Posted inଜାତୀୟ

ମୁମ୍ବାଇ ମଲ୍‌ରେ ଅଗ୍ନିକାଣ୍ଡ: ୫୬ ଘଣ୍ଟା ପରେ ଲିଭିଲା ନିଆଁ

ମୁମ୍ବାଇ,୨୫ ।୧୦: ମୁମ୍ବାଇର ସିଟି ସେଣ୍ଟର ମଲରେ ଲାଗିଥିବା ନିଆକୁ ପାଖାପାଖି ୫୬ ଘଣ୍ଟା ପରେ ଲିଭାଯାଇଛି । କୁହାଯାଉଛି କି ନିକଟରେ ଯେତେ ଅଗ୍ନିକାଣ୍ଡ ହୋଇଛି ଏହା ସବୁଠାରୁ ବଡ ଅଗ୍ନିକାଣ୍ଡ ଯେଉଁଥିପାଇଁ ଦମକଳ ବାହିନୀକୁ କଠିନ ପରିଶ୍ରମ କରିବାକୁ ପଡିଛି । ସୂଚନାଯୋଗ୍ୟ, ମଧ୍ୟ ମୁମ୍ବାଇର ସିଟି ସେଣ୍ଟର ମଲର ଦ୍ୱିତୀୟ ମହଲାରେ ଗୁରୁବାର ରାତି ପ୍ରାୟ ୮ଟା ୫୦ ମିନିଟରେ ନିଆଁ ଲାଗି ଯାଇଥିଲା । ଜଣେ ଦମକଳ କର୍ମଚାରୀଙ୍କ ସୂଚନା ଅନୁଯାୟୀ, ଏହାକୁ ଲିଭାଇବାକୁ ପାଖାପାଖି ୧୪ ଦମକଳ ଇଞ୍ଜିନ ଓ ୧୭ଟି ବଡ ଟ୍ୟାଙ୍କର କାମରେ ଲାଗିଥିଲା । ନିଆ ଲିଭିଥିଲେ ବି ଏବେ ସେହି ସ୍ଥାନକୁ ଥଣ୍ଡା କରିବା କାମ ଚାଲିଛି । ନିଆଁ ଲିଭାଇବା ସମୟରେ ୫ ଦମକଳ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି । ଚଳିତ ମାସ ଆରମ୍ଭରେ ଦକ୍ଷିଣ ମୁମ୍ବାଇର କଟଲରି ବଜାରରେ ଲାଗିଥିବା ନିଆଁ ଲିଭିବାକୁ ୪୫ ଘଣ୍ଟା ସମୟ ଲାଗିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ବଢିବ ଭାରତର ଶକ୍ତି: ବ୍ରହ୍ମୋସ ସୁପରସୋନିକ୍‌ କ୍ରୁଜ୍‌ ମିଶାଇଲର ସଫଳ ପରୀକ୍ଷଣ

ପୋର୍ଟବ୍ଲେୟାର,୨୩।୩: ଭାରତ ବୁଧବାର ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରି ପାରୁଥିବା ବ୍ରହ୍ମୋସ ସୁପରସୋନିକ୍‌ କ୍ରୁଜ୍‌ ମିଶାଇଲର ସଫଳ ପରୀକ୍ଷଣ କରିଛି। ଆଣ୍ଡାମାନ ଏବଂ ନିକୋବରରେ ଏହି...

ଉତ୍ତରାଖଣ୍ଡରେ ଉତ୍ତମ ଶିକ୍ଷା ବ୍ୟବସ୍ଥା ପାଇଁ ଅନୁରୋଧ କଲେ ସେନାମୁଖ୍ୟ

ଉତ୍ତରକାଶୀ,୨୦।୯: ଭାରତୀୟ ସେନା ମୁଖ୍ୟ ବିପିନ ରାଓ୍ବତ ଶୁକ୍ରବାର ଉତ୍ତରାଖଣ୍ଡ ଉତ୍ତରକାଶୀର ଥାଥି ଗାଁ ଗସ୍ତ କରିଥିଲେ। ସେଠାରେ ଥିବା ତାଙ୍କ ବନ୍ଧୁ ଘରକୁ ସେ...

‘ନିୟନ୍ତ୍ରଣ କରିବାରେ ବିଫଳ ହେବାରୁ ଟୁଇଟର ଉପରେ ଚାପ ପକାଉଛି କେନ୍ଦ୍ର’

କୋଲକାତା,୧୭।୬: ସବୁକିଛିକୁ ନିୟନ୍ତ୍ରଣ କରିବାକୁ ଚାହୁଁଛି ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର। ଏଥିରେ ବିଫଳ ହେଲେ ସରକାରୀ ସଂସ୍ଥା ମାଧ୍ୟମରେ ଚାପ ପ୍ରୟୋଗ କରାଯାଉଛି। ଟୁଇଟର...

କରୋନାକୁ ନେଇ ଡିଡିଏମଏ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨ ।୯: ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ(ଡିଡିଏମଏ) ଗୁରୁବାର କରୋନା ସମୀକ୍ଷାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲା । ଉପରାଜ୍ୟପାଳ ବିନୟ କୁମାର ସାକ୍ସେନାଙ୍କ...

ବାବୁଲ ସୁପ୍ରିୟୋଙ୍କୁ ମନାଇବାକୁ ଚାଲିଛି ଉଦ୍ୟମ!

ନୂଆଦିଲ୍ଲୀ,୧ ।୮: ଭାରତୀୟ ଜନତା ପାର୍ଟି(ଭାଜପା)ର ଏମ୍‌ପି ଥିବା ବାବୁଲ ସୁପ୍ରିୟୋ ରାଜନୀତିରୁ ସନ୍ୟାସ ନେବା କଥା ଗୋଟିଏ ଦିନ ପୂର୍ବରୁ ଘୋଷଣା କରିଥିଲେ ।...

ହାରିଗଲେ ସିଦ୍ଧୁ

ଚଣ୍ଡିଗଡ,୧୦।୩: ପଞ୍ଜାବ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏଥର ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟିକୁ ସ୍ପଷ୍ଟ ବହୁମତ ମିଳିଛି। ଅମୃତସର ପୂର୍ବରୁ କଂଗ୍ରେସ ନେତା...

ସୁରକ୍ଷାକର୍ମୀ ଭୁଲିଗଲେ ମାନବିକତା: ହସ୍ପିଟାଲରେ ଅତି ନିର୍ମମ ଭାବେ ପିଟିଲେ ବୃଦ୍ଧାଙ୍କୁ

ପ୍ରୟାଗରାଜ,୮।୮: ଉତ୍ତରପ୍ରଦେଶର ପ୍ରୟାଗରାଜରୁ ମନକୁ ଦୋହଲାଇ ଦେବା ଭଳି ଏକ ଭିଡିଓ ସାମ୍ନାକୁ ଆସିଛି। ସେଠାକାର ଏସ୍‌ଆର୍‌ଏନ୍‌ ହସ୍ପିଟାଲରେ ସୁରକ୍ଷାକର୍ମୀ ଭାବେ କାମ କରୁଥିବା ଜଣେ...

ଉପବାସ ଭାଙ୍ଗିଲେ ହରିବଂଶ

ନୂଆଦିଲ୍ଲୀ, ୨୩।୯: ରାଜ୍ୟ ସଭାରେ ୮ ଜଣ ଏମ୍‌ପିିଙ୍କ ଆଚରଣରେ ଅପମାନବୋଧ ମନେ କରିଥିବା ଉପ ବାଚସ୍ପତି ହରିବଂଶ ଦିନିକିଆ ଆତ୍ମଶୁଦ୍ଧି ଉପବାସ ମଙ୍ଗଳବାରଠାରୁ ଆରମ୍ଭ...

Advertisement
Archives

Model This Week