Posted inଜାତୀୟ

ମୁମ୍ବାଇରେ ପହଞ୍ଚିଲା ପ୍ରଥମ ଅକ୍ସିଜେନ ଏକ୍ସପ୍ରେସ

ମୁମ୍ବାଇ,୨୩।୪: ବିଶାଖାପାଟଣାରୁ ଗୁରୁବାର ବାହାରିଥିବା ‘ଅକ୍ସିଜେନ ଏକ୍ସପ୍ରେସ’ ଶୁକ୍ରବାର ସନ୍ଧ୍ୟାରେ ମହାରାଷ୍ଟ୍ରର ନାଗପୁରରେ ପହଞ୍ଚିଛି। ଏଥିରେ ୭ଟି ଜୀବନ ରକ୍ଷାକାରୀ ମେଡିକାଲ ଗ୍ୟାସ ଭର୍ତ୍ତି ଟ୍ୟାଙ୍କ ରହିଛି। ୩ଟି ଟ୍ୟାଙ୍କର୍ସ ନାଗପୁର ଜଙ୍କଶନ ରେଲଓ୍ବେ ଷ୍ଟେଶନରେ ଅନ୍‌ଲୋଡ୍‌ କରାଯାଇଥିବା ଜଣାପଡ଼ିଛି।

ପ୍ରତ୍ୟେକ ଟ୍ୟାଙ୍କରରେ ୧୫ ଟନ ଲିକୁଇଡ ମେଡିକାଲ ଅକ୍ସିଜେନ ରହିଛି। ପୂର୍ବତଟ ରେଲଓ୍ବେର ଓ୍ବାଲଟର ଡିଭିଜନ ଓ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ୍‌ (ଆଇଏନ୍‌ଏଲ) ଅଧିକାରୀଙ୍କ ଯୋଗୁ ଏହା ସଫଳ ହୋଇପାରିଛି। ବର୍ତ୍ତମାନ ପରିସ୍ଥିତିରେ ଏହା ଅତ୍ୟନ୍ତ ଲାଭ ଦାୟକ ପ୍ରମାଣିତ ହେବ ବୋଲି ରେଲଓ୍ବେ ପକ୍ଷରୁ ବିବୃତିରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଣତାନ୍ତ୍ରିକ ମୂଲ୍ୟବୋଧରୁ ଏକତା

କୋଲକାତା,୧୩।୩ : ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଆକ୍ରମଣାତ୍ମକ ଚାଇନାର ପ୍ରଭାବ ବଢ଼ୁଥିବାରୁ ମଏହାର ମୁକାବିଲା ପାଇଁ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ଏକାଠି ହୋଇଛନ୍ତି।...

ହାଇ ଆଲର୍ଟରେ ଦିଲ୍ଲୀ

ନୂଆଦିଲ୍ଲୀ,୨୯।୧: ନୂଆଦିଲ୍ଲୀ ସ୍ଥିତ ଇସ୍ରାଏଲ ଦୂତାବାସ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଆଇଇଡି ବିସ୍ଫୋରଣ ପରେ ଦିଲ୍ଲୀରେ ଜାରି ହୋଇଛି ହାଇ ଆଲର୍ଟ। ଘଟଣା ପରେ ଏପିଜେ...

ମା’ଙ୍କ ଜଳଖିଆ ଶେଷ ହୋଇ ନ ଥିବାରୁ ଚେନ୍‌ ଟାଣି ଟ୍ରେନ୍‌କୁ ଅଟକାଇଲେ ପୁଅ

ମଥୁରା,୨।୭: ଉତ୍ତରପ୍ରଦେଶର ମଥୁରା ଷ୍ଟେସନରେ ବେଆଇନ ଭାବେ ଚେନ୍‌ ଟାଣିଥିବା ନେଇ ଜଣେ ଯାତ୍ରୀଙ୍କ ଉପରେ ଅଭିଯୋଗ ହୋଇଛି। ରବିବାର ନୂଆଦିଲ୍ଲୀରୁ ହବିବ୍‌ଗଞ୍ଜକୁ ଯାଉଥିବା ଶତାଦ୍ଦୀ...

ଦିଲ୍ଲୀରେ ଜରୁରୀ ଅବତରଣ କଲା ବିମାନ

ନୂଆଦିଲ୍ଲୀ,୨୧ା୬: ଇଣ୍ଡିଗୋର ଦିଲ୍ଲୀ-ଡେରାଡୁନ ବିମାନର ଇଞ୍ଜିନ ଫେଲ୍‌ ମାରିବାରୁ ଦିଲ୍ଲୀ ଆଇଜି ବିମାନ ବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା। ତେବେ ବିମାନରେ ଥିବା ସମସ୍ତ ୧୦୮...

ଧାର୍ମିକ ମୌଳବାଦ ଦେଶରେ ଚରମ ସୀମାରେ, ସ୍ଥିତି ବିପଜ୍ଜନକ: କେସିଆର୍‌…

ହାଇଦ୍ରାବାଦ,୧୭।୯ : ଶନିବାର ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର୍‌) ଅଭିଯୋଗ କରିଛନ୍ତି ଯେ ଦେଶରେ ତଥା ତେଲେଙ୍ଗାନାରେ ସାମ୍ପ୍ରଦାୟିକ ଗୋଷ୍ଠୀ ସମାଜକୁ ବିଭାଜନ କରିବାକୁ...

ନିପା ଭାଇରସ୍‌ ଆତଙ୍କ, ୧୧ ଜଣଙ୍କଠାରେ ଲକ୍ଷଣ, ୨୫୧ ଜଣ ଆଇସୋଲେଶନ୍‌ରେ…

ଥିରୁଭାନନ୍ତପୁରମ୍‌,୭।୯: କେରଳରେ କରୋନା ମହାମାରୀ ସହିତ ନିପା ଭାଇରସ ସଂକ୍ରମଣ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ରାଜ୍ୟରେ ୧୧ ଜଣଙ୍କଠାରେ ନିପା ଲକ୍ଷଣ ପ୍ରକାଶ ପାଇଛି। ସେହିପରି...

ଚିଦାମ୍ବରମଙ୍କୁ ଝଟ୍‌କା: ମେଡିକାଲ ରିପୋର୍ଟ ଆଧାରରେ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ,୧।୧୧: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ଝଟ୍‌କା ଲାଗିଛି। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଚିଦାମ୍ବରମ କରିଥିବା ଜାମିନ ଆବେଦନକୁ ହାଇକୋର୍ଟ ଶୁକ୍ରବାର ଖାରଜ...

ମଙ୍ଗଳବାର ଅନାସ୍ଥା ପ୍ରସ୍ତାବ ଉପରେ ଚର୍ଚ୍ଚା କରିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୭।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଲୋକ ସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା କରିବେ ବୋଲି ସମ୍ଭାବନା ରହିଛି। ଅଗଷ୍ଟ ୮ ରୁ...

Advertisement
Archives

Model This Week