ଚାଣକ୍ୟଙ୍କ ନୀତିରୁ ଜାଣନ୍ତୁ ବ୍ୟକ୍ତିଙ୍କ ପରିଚୟ

ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ ଶ୍ଳୋକ ବର୍ଣ୍ଣନା କରିଛନ୍ତି । ଯାହାକୁ ଗ୍ରହଣ କରି ଜଣେ ଖୁସିରେ ଜୀବନ ଅତିବାହିତ କରିପାରିବ।

ବ୍ୟକ୍ତିଙ୍କ ପରିଚୟ ସମ୍ପର୍କରେ ଚାଣକ୍ୟ କହିଛନ୍ତି ଯେ, ଯିଏ ଅଧିକାର ପଛରେ ଦୌଡ଼ନ୍ତି ସେମାନେ ଲୋଭୀ ହୋଇଥାନ୍ତି।

ସୌନ୍ଦର୍ଯ୍ୟକୁ ଗୁରୁତ୍ୱ ଦେଉଥିବା ବ୍ୟକ୍ତିଙ୍କ ପ୍ରକୃତି କାମନାରେ ପରିପୂର୍ଣ୍ଣ।

ମୁର୍ଖ ଲୋକମାନେ ସ୍ବଭାବରୁ କଦାପି ନରମ କଥା ହୁଅନ୍ତି ନାହିଁ । ସେହିଭଳି, ଯେଉଁମାନେ ସ୍ପଷ୍ଟ ଏବଂ ସତ୍ୟବାଦୀ, ସେମାନଙ୍କ ମଧ୍ୟରେ ଚତୁରତା, ପ୍ରତାରଣାର ପରିମାଣ ଟିକିଏ ମାତ୍ର ନଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷ ପୂର୍ବରୁ ଘରକୁ ଆଣନ୍ତୁ ଏସବୁ ଶୁଭ ଜିନିଷ; ବର୍ଷତମାମ ଧନର ଅଭାବ ରହିବ ନାହିଁ

ଆଉ ଦିନ କେଇଟାର ଅପେକ୍ଷା। ନବବର୍ଷ ୨୦୨୨କୁ ସ୍ବାଗତ କରିବା ଲାଗି ଏବେଠାରୁ ସଜବାଜ ହେଲେଣି ଲୋକେ। ତେବେ ବାସ୍ତୁ ଅନୁଯାୟୀ ନୂଆବର୍ଷ ଦିନ କିଛି...

ସଂକ୍ରମିତଙ୍କୁ ଛୁଇଁଲେ ହେବ କି କରୋନା !

ଓ୍ବାଶିଂଟନ,୨୩।୩: କରୋନା ସଂକ୍ରମଣ କିଭଳି ହୋଇଥାଏ। ଏସମ୍ପର୍କିତ ବହୁ ପ୍ରଶ୍ନ ଏବେ ଲୋକଙ୍କ ମଧ୍ୟରେ ସୃଷ୍ଟି ହେଉଛି। କେହି କେହି ଏହା ସଂକ୍ରମିତଙ୍କୁ ଛୁଇଁଲେ ବ୍ୟାପିଥାଏ...

ଧନୀ ହେବାକୁ ଚାହାନ୍ତି, ହେଲେ ଘରେ ରହୁନାହିଁ ଟଙ୍କା: ନିଶ୍ଚୟ କରନ୍ତୁ ଏହି ୬ କାମ..

ଜଣେ ଦକ୍ଷ ଅର୍ଥନୀତିଜ୍ଞ ଭାବରେ ବିବେଚନା କରାଯାଉଥିବା ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିଶାସ୍ତ୍ରରେ ଧନ ଏବଂ ଲକ୍ଷ୍ମୀ ସମ୍ବନ୍ଧରେ ଅନେକ କଥା ଉଲ୍ଲେଖ କରିଛନ୍ତି। କିପରି...

ସ୍ମୃତିଶକ୍ତି ବୃଦ୍ଧିର ଉପାୟ

ଶୀଘ୍ର ଉଠିବାକୁ ଚେଷ୍ଟା କରିବା ଦରକାର। କିଛି ବର୍ଷ ପୂର୍ବେ ଏସବୁ ନିୟମକୁ ଲୋକେ ଉପଯୋଗ କରୁଥିଲେ। ଏବେ କିନ୍ତୁ ଅଧିକାଂଶ ଲୋକେ ସକାଳ ୮ଟା...

ଯେଉଁଠି ଶୁଖୁଆ ହୁଏ ସାତ୍ତ୍ୱିକ

ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଓଳାଶୁଣୀ ପୀଠ ଏକ ପ୍ରମୁଖ ଧର୍ମ, ସଂସ୍କୃତି ଓ ପର୍ଯ୍ୟଟନ ସ୍ଥଳୀର କୀର୍ତ୍ତି ବହନ କରୁଛି। ଓଡ଼ିଶାର ମହାନ୍‌...

ଈଶ୍ୱରଙ୍କ ନାମ ଅନୁଯାୟୀ ଶିଶୁର ନାମ ରଖୁଛନ୍ତି କି…

ଘରେ ଶିଶୁଟିଏ ଜନ୍ମନେବା ମାତ୍ରେ ଆନନ୍ଦ ଉଲ୍ଲାସର ବାତାବରଣ ସୃଷ୍ଟି ହୋଇଥାଏ। ଏହା ପରେ ପରିବାର ଲୋକେ ଏକୋଇଶିଆରେ ଗଣକ ଡକାଇ ଶିଶୁର ନାମକରଣ କରି...

ହସ୍ପିଟାଲ ବ୍ୟବସାୟ କଷ୍ଟକର: ଡା. ପ୍ରକାଶ ଚନ୍ଦ୍ର ଦଳେଇ

ବାପା ଥିଲେ ପ୍ରାଣୀ ଚିକିତ୍ସକ, ମା’ ଗୃହିଣୀ। ଚାହୁଁଥିଲେ ପୁଅ ଡାକ୍ତର ହେଉ। ମାତାପିତାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ସେ ଲକ୍ଷ୍ୟ ସ୍ଥିର କଲେ ଏବଂ...

ରକ୍ତହୀନତା ଦୂରକରେ ସଜନା ଶାଗ

ଶରୀରରେ ରକ୍ତର ପରିମାଣ କମ୍‌ ହେଲେ ମନୁଷ୍ୟ ରୋଗାକ୍ରାନ୍ତ ହୋଇପଡେ। ତେବେ ଶରୀରରେ ରକ୍ତ କମିଗଲେ ଔଷଧ ପରିବର୍ତ୍ତେ କିଛି ଘରୋଇ ଉପଚାର କଲେ ଲାଭ...

Advertisement
Archives

Model This Week