ଫ୍ୟାଶନେବଲ ମାସ୍କ

ଏବେ ସମସ୍ତଙ୍କ ଲାଇଫ୍‌ ଷ୍ଟାଇଲ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି ମାସ୍କ। ସୁରକ୍ଷା ନିମନ୍ତେ ସମସ୍ତେ ମାସ୍କ ପିନ୍ଧୁଛନ୍ତି। ତେବେ ଫେସ୍‌ମାସ୍କ ପିନ୍ଧିବା ସମୟରେ କିଛି କଥାପ୍ରତି ଧ୍ୟାନ ଦେଲେ ଆପଣ ମଧ୍ୟ ଫ୍ୟାଶନେବଲ ଲାଗିବେ।
ଆଧୁନିକ ସମୟରେ ଧୀରେ ଧୀରେ ମାସ୍କ ପିନ୍ଧିବା ମଧ୍ୟ ଫ୍ୟାଶନ ଟ୍ରେଣ୍ଡ ହେଲାଣି। ତେଣୁ ଷ୍ଟାଇଲିଶ୍‌ ଦେଖାଯିବା ପାଇଁ ଆପଣ ମଧ୍ୟ ମାସ୍କ ପିନ୍ଧିବା ସମୟରେ ଠିକ୍‌ ନିଷ୍ପତ୍ତି ନିଅନ୍ତୁ।
ନିଜ ପୋଷାକ ସହିତ ମ୍ୟାଚିଂ କରି ମାସ୍କ ପିନ୍ଧନ୍ତୁ। ଏହା ଫଳରେ ଆପଣ ଅଧିକ ଷ୍ଟାଇଲିଶ୍‌ ଲାଗିବେ।
ଉତ୍ସବରେ ଲଗାଇବା ପାଇଁ ଏବେ କନ୍ୟାମାନଙ୍କ ପାଇଁ ସ୍ବତନ୍ତ୍ରଭାବେ ଲେହେଙ୍ଗା ସହିତ ମ୍ୟାଚିଂ ମାସ୍କ ମଧ୍ୟ ମିଳୁଛି। ତେଣୁ ନିଜ ପୋଷାକ ଅନୁସାରେ ବ୍ରାଇଡାଲ୍‌ ମାସ୍କ ଆଣି ପିନ୍ଧନ୍ତୁ।
ଅବସରରେ ଯୋଗଦେବାକୁ ଯାଉଥିଲେ ପରିବେଶ ଅନୁକୂଳ ମାସ୍କ ଲଗାନ୍ତୁ।
ଟ୍ରେଣ୍ଡରେ ଏବେ ପ୍ରିଟେଣ୍ଡ ମାସ୍କ ସହିତ, ଫ୍ଲୋରାଲ୍‌ ମାସ୍କ, ଚେକ୍‌ ଆଣ୍ଡ ଷ୍ଟ୍ରାଇପ୍‌ ମାସ୍କ, ମୋନୋଟୋନ୍‌ ମାସ୍କ ଆଦି ଅଧିକ ବ୍ୟବହାର କରାଯାଉଛି। ତେଣୁ ଆପଣ ନିଜର ପସନ୍ଦ ଅନୁସାରେ ଏସବୁ ମାସ୍କ ବ୍ୟବହାର କରି ନିଜକୁ ଫ୍ୟାଶନ୍‌ ଟ୍ରେଣ୍ଡରେ ସାମିଲ୍‌ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ କ’ଣ ଥିଲେ ମା’ ଲକ୍ଷ୍ମୀ ହୁଅନ୍ତି ଅସନ୍ତୁଷ୍ଟ; ଜାଣନ୍ତୁ…

ବାସ୍ତୁଶାସ୍ତ୍ର ଅନୁସାରେ, ଘର ପରିବେଶ ସଫା, ସୁତୁରା ରହିଲେ ମା’ ଲକ୍ଷ୍ମୀ ଖୁସି ହୋଇଥାନ୍ତି। ଆଉ ତାଙ୍କରି ଆଶୀର୍ବାଦରୁ ଘରେ ଐଶ୍ୱର୍ଯ୍ୟ ବୃଦ୍ଧି ପାଇଥାଏ। ହେଲେ...

ରୋଷେଇ ଘରେ ଥିବା ଏହି ଜିନିଷ ହୋଇଥାଏ କ୍ୟାନ୍‌ସରର କାରଣ

ବର୍ତ୍ତମାନ ସମୟରେ କ୍ୟାନ୍‌ସର ଏକ ସାଂଘାତିକ ରୋଗ। ଅଧିକାଂଶ ଲୋକଙ୍କ ମୃତ୍ୟୁ କ୍ୟାନ୍‌ସର ଦ୍ୱାରା ହୋଇଥାଏ। ତେଣୁ ଏହି ରୋଗରୁ ଦୂରେଇ ରହିବା ପାଇଁ ଖାଇବା...

ପାର୍ଟି ପାଇଁ ମେକ୍‌ ଅପ୍‌

ପାର୍ଟିକୁ ଯିବାକୁ ହେଲେ କେବଳ ପାର୍ଲର ଗୋଟିଏ ଅପ୍ସନ୍‌ ନୁହେଁ, ଆପଣ ଚାହିଁଲେ ଘରେ ବି ନେଇପାରିବେ ମେକ୍‌ଅପ୍‌ । ଜାଣନ୍ତୁ ସେ ନେଇ କିଛି...

ବୁଧବାର ବିଶ୍ୱକର୍ମା ପୂଜା: ରାଶି ଅନୁଯାୟୀ ଏପରି କରନ୍ତୁ ଉପାୟ, ବ୍ୟବସାୟରେ ହେବ ଉନ୍ନତି

ବିଶ୍ୱକର୍ମା ପୂଜା ଦିନ ବିଶ୍ୱକର୍ମା ଋଷିଙ୍କୁ ପୂଜା କରାଯାଇଥାଏ। ଏହାଦ୍ୱାରା ବ୍ୟାପାରରେ ଉନ୍ନତି ପରିଲକ୍ଷିତ ହୋଇଥାଏ ବୋଲି ମାନ୍ୟତା ରହିଛି। ତେବେ ଚଳିତ ବର୍ଷ ସେପ୍ଟେମ୍ବର...

ଯୁବାବସ୍ଥାରେ ଆପଣାନ୍ତୁ ଏହି ୪ ଅଭ୍ୟାସ; ବାର୍ଦ୍ଧକ୍ୟ ବେଳେ ପଡ଼ିବେନି ଏକା

ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ମନୁଷ୍ୟ ଜୀବନରେ ସୁଖଦୁଃଖ ହେଉଛି ଖରାଛାଇ ଭଳି। ଏହା ସମସ୍ତଙ୍କ ଜୀବନରେ ଆସିଥାଏ। ଏଥିଲାଗି ମନୁଷ୍ୟକୁ ପ୍ରତିଟି ପରିସ୍ଥିତିରେ ସଂଘର୍ଷ କରି...

ଥାଇରଏଡ୍‌ ସମସ୍ୟାରେ ପୀଡ଼ିତ କି? ଭୁଲରେ ବି ଖାଆନ୍ତୁ ନାହିଁ ଏହି ୫ ଜିନିଷ; ବଢ଼ିଯିବ…

ଶରୀରରେ ଥାଇରକ୍ସିନ ନାମକ ହରମୋନ୍‌ କ୍ଷରଣ ଅନିୟମିତ ହେଲେ ଲୋକମାନେ ଥାଇରଏଡ୍‌ ସମସ୍ୟାରେ ପୀଡ଼ିତ ହୁଅନ୍ତି। ଅସନ୍ତୁଳିତ ଖାଦ୍ୟପେୟ ଏବଂ ଜୀବନଶୈଳୀ କାରଣରୁ ସବୁଠାରୁ ଅଧିକ...

ହାର୍ଟ ଆଟାକ୍‌ରୁ ଦୂରେଇ ରହିବା ପାଇଁ ପ୍ରତିଦିନ ଏଥିରୁ ଚାମୁଚେ…

ଶରୀରର ଆବଶ୍ୟକତା ପୂରଣ ଲାଗି ପ୍ରତିଦିନ ଖାଦ୍ୟରେ ଚାମୁଚେ ଗୁଆଘିଅ ସାମିଲ କଲେ ବେଶ୍‌ ସୁଫଳ ମିଳିଥାଏ। ଏହା ହାର୍ଟ ଆଟାକ୍‌ ଓ ମେଦବହୁଳତା ଆଶଙ୍କା...

କ୍ୟାନ୍‌ସରର ପୂର୍ବାନୁମାନ କରିହେବ

ଚିକିତ୍ସା ବିଜ୍ଞାନରେ ଚିନ୍ତାର କାରଣ ସାଜିଥିବା ଅନ୍ୟତମ ପ୍ରମୁଖ ରୋଗ ହେଲା କ୍ୟାନ୍‌ସର ବା କର୍କଟ ରୋଗ। ଏବେ କେତେକ କ୍ୟାନ୍‌ସର ରୋଗୀ ପ୍ରାରମ୍ଭିକ ଅବସ୍ଥାରେ...

Advertisement
Archives

Model This Week