Advertisement

ଯୁଦ୍ଧ ଘୋଷଣା ପରେ ରାଜଧାନୀରେ ପ୍ରଚଣ୍ଡ ବିସ୍ଫୋରଣ

କ୍ୱିଭ(ୟୁକ୍ରେନ),୨୪।୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଗୁରୁବାର ଯୁଦ୍ଧ ଘୋଷଣା କରିବା ପରେ ୟୁକ୍ରେନର ରାଜଧାନୀ କ୍ୱିଭ ସମେତ ଦେଶର ଉପକୂଳବର୍ତ୍ତୀ କିଛି ସହରରେ ପ୍ରଚଣ୍ଡ ବସ୍ଫୋରଣ ଘଟିଛି। ଓଡେସା ସହରର ବ୍ଲାକ ସି ବନ୍ଦରରେ ମଧ୍ୟ ବିସ୍ଫୋରଣ ହୋଇଛି। ପୂରା ରାଜଧାନୀରେ ଏବେ ପୋଲିସ ଓ ଆମ୍ବୁଲାନ୍ସ ସାଇରନ ଶୁଣାଯାଉଛି ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି।

ତେବେ ବିଭିନ୍ନ ସହରରେ ହୋଇଥିବା ବିସ୍ଫୋରଣ ଘଟଣାକୁ ଏପର୍ଯ୍ୟନ୍ତ କୌଣସି ସରକାର ସ୍ପଷ୍ଟ କରି ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଲା ୟୁଏଇ

ଆବୁଧାବି,୨।୭: ଭାରତକୁ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ) ପକ୍ଷରୁ ଏକ ବଡ଼ ଝଟ୍‌କା ମିଳିଛି। ଭାରତୀୟ ନାଗରିକଙ୍କ ଯାତ୍ରା ଉପରେ ୟୁଏଇ ପ୍ରତିବନ୍ଧକ ଲଗାଇଛି। ଭାରତ...

ଗାଜା ପଟ୍ଟି ଉପରେ ଇସ୍ରାଏଲର ବିମାନ ଆକ୍ରମଣ, ଆତଙ୍କବାଦୀ ସଙ୍ଗଠନର ଦୁଇ ମୁଖ୍ୟ କମାଣ୍ଡର ନିହତ

ଗାଜା ସିଟି,୮ ।୮: ଗାଜା ପଟ୍ଟି ଉପରେ ଇସ୍ରାଏଲର ବିମାନ ଆକ୍ରମଣରେ ଉଗ୍ରବାଦୀ ଇସଲାମିକ ଜିହାଦର ଦ୍ୱିତୀୟ ଶୀର୍ଷ ମୁଖ୍ୟ କମାଣ୍ଡର ଖାଲିଦ ମଂସୁର ନିହତ...

ଆମେରିକାରେ ପାଳନ ହେଲା ଅନ୍ତର୍ଜାତୀୟ ଯୋଗ ଦିବସ

ଓ୍ବାଶିଂଟନ,୧୭।୬: ଆସନ୍ତା ୨୧ତାରିଖରେ ବିଶ୍ୱ ବ୍ୟାପୀ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଥିବା ବେଳେ ଆମେରିକାରେ ରବିବାର ଏହି ଦିବସକୁ ବିଭିନ୍ନ ବର୍ଗର ଲୋକେ ପାଳନ...

ସୁଦାନରେ ରକ୍ତ ସଂଘର୍ଷ: ୧୭୦ ଲୋକଙ୍କ ଜୀବନ ଚାଲିଗଲା

ଖାରଟୋମ,୨୧।୧୦:ସୁଦାନରୁ ଆଦିବାସୀମାନଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଗତ ଦୁଇ ଦିନ ମଧ୍ୟରେ ଦେଶର ଦକ୍ଷିଣ ବ୍ଲୁ ନାଇଲ୍‌ରେ ଆଦିବାସୀମାନଙ୍କ ମଧ୍ୟରେ ଜାତିଗତ ସଂଘର୍ଷରେ ୧୭୦...

ଇମ୍ରାନ ଖାଁଙ୍କ ସମ୍ପର୍କିତ ଖବର ପ୍ରସାରରେ ପ୍ରତିବନ୍ଧକ ଲଗାଇଲେ ପାକିସ୍ତାନ ସରକାର

ଇସଲାମାବାଦ,୨୧ ।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସମସ୍ୟା ବେଳକୁ ବେଳ ବଢିବାରେ ଲାଗିଛି । ଶହବାଜ ସରକାରଙ୍କୁ ଟାର୍ଗେଟ କରିଥିବା ଇମ୍ରାନଙ୍କ ବିରୋଧରେ...

ପରମାଣୁ ଧମକ ପରେ ମୁଣ୍ଡ ନୁଆଁଇଲା ୟୁକ୍ରେନ

ମସ୍କୋ,୨୭।୨: ବେଲାରୁସ ସୀମାରେ ରୁଷ ସହ ଆଲୋଚନା ପାଇଁ ରାଜି ହୋଇଛି ୟୁକ୍ରେନ। ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ପରମାଣୁ ଧମକ ଦେବା ପରେ ବାଧ୍ୟହୋଇ...

କରୋନା ଭୂତାଣୁଠାରୁ କିପରି ଦୂରେଇ ରଖେ ସାନିଟାଇଜର

ଓ୍ବାଶିଂଟନ,୩୧।୩: ସାରା ପୃଥିବୀରେ କରୋନା ସଂକ୍ରମଣ ନେଇ ଭୟଙ୍କର ସ୍ଥିତି ଦେଖାଦେଇଛି। ଏପରିସ୍ଥଳେ ସାମାଜିକ ଦୂରତା, ହାତ ଧୋଇବା ଏବଂ ସାନିଟାଇଜର ବ୍ୟବହାର କରିବା ଉପରେ...

ପାକିସ୍ତାନରେ ବିମାନ ଯାତ୍ରା ହେଲା ମହଙ୍ଗା

ଇସଲାମାବାଦ,୩୦।୫: ପାକିସ୍ତାନର ପ୍ରାୟ ସମସ୍ତ ଖାଦ୍ୟ ସାମଗ୍ରୀ ଏବେ ଆକାଶଛୁଆଁ ଦାମ୍‌ ହୋଇ ଯାଇଥିବା ବେଳେ ଚିନ୍ତାରେ ପାକିସ୍ତାନ ବାସୀ। ଖାଦ୍ୟ ସାମଗ୍ରୀ ପରେ ଏବେ...

Advertisement
Archives

Model This Week