Advertisement
Posted inଜାତୀୟ

ଭାରତ ଯୋଡ଼ୋ ଯାତ୍ରାରେ ଯୋଗଦେବେ ଫାରୁକ୍‌

ଜମ୍ମୁ,୧୯।୧: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନ୍‌ଫରେନ୍ସ ଅଧ୍ୟକ୍ଷ ଫାରୁକ୍‌ ଅବଦୁଲ୍ଲା ଭାରତ ଯୋଡ଼ୋ ଯାତ୍ରାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ସାମିଲ ହେବେ। ପଦଯାତ୍ରାରେ ଥିବା ରାହୁଲଙ୍କୁ ସ୍ବାଗତ କରିବା ଲାଗି ଗୁରୁବାର ସେ ଜମ୍ମୁ-କଶ୍ମୀରର କଠୁଆ ଜିଲାର ଲଖନପୁର ଯାଇଥିଲେ। ତାଙ୍କ ସହ ଦଳର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଥିଲେ। ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ଅଧ୍ୟକ୍ଷା ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ମଧ୍ୟ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେବେ ବୋଲି ପୂର୍ବରୁ ଘୋଷଣା କରିଛନ୍ତି। ଏତଦ୍‌ ବ୍ୟତୀତ ଡୋଗ୍ରା ସ୍ବାଭିମାନ ସଂଗଠନ ପାର୍ଟି ଅଧ୍ୟକ୍ଷ ଚୌଧାରୀ ଲାଲ୍‌ ସିଂ ମଧ୍ୟ କଶ୍ମୀରରେ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେବେ।

 


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ ଅଫିସରେ ନିଆଁ

କୋଲକାତା,୧୩ା୧୦: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାର୍ଯ୍ୟାଳୟ ଥିବା ରାଜ୍ୟ ସଚିବାଳୟ ବିଲ୍ଡିଂର ୧୪ ତମ ମହଲାରେ ମଙ୍ଗଳବାର ନିଆଁ ଲାଗିଯାଇଥିଲା। ଅଗ୍ନିଶମ କର୍ମଚାରୀ ଏବଂ...

ଉନ୍ନାଓ ପୀଡିତାଙ୍କ ଅବସ୍ଥା ଗୁରୁତର

ନୂଆଦିଲ୍ଲୀ,୬।୧୨: ଉତ୍ତର ପ୍ରଦେଶ ଉନ୍ନାଓର ଜଣେ ବଳାତ୍କାର ପୀଡିତା ଗୁରୁବାର କୋର୍ଟକୁ ଯାଉଥିବା ସମୟରେ ତାଙ୍କୁ ଅଭିଯୁକ୍ତମାନେ ପୋଡି ମାରି ଦେବାକୁ ଉଦ୍ୟମ କରିଥିଲେ। ପୋଲିସ...

ଜେଟ୍‌ ଅଂଶଧନ ଉପରେ ରିଲାଏନ୍ସର ନଜର

ନୂଆଦିଲ୍ଲୀ,୨୧ା୪: ଟେକ୍ସଟାଇଲରୁ ଆରମ୍ଭ କରି ଟେଲିକମ୍‌ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ନିଜର ପ୍ରଭୁତ୍ୱ ବିସ୍ତାର କରିଥିବା ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏବେ ବନ୍ଦ ହୋଇଯାଇଥିବା...

ଚାରଣ ଭୂମି ହରାଇଛି ଭାରତ

ନୂଆଦିଲ୍ଲୀ,୧୮।୯: ପୂର୍ବ ଲଦାଖର ଗୋଗ୍ରା-ହଟ୍‌ ସ୍ପ୍ରିଙ୍ଗ୍‌ସ୍‌ ଅଞ୍ଚଳରୁ ଭାରତ ଓ ଚାଇନା ସୈନ୍ୟ ପ୍ରତ୍ୟାହାର ପରେ ଭାରତ ପାଟ୍ରୋଲିଂ ପଏଣ୍ଟ ୧୬ (ପିପି-୧୬)ରୁ ହଟିବା ସହ...

କରୋନା ମୁକାବିଲା: ସମସ୍ତ ଜିଲାରେ ୧୪୪ ଧାରା ଜାରି

ଲକ୍ଷ୍ନୌ,୫।୪: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଜିଲାରେ ୧୪୪ ଧାରା ଜାରି କରାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ...

ହରିଆଣାରେ ‘ମେକ୍‌ ଇଣ୍ଡିଆ ନମ୍ବର ଓ୍ବାନ’ ଅଭିଯାନ ଆରମ୍ଭ କରିବେ କେଜ୍‌ରିଓ୍ବାଲ

ଚଣ୍ଡିଗଡ଼,୬।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଏଏପି ସଂଯୋଜକ ଅରବିନ୍ଦ କେଜ୍‌ରିୱାଲ ବୁଧବାର ହରିଆଣାରୁ ‘ମେକ ଇଣ୍ଡିଆ ନମ୍ବର ୱାନ’ ଅଭିଯାନ ଆରମ୍ଭ କରିବେ। ଏହି ଅବସରରେ...

ହାଇଦାବ୍ରାଦ୍‌ ଗଣବଳାତ୍କାର ଅଭିଯୁକ୍ତଙ୍କୁ ଏନକାଉଣ୍ଟର: ପିତା କହିଲେ, ମୋ ଝିଅକୁ ଏବେ ମିଳିବ ଶାନ୍ତି

ହାଇଦ୍ରାବାଦ,୬।୧୨: ସାରା ଦେଶକୁ ଦୋହଲାଇ ଦେଇଥିବା ହାଇଦରାବାଦ ଡାକ୍ତରାଣୀ ଗଣବଳାତ୍କାର ଏବଂ ହତ୍ୟା ମାମଲାର ୪ ଅଭିଯୁକ୍ତଙ୍କର ପୋଲିସ ଏନକାଉଣ୍ଟରରେ ମୃତ୍ୟୁ ଘଟିଛି। ଏହାକୁ ନେଇ...

ଆନ୍ଧ୍ର ବିଧାନସଭାରେ ୩ ରାଜଧାନୀ ବିଲ୍‌ ଗୃହୀତ

ନୂଆଦିଲ୍ଲୀ,୨୧ା୧( ଆଇଏଏନ୍‌ଏସ୍‌): ଆନ୍ଧ୍ରପ୍ରଦେଶ ବିଧାନସଭାରେ ସୋମବାର ୩ ରାଜାଧାନୀ ବିଲ୍‌ ଗୃହୀତ ହୋଇଛି। ଏହାକୁ ବିରୋଧ କରି ମାସାଧିକ କାଳ ଆନ୍ଦୋଳନ ଚଳାଇଥିବା ଅମରାବତୀର କୃଷକମାନେ...

Advertisement
Archives

Model This Week