Posted inଜାତୀୟ

କନ୍ୟାଙ୍କ ଇଚ୍ଛା ପୂରଣ କରିବାକୁ ଏମିତି କଲେ ବର, ଖର୍ଚ୍ଚ ହେଲା…

ଜୟପୁର,୨୯।୪: ରାଜସ୍ଥାନର ଭରତପୁରରୁ ଭିନ୍ନ ଏକ ମାମଲା ସାମ୍ନାକୁ ଆସିଛି। ଯେଉଁଠି କନ୍ୟାଙ୍କ ସ୍ବପ୍ନ ପୂରା କରିବାକୁ ହେଲିକପ୍ଟରରେ ଶ୍ୱଶୁର ଘରେ ପହଞ୍ଚିଲେ ବର। ବିବାହ ସମ୍ପନ୍ନ ପରେ ବରକନ୍ୟା ହେଲିକପ୍ଟରରେ ଫେରି ଯାଇଛନ୍ତି। ଏହି ନିଆରା ବିବାହ ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି।

ନଦବଇ ଥାନା ଅଞ୍ଚଳର କରୋଲି ଗାଁର ରମା ନାମକ ଯୁବତୀ ରାୟପୁରର ଶ୍ରୀରାମଙ୍କ ସହ ବିବାହ ହୋଇଥିଲା। ଏହି ବିବାହ ବେଶ୍‌ ଧୂମ୍‌ଧାମରେ ସମ୍ପନ୍ନ ହୋଇଥିଲା। ଏହି ବିବାହ ଏବେ ଚର୍ଚ୍ଚାରେ ରହିଛି।

କନ୍ୟା ନିଜର ଭାବିସ୍ବାମୀଙ୍କୁ କହିଥିଲେ, କି ଯଦି ମୁଁ ଶାଶୁଘର ଯିବି ତେବେ ହେଲିକପ୍ଟରରେ। କନ୍ୟାଙ୍କ କଥା ରକ୍ଷା କରି ବର ହେଲିକପ୍ଟରରେ ଉଡ଼ି ଶ୍ୱଶୁର ଘରକୁ ଆସି ରମାଙ୍କୁ ବିବାହ କରିଥିଲେ।

ଶ୍ରୀରାମ ଡାକ ବିଭାଗର ଜଣେ ସରକାରୀ କର୍ମଚାରୀ। ସେ ରମାଙ୍କ ଇଚ୍ଛା ପୂରଣ କରିବା ପାଇଁ ହେଲିକପ୍ଟର ବ୍ୟବସ୍ଥା କରିଥିଲେ। ଏଥିରେ ୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୩।୩: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ଥଣ୍ଡା,ଜ୍ୱର ହେବାରୁ ଗୁରୁବାର ସାର୍‌ ଗଙ୍ଗା ରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ...

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଯବାନ ଶହୀଦ

ଜମ୍ମୁ-କଶ୍ମୀର,୧୭।୮: ପାକିସ୍ତାନ ଶନିବାର ଜମ୍ମୁ-କଶ୍ମୀର ରାଜୌରି ଜିଲାର ନୌସେରା ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିବା ଫଳରେ ଜଣେ ଯବାନ ଶହୀଦ ହୋଇଥିବା ଜଣାପଡିଛି। ଶହୀଦ ଯବାନ...

ଆରବିଆଇ ମନିଟାରୀ ପଲିସି ଘୋଷଣା, ସାଧାରଣ ଲୋକଙ୍କ ପାଇଁ କିଛି ନାହିଁ…

ନୂଆଦିଲ୍ଳୀ,୮।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଏହାର ମୁଦ୍ରା ନୀତି ସମୀକ୍ଷାର ଫଳାଫଳ ପ୍ରକାଶ କରାଯାଇଛି। ଏଥିରେ ନୀତିଗତ ହାରରେ କୌଣସି ପରିବର୍ତ୍ତନ ହୋଇନାହିଁ।...

ପ୍ରମୋଶନ ସମୟରେ କନ୍ନଡ ଅଭିନେତାଙ୍କୁ ଚପଲ ମାଡ଼

ବେଙ୍ଗାଲୁରୁ,୧୯।୧୨: ଫିଲ୍ମର ପ୍ରମୋଶନ ସମୟରେ ଜଣେ କନ୍ନଡ ଅଭିନେତାଙ୍କ ସହ ଏକ ଅଭାବନୀୟ ଘଟଣା ଘଟିଛି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ...

କର୍ନାଟକ ନିର୍ବାଚନରେ ପ୍ରିୟଙ୍କା ପାଖରେ ୧୫ ପ୍ରତିଶତ ମହିଳା ଟିକଟ…

ବେଙ୍ଗାଲୁରୁ,୨୫।୧ : ଚଳିତ ବର୍ଷ କର୍ନାଟକରେ ହେବାକୁ ଥିବା ବିଧାନସଭା ନିବ;ାଚନ ପାଇଁ କଂଗ୍ରେସ ଦଳ ପ୍ରସ୍ତୁତି ଆରମ୍ଭ କରିଛି। ମହିଳା କେନ୍ଦ୍ରିକ ରାଜନୀତିକୁ ଦଳର...

ମୋବାଇଲ ନିଶାରେ ପଡିଥିବା ବ୍ୟକ୍ତିଙ୍କର ଏଠାରେ ହେବ ଚିକିତ୍ସା

ଅମୃତସର,୧୨।୭: ପଞ୍ଜାବ ଅମୃତସରରେ ଏକ ହସ୍ପିଟାଲରେ ମୋବାଇଲ ଡି-ଆଡିକଶନ ସେଣ୍ଟର ଖୋଲିଛି। ମୋବାଇଲ ନିଶାରୁ ମୁକ୍ତ କରିବା ପାଇଁ ଏହି କେନ୍ଦ୍ର ଖୋଲା ଯାଇଛି। ଏହା...

ଭିଏତ୍‌ନାମ ଯିବେ ରାଜନାଥ: ୧୨ ହାଇସ୍ପିଡ୍‌ ଗାର୍ଡ ବୋଟ୍‌କୁ କରିବେ ହସ୍ତାନ୍ତର

ନୂଆଦିଲ୍ଲୀ,୫।୬: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜୁନ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ୩ ଦିନିଆ ଭିଏତ୍‌ନାମ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଭିଏତ୍‌ନାମ...

ହିମାଚଳପ୍ରଦେଶ-ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ପର୍ଯ୍ୟବେକ୍ଷକ ନିଯୁକ୍ତ

ନୂଆଦିଲ୍ଲୀ,୧୨।୭: ହିମାଚଳ ପ୍ରଦେଶ ଏବଂ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କରିଛି। ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ମଙ୍ଗଳବାର...

Advertisement
Archives

Model This Week