ପାରିବାରିକ ଜୀବନ, ଆର୍ଥିକ ସ୍ଥିତିରେ ପ୍ରଭାବ ପକାଏ ଏସବୁ ଛୋଟ ଭୁଲ୍‌

ବାସ୍ତୁ ଅନୁଯାୟୀ, ଘରେ ରଖାଯାଇଥିବା ସମସ୍ତ ଜିନିଷ ପାଇଁ ନିର୍ଦ୍ଦିଷ୍ଟ ଦିଗ ରହିଛି। ଯଦି ଏହି ନିୟମଗୁଡିକ ପାଳନ କରାଯାଏ ନାହିଁ ତେବେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ଯାହା ଆପଣଙ୍କ ପାରିବାରିକ ଜୀବନ, ଆର୍ଥିକ ସ୍ଥିତି ଏବଂ ଅନ୍ୟାନ୍ୟ ଦିଗପ୍ରତି ସିଧାସଳଖ ପ୍ରଭାବ ପକାଇଥାଏ। ତେବେ ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ପାଇବା ପାଇଁ ଜାଣନ୍ତୁ କିଛି।

ଘରର ମୁଖ୍ୟ ଫାଟକ ହେଉଛି ଶକ୍ତି ପ୍ରବେଶ ପଥ। ମନେରଖନ୍ତୁ ଯେ ମୁଖ୍ୟ ଫାଟକ ନିକଟରେ କୌଣସି ଅନ୍ଧକାର ରହିବା ଉଚିତ୍‌ ନୁହେଁ।

ଘରେ କେବେବି ଭଙ୍ଗା କିମ୍ବା ଜିନିଷ ରଖନ୍ତୁ ନାହିଁ । ଘରେ ଏପରି ଜିନିଷ ରଖିବା ଦ୍ୱାରା ସମ୍ପର୍କ ମଧ୍ୟରେ ଅସନ୍ତୋଷ ବଢ଼ିଥାଏ, ବିନା କାରଣରେ ଚାପ ସୃଷ୍ଟି ହୋଇଥାଏ।

ଘରର ନକାରାତ୍ମକ ଶକ୍ତି ହଟାଇବା ପାଇଁ ଘରେ ଲୁଣ ପାଣି ସିିଞ୍ଚନ୍ତୁ।

ଘରେ ଏକ ମନି ପ୍ଲାଣ୍ଟ ରହିବା ଉଚିତ୍‌।


Enter your email to get our daily news in your inbox.

All Right Reserved By Dharitri.Com

କୋଲେଷ୍ଟରଲ ନିୟନ୍ତ୍ରଣ କରେ ଗ୍ରୀନ୍‌ ମଟର

ଗ୍ରୀନ୍‌ ମଟରରେ ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏହାକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲକଲେ ତାହା ଶରୀରରେ କୋଲେଷ୍ଟରଲକୁ ନିୟନ୍ତ୍ରଣ କରିଥାଏ। ତା’ସହ ବ୍ଲଡ୍‌ପ୍ରେସର ରୋଗୀଙ୍କ...

ଶରୀର ସକ୍ରିୟ ରହିଲେ ଇନ୍‌ଫେକ୍‌ଶନ ଆଶଙ୍କା କମ୍‌ ଥାଏ

ଆମେ ଯଦି ସନ୍ତୁଳିତ ଖାଦ୍ୟ ଖାଇବା ସହ ଉପଯୁକ୍ତ ବିଶ୍ରାମ ନେବା, ତେବେ ଆମେ ଅନେକାଂଶରେ ସୁସ୍ଥ ରହିପାରିବା। ବେଳେବେଳେ ଶରୀରର କାର୍ଯ୍ୟଧାରାରେ ଶିଥିଳତା ପରିଲକ୍ଷିତ...

ଆକ୍ୟୁଟ୍‌ ଏନ୍‌ସେଫାଲାଇଟିସ ସିଣ୍ଡ୍ରୋମ

ଜୀବାଣୁଜନିତ ଏଇଏସ୍‌ ଯେକୌଣସି ଋତୁରେ ହୋଇପାରେ। ଭୂତାଣୁ ମଧ୍ୟରେ ଜାପାନୀ ଜ୍ୱର, ହରପିସ୍‌, ହାଡ଼ଫୁଟି, ମିଜିଲ୍ସ, ଗାଲୁଆ, ଡେଙ୍ଗୁ ଜ୍ୱର ଇତ୍ୟାଦି ମୁଖ୍ୟ ଭୂମିକା ନିଭେଇଥାନ୍ତି...

ବର୍ଷାଦିନେ ଅଏଲି ତ୍ୱଚାର ଯତ୍ନ

ଅଏଲି ତ୍ୱଚା ହୋଇଥିଲେ ବର୍ଷାଦିନେ ବହୁ ସମସ୍ୟା ସୃଷ୍ଟି ହୋଇଥାଏ। ଏହିଦିନେ ତ୍ୱଚାରେ ଅତ୍ୟଧିକ ତୈଳ ସ୍ରାବ ଯୋଗୁ ଅଧିକ ବ୍ରଣ ବାହାରି ଥାଏ। ତେଣୁ...

ଯିଏ ଯେତେ ଅନ୍ତରଙ୍ଗ ହେଲେ ବି କୁହନ୍ତୁ ନାହିଁ ଏହି ୪ କଥା; ସୁଖରେ ରହିବେ…

ଚାଣକ୍ୟ ନୀତିରେ ଜୀବନର ମୂଲ୍ୟବୋଧ ସମ୍ବନ୍ଧରେ ଅନେକ କଥା ଉଲ୍ଲେଖ କରାଯାଇଛି। ଆଚାର୍ଯ୍ୟ ଚାଣକ୍ୟ ଏକ ଶ୍ଳୋକରେ ଚାରିଟି ବିଷୟରେ କହିଛନ୍ତି, ଯାହାକୁ ଜଣେ ବ୍ୟକ୍ତି...

ଟାଇଫଏଡ୍‌ର ମୁକ୍ତିଦାତା କିସ୍‌ମିସ୍‌

ଆୟୁର୍ବେଦ ଶାସ୍ତ୍ରାନୁଯାୟୀ ଦୈନିକ ଖାଦ୍ୟପେୟ ଉପରେ ଧ୍ୟାନ ଦେଲେ ଅନେକ ରୋଗ ଲାଗି ମେଡିକାଲ ଯିବାକୁ ପଡ଼ି ନ ଥାଏ। କାରଣ ପ୍ରାଥମିକ ଅବସ୍ଥାରେ ଅନେକ...

ପ୍ରତ୍ୟେକ ବ୍ୟକ୍ତିଙ୍କ ଅଛନ୍ତି ୫ ଜଣ ମା’: ଜାଣନ୍ତୁ ଏପରି କାହିଁକି କହିଲେ ଚାଣକ୍ୟ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜଣେ ବ୍ୟକ୍ତିଙ୍କର ୫ ପିତା ଥିବା ଉଲ୍ଲେଖ କରିଥିବା ବେଳେ ୫ ଜଣ ମାତାଙ୍କ ବିଷୟରେ ମଧ୍ୟ କହିଛନ୍ତି। ତେବେ...

ଏହି କାରଣରୁ ମଣିଷ ହୁଏ ଦୁଃଖୀ, ହୋଇଯାନ୍ତୁ ସାବଧାନ

ଜୀବନର ଦୁଃଖ ଏବଂ କଷ୍ଟ ବିଷୟରେ ଆଚାର୍ଯ୍ୟ ଚାଣକ୍ୟ ଏକ ଶ୍ଳୋକ ମାଧ୍ୟମରେ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ, ମଣିଷ ସମସ୍ତ ଯନ୍ତ୍ରଣାରୁ...

Coronavirus Update

Archives

Model This Week

Why Dharitri