉଁଠି ତାହା କହିବା ବାହୁଲ୍ୟ। ଦିନ ଥିଲା, ସିନେମାଟିଏ ପାଇବାକୁ ତାଙ୍କୁ ବେଶ୍‌ ପରିଶ୍ରମ କରିବାକୁ ପଡୁଥିଲା। କିନ୍ତୁ ନିଜର ଅଭିନୟ ଦକ୍ଷତା ବଳରେ ସେ ହିନ୍ଦୀ ସିନେମା ଜଗତରେ ଯେଉଁ ସ୍ଥାନର ଅଧିକାରୀ ହୋଇପାରିଛନ୍ତି, ଯାହା ପୂରଣ ହେବା ସହଜ ନୁହେଁ। ନିକଟରେ ସେ ମହାମାରୀ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଅମିତାଭଙ୍କ ବିବାହ ପଛରେ ଏକ ମଜାଦାର କାହାଣୀ ଲୁଚି ରହିଛି। ସେ ଜୟା ବଚ୍ଚନ (ସେ ସମୟରେ ଜୟା ଭାଦୁଡି ନାମରେ ପରିଚିତା ଥିଲେ)ଙ୍କୁ ପ୍ରେମ ବିବାହ କରିଥିଲେ। ସେତେବେଳେ ଜୟା ପୁଣେ ଫିଲ୍ମ ଇନ୍‌ଷ୍ଟିୁଚ୍ୟଟ୍‌ରେ ପଢ଼ୁଥିଲେ। ଥରେ ଅମିତାଭ ଅଭିନୟ କରୁଥିବା ‘ସାତ ହିନ୍ଦୁସ୍ତାନୀ’ର ଶୁଟିଂ ଉକ୍ତ ଇନ୍‌ଷ୍ଟିଚ୍ୟୁଟ ପରିସରରେ ହେଉଥାଏ। ଏହି ସମୟରେ ତାଙ୍କର ଜୟାଙ୍କ ସହ ଭେଟ ହୋଇଥିଲା। ବାସ୍‌, ତା’ପରେ ଦୁହେଁ ପ୍ରେମରେ ପଡିଯାଇଥିଲେ। ଶେଷରେ ହିନ୍ଦୀ ସିନେମା ଜଗତର ଏଙ୍ଗ୍ରୀ ମ୍ୟାନ୍‌ ନିଜ ପ୍ରେମିକାକୁ ୧୯୭୩ରେ ବିବାହ କରିଥିଲେ। ହେଲେ ସେହି ବିବାହ ଉତ୍ସବରେ ବଚ୍ଚନଙ୍କ ମାତ୍ର ପାଞ୍ଚ ଜଣ ବରଯାତ୍ରୀ ଯାଇଥିଲେ, ଯେଉଁଥିରେ ବଲିଉଡ୍‌ର ମାତ୍ର ଜଣେ-ଗୁଲଜାର ସାମିଲ ଥିଲେ। ହେଲେ ବିବାହ ପରେ ଆୟୋଜିତ ଏକ ବିଶାଳ ଭୋଜିରେ ବଲିଉଡ୍‌ର ରଥୀ ମହାରଥୀମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୪ ବର୍ଷର ବନବାସ ଶେଷ କରି କାହିଁକି ରାଜନୀତିକୁ ଫେରିଲେ ଛୋଟେ ମିଆଁ

ମୁମ୍ବାଇ,୨୮।୩: ବଲିଉଡ଼ ଅଭିନେତା ତଥା ପୂର୍ବତନ ଏମପି ଗୋବିନ୍ଦା ଗୁରୁବାର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଶିବସେନାରେ ଯୋଗ ଦେଇଛନ୍ତି। ମୁମ୍ବାଇ ଉତ୍ତର ପଶ୍ଚିମରେ ଶିବସେନାର...

ସିଦ୍ଧାର୍ଥଙ୍କୁ ବିବାହ ଲାଗି ହଁ କହିଲେ ଅଦିତି, ସରିଲା ନିର୍ବନ୍ଧ

ବମ୍ବେ: ବିବାହ ହୋଇନି, ସରିଛି ନିର୍ବନ୍ଧ। ଲୁଚାଛପାରେ ବଲିଉଡ୍‌ ଅଭିନେତ୍ରୀ ଅଦିତି ରାଓ ହୈଦରୀ ଏବଂ ସିଦ୍ଧାର୍ଥ କର୍ନାଟକର ଏକ ମନ୍ଦିରରେ ବିବାହ କରିନେଇଛନ୍ତି ବୋଲି...

ମନର ଯନ୍ତ୍ରଣା ବଖାଣିଲେ କରିନା

ଆଜିକାଲି କରୀନା କପୁର ଫିଲ୍ମ ‘କ୍ରୁ’କୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ତାଙ୍କ ସହ ତବୁ ଏବଂ କ୍ରିତି ସାନନ ମଧ୍ୟ ମୁଖ୍ୟ...

ମାତ୍ର ଦେଢ ବର୍ଷ ବୟସରେ ୨୫୦ କୋଟି ଟଙ୍କାର ମାଲିକାଣୀ ହେବେ ଏହି ଷ୍ଟାରକିଡ୍‌

ବଲିଉଡର ପାଓ୍ବାରଫୁଲ୍‌ କପଲ୍‌ ରଣବୀର କପୁର ଏବଂ ଆଲିଆ ଭଟ୍ଟ ମୁମ୍ବାଇର ବାନ୍ଦ୍ରାଠାରେ ନୂଆ ଘର ପ୍ରସ୍ତୁତ କରୁଛନ୍ତି। ଏହି ଦମ୍ପତି ଶୀଘ୍ର ନିଜ ନୂଆ...

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

ମୁନାୱାର ଫାରୁକିଙ୍କୁ ଅଟକ ରଖିଲା ପୋଲିସ

ମୁମ୍ବାଇ: ‘ବିଗ୍‌ ବସ’ ୧୭ ବିଜେତା ତଥା ଷ୍ଟାଣ୍ଡଅପ ହାସ୍ୟ ଅଭିନେତା ମୁନାୱାର ଫାରୁକି ପୁଣି ଥରେ ଅସୁବିଧାରେ ପଡ଼ିଛନ୍ତି । ବାସ୍ତବରେ ମୁନାୱାର ଫାରୁକିଙ୍କୁ...

ବିଦେଶି ବୟଫ୍ରେଣ୍ଡଙ୍କୁ ବିବାହ କଲେ ତାପସି? ଅନୁରାଗ କାଶ୍ୟପ ଅତିଥି!

ମୁମ୍ବାଇ: ଲଙ୍ଗ ଟାଇମ ବୟଫ୍ରେଣ୍ଡ ମୈଥିୟାସ ବୋଙ୍କ ସହ ବଲିଉଡ ଅଭିନେତ୍ରୀ ତାପସି ପନ୍ନୁଙ୍କ ବିବାହ ଖବର ଏବେ ହେଡଲାଇନରେ ରହିଛି। ଗତ ଦଶ ବର୍ଷ...

୫୧ ବର୍ଷ ବୟସରେ ଦ୍ୱିତୀୟ ଥର ପାଇଁ ମା’ ହେଲେ ଏହି ଅଭିନେତ୍ରୀ

ଓ୍ବାଶିଂଟନ: ହଲିଉଡର ପ୍ରସିଦ୍ଧ ଅଭିନେତ୍ରୀ କ୍ୟାମେରନ ଡିଆଜଙ୍କ ଘରେ ପୁଣିଥରେ ଖୁସିର ମୁହୂର୍ତ୍ତ ଆସିଛି। ଅଭିନେତ୍ରୀଙ୍କ ଘରେ କୁଆଁ କୁଆଁ ଡାକ ଶୁଭିଛି। ହଁ, କାମେରନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri