Posted inଜାତୀୟ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୬ ଜୀବନ

ଭୋପାଳ,୪।୧୨: ମଧ୍ୟ ପ୍ରଦେଶର ରତ୍‌ଲାମ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ବସିଥିବା ଲୋକଙ୍କ ଉପରେ ଏକ ଟ୍ରକ ମାଡିଯିବାରୁ ୬ ଜଣଙ୍କ ମୃତ୍ୟୁ ଘଟିଛି। ଟ୍ରକ୍‌ ଟାୟାର ଫାଟିଯିବା କାରଣରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।
ସୂଚନାନୁସାରେ, ରତଲାମ ଜିଲା ମୁଖ୍ୟାଳୟଠାରୁ ୩୦ କିଲୋମିଟର ଦୂରରେ ଥିବା ସତ୍‌ରୁଣ୍ଡା ନିକଟସ୍ଥ ରତଲାମ ଇନ୍ଦୋର ଫୋରଲେନରେ ଏହି ଦୁର୍ଘଟଣା ଘଟିଛି। ପ୍ରାଥମିକ ସୂଚନା ଅନୁଯାୟୀ ଟ୍ରକ୍‌ର ଗତି ଅଧିକ ଥିଲା ଏବଂ ହଠାତ୍‌ ଟ୍ରକ୍‌ର ଟାୟାର ଫାଟିଗଲା। ଫଳରେ ଗାଡିଟି ଅନିୟନ୍ତ୍ରିତ ଭାବରେ ରାସ୍ତାରେ ବସ୍‌କୁ ଅପେକ୍ଷା କରୁଥିବା ଲୋକଙ୍କ ଉପରେ ମାଡିଯାଇଥିଲା। ଏହି ଦୁର୍ଘଟଣାରେ ୧୦ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅରୁଣାଚଳ ପ୍ରଦେଶରେ ୬୦ କୋଠା ନିର୍ମାଣ କରିଛି ଚାଇନା, ସାଟେଲାଇଟ୍‌ ଫଟୋ କଲା ପର୍ଦ୍ଦାଫାଶ୍‌…

ନୂଆଦିଲ୍ଲୀ,୧୮।୧୧: ଏଲ୍‌ଏସିରେ ଚାଇନାର ଅନୁପ୍ରବେଶ ଜାରି ରହିଛି। ଅରୁଣାଚଳ ପ୍ରଦେଶରେ ଚାଇନା ୬୦ କୋଠା ନିର୍ମାଣ କରିଛି। ସାଟେଲାଇଟ୍‌ ଫଟୋରୁ ଏହାର ପର୍ଦ୍ଦାଫାଶ୍‌ ହୋଇଛି। ପୂର୍ବରୁ...

ମନ୍ତ୍ରୀଙ୍କୁ ଚପଲ ମାଡ

ଜୟପୁର,୧୩।୯: ରାଜସ୍ଥାନର ମନ୍ଦିର ସହର ପୁଷ୍କରରେ ଗୁର୍ଜର ସଂରକ୍ଷଣ କମିଟିର ସୁପ୍ରିମୋ ସ୍ବର୍ଗତ କର୍ଣ୍ଣେଲ କିରୋରି ସିଂ ବଂଶଲାଙ୍କ ଅସ୍ଥି ବିସର୍ଜନ ପୂର୍ବରୁ ଆୟୋଜିତ ଗୁର୍ଜର...

ଫେମିନା ମିସ୍‌ ଇଣ୍ଡିଆ ଜିତିଲେ ମାନସା ବାରାଣସୀ

ମୁମ୍ବାଇ,୧୧।୨: ୨୦୨୦ ବର୍ଷ ପାଇଁ ଭିଏଲ୍‌ସିସି ଫେମିନା ମିସ୍‌ ଇଣ୍ଡିଆ ଜିତିଛନ୍ତି ମାନସା ବାରାଣସୀ। ଫେମିନା ମିସ୍‌ ଇଣ୍ଡିଆ ଇନ୍‌ଷ୍ଟାଗ୍ରାମରେ ଏହା ଘୋଷଣା କରାଯାଇଛି। ଫେବୃୟାରୀ...

ଇତିହାସ ରଚିଲେ ୪ ମହିଳା ପାଇଲଟ

ବେଙ୍ଗାଲୁରୁ,୧୧।୧: ଏୟାର ଇଣ୍ଡିଆର ୪ ମହିଳା ପାଇଲଟ ଇତିହାସ ରଚିଛନ୍ତି। ସେମାନେ ସାନ୍‌ ଫ୍ରାନ୍ସିସ୍‌ସ୍କୋରୁ ବେଙ୍ଗାଲୁରୁ ପର୍ଯ୍ୟନ୍ତ ପ୍ରାୟ ୧୬ ହଜାର କିଲୋମିଟର ବିମାନ ଉଡ଼ାଣ...

କରୋନାରେ ପୂର୍ବତନ କଂଗ୍ରେସ ଏମ୍‌ପିଙ୍କ ପରଲୋକ…

ମୁମ୍ବାଇ,୨୮।୪: କରୋନାରେ ଆକ୍ରାନ୍ତ ହୋଇ କଂଗ୍ରେସର ପୂର୍ବତନ ଏମ୍‌ପି ଏକନାଥ ଗାଇକ୍ୱାଡ଼େଙ୍କର ବୁଧବାର ପୂର୍ବାହ୍ନ ୧୦ଟାରେ ମୃତ୍ୟୁ ଘଟିଛି। ମୁମ୍ବାଇର ବ୍ରିଜ୍‌ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ...

ସଡ଼କ ସୁରକ୍ଷା ପାଇଁ ୭ ଶହ ହେଲମେଟ୍‌ ବାଣ୍ଟିଲେ ଟ୍ରାଫିକ୍‌ ପୋଲିସ: ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୧୯।୬: ସୁଡ଼କ ସୁରକ୍ଷା ନେଇ ଏବେ ଦିଲ୍ଲୀର ଜଣେ ଟ୍ରାଫିକ୍‌ ପୋଲିସ ହେଡ୍‌ କନେଷ୍ଟବଳ ଅଣ୍ଟା ଭିଡ଼ିଛନ୍ତି। ସେ ଇତିମଧ୍ୟରେ ୭ଶହ ହେଲମେଟ୍‌ ମାଗଣାରେ ଲୋକଙ୍କୁ...

ସୋନିଆଙ୍କୁ ସାକ୍ଷାତ୍ କଲେ କମଲନାଥ

ନୂଆଦିଲ୍ଲୀ,୧୫ ।୭: ଆଗକୁ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ସ୍ଥିତିକୁ ମଜଭୁତ କରିବାରେ ଲାଗି ପଡିଛନ୍ତି...

ଜନ୍ମଦିନରେ ବିପ୍ଳବଙ୍କୁ ପ୍ରଶଂସା କଲେ ମୋଦି

ନୂଆଦିଲ୍ଲୀ,୨୫।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହାସହ ମୋଦି ତ୍ରିପୁରାରେ ବିପ୍ଳବଙ୍କ କାମକୁ ମଧ୍ୟ...

Advertisement
Archives

Model This Week