‘ହାସ୍‌ ରିଜାଇନ୍‌ ମୋଦି’କୁ ବ୍ଲକ୍‌ କଲା ଫେସବୁକ୍‌…

ନୂଆଦିଲ୍ଲୀ,୨୯।୪: ଦେଶରେ କରୋନା ସଂକ୍ରମଣ ଯୋଗୁ ଦିନକୁ ଦିନ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ ହସ୍ପିଟାଲରେ ଅକ୍ସିଜେନ ଅଭାବ, ବେଡ୍‌ ନ ମିଳିବା ଭଳି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ସୋସିଆଲ୍‌ ମିଡ଼ିଆରେ ସମାଲୋଚନା କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଆରମ୍ଭ ହୋଇଥିବା ‘ହାସ୍‌ ରିଜାଇନ୍‌ ମୋଦି’ ହାସ୍‌ଟ୍ୟାଗ୍‌କୁ ଫେସବୁକ୍‌ ପକ୍ଷରୁ ଅସ୍ଥାୟୀ ଭାବେ ବ୍ଲକ୍‌ କରାଯାଇଛି। ଏହାକୁ ନେଇ ବିବାଦ ଉଠିବା ପରେ ଫେସବୁକ୍‌ ପ୍ରବକ୍ତା ସୂଚନା ଦେଇଛନ୍ତି ଯେ, ଭୁଲ୍‌ରେ ଏହି ହାସ୍‌ଟ୍ୟାଗ୍‌କୁ ଅସ୍ଥାୟୀ ଭାବେ ବ୍ଲକ୍‌ କରାଯାଇଛି। ତେବେ ଏହାକୁ ଖୁବ୍‌ ଶୀଘ୍ର ରିଷ୍ଟୋର କରି ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦଳିତ ମହିଳାଙ୍କୁ ଗୃହ ବିଭାଗ ଦେଲେ ଜଗନ ମୋହନ

ଅମରାବତୀ,୯।୬: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କ ମନ୍ତ୍ରିମଣ୍ଡଳରେ ୫ ଉପମୁଖ୍ୟମନ୍ତ୍ରୀ ଓ ୨୫ ଜଣ ବିଧାୟକ ଶନିବାର ଶପଥ ଗ୍ରହଣ କରିଛନ୍ତି। ଏଥିରେ...

ବୀର ସାବରକରଙ୍କ ଲୁକ୍‌ରେ ନଜର ଆସିଲେ ରଣଦୀପ

ମୁମ୍ବାଇ: ସ୍ବାଧୀନତା ସଂଗ୍ରାମୀ ବିନାୟକ ଦାମୋଦର ସାବରକରଙ୍କ ୧୩୯ତମ ଜନ୍ମ ବାର୍ଷିକୀ ଅବସରରେ ଫିଲ୍ମର ନିର୍ମାତା ରଣଦୀପ ହୁଡ୍ଡାଙ୍କ ପ୍ରଥମ ଲୁକ୍‌ ଜାରି ହୋଇଛି। ଏଥିସହ...

ହଜାରେ ଡିଟୋନେଟର ଓ ବିସ୍ଫୋରକ ଜବତ କଲା ସିଆଇଡି

କୋଲକତା,୧୧।୭: ପଶ୍ଚିମବଙ୍ଗ ବୀରଭୂମ ଅଞ୍ଚଳରୁ ଅପରାଧୀକ ଯାଞ୍ଚ୍‌ ବିଭାଗ(ସିଆଇଡି) ହଜାରେ ଡିଟୋନେଟର ଜବତ କରିଛି। ଏଗୁଡ଼ିକ ୮ଟି ବ୍ୟାଗ୍‌ରେ ପ୍ୟାକ୍‌ ହୋଇ ରହିଥିଲା। ସ୍ଥାନୀୟ ରାମପୁରହାଟସ୍ଥିତ...

ଭାରତର କ୍ଷମା ଦାବିକଲା କାତାର

ନୂଆଦିଲ୍ଲୀ, ୬ା୬: କାନପୁର ହିଂସା ପରେ ଦେଶର ବିଭିନ୍ନ ସ୍ଥାନରେ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଫଳରେ ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ...

କରୋନା ପଜିଟିଭ ଗୁଜବ କରି ୪ ଗିରଫ

ଜଗତ୍‌ସିଂହପୁର ଅଫିସ/ଏରସମା,୨୮ା୩(ସ୍ବ.ପ୍ର.): କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ହ୍ବାଟ୍‌ସଆପ୍‌ରେ ଗୁଜବ କରି ଗିରଫ ହୋଇଛନ୍ତି ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ ଅଞ୍ଚଳର ୪ଜଣ। ସେମାନେ...

‘ପାତାଳରେ ଲୁଚିଥିଲେ ବି ଦୋଷୀଙ୍କୁ ଦଣ୍ଡିତ କରିବାକୁ ସଙ୍କଳ୍ପ ନେଇଥିଲି’

ହରଦୋଇ(ୟୁପି),୨୦।୨: ମୁଁ ମୁଖ୍ୟମନ୍ତ୍ରୀ ଥିଲା ବେଳେ ଅହମ୍ମଦାବାଦରେ ସିରିଏଲ ବିସ୍ଫୋରଣ ଘଟିଥିଲା। ଖୁବ୍‌ କାନ୍ଦିଛି। ମୁଁ ସେହି ରକ୍ତ ଭିଜା ମାଟିକୁ ନେଇ ପାତାଳରେ ଲୁଚିଥିଲେ...

୧୬ ଆଞ୍ଚଳିକ ଦଳକୁ ମିଳିଛି ୨୪.୭୭୯ କୋଟି ଚାନ୍ଦା

ନୂଆଦିଲ୍ଲୀ, ୩୦।୧୦(ପି.ଟି.): ୨୦୧୯-୨୦ ଆର୍ଥତ୍କ ବର୍ଷରେ ଦେଶର ୧୬ଟି ଆଞ୍ଚଳିକ ରାଜନୈତିକ ଦଳଙ୍କୁ ୧,୦୨୬ ଦାନ ସୂତ୍ରରୁ ବିନା ପ୍ୟାନ୍‌ ବିବରଣୀରେ ମୋଟ ୨୪.୭୭୯ କୋଟି...

ନୂଆ କରୋନା ଅଇନ ନେଇ ଲୋକଙ୍କ ପକ୍ଷରୁ ପ୍ରଦର୍ଶନ…

ଆମେଷ୍ଟରଡମ୍‌,୨୦।୧୧: ନେଦରଲାଣ୍ଡରେ ଟତକାକରଣ କରାଯାଇ ନ ଥିବା ଲୋକଙ୍କୁ କେତେକ ସ୍ଥାନରେ ପ୍ରବେଶ କରିବାକୁ ବାରଣ କରିବା ପାଇଁ ସରକାରଙ୍କ ପକ୍ଷରୁ ଯୋଜନା କରାଯାଇଛି। ଏହି...

Advertisement
Archives

Model This Week