ସରକାର ବଦଳିବା ପରେ ବି ସୁଧୁରିଲାନି ପାକିସ୍ତାନର ଅବସ୍ଥା

ଇସଲାମାବାଦ,୧୫ା୫: ପାକିସ୍ତାନରେ ନୂତନ ସରକାର କ୍ଷମତାକୁ ଆସିବା ପରେ ମଧ୍ୟ ସ୍ଥିତିରେ ସୁଧାର ଆସୁନାହିଁ। ଅନ୍ତର୍ଜାତୀୟ ମୂଲ୍ୟ ବୃଦ୍ଧି ହେତୁ ଦେଶର ଅର୍ଥନୀତି ଦ୍ରୁତଗତିରେ ହ୍ରାସ ପାଉଛି। ଏଥି ସହିତ ଏପ୍ରିଲ ମାସ ପର୍ଯ୍ୟନ୍ତ ପାକିସ୍ତାନର ତେଲ ଏବଂ ଖାଦ୍ୟ ଆମଦାନୀ ବିଲ ୫୮.୯୮ ପ୍ରତିଶତ ବୃଦ୍ଧି ହୋଇ ପ୍ରାୟ ୨୪୦୦ ନିୟୁତ ଡଲାରରେ ପହଞ୍ଚିଛି। ଯେଉଁଥିପାଇଁ ଖାଇବା ତେଲର ମୂଲ୍ୟ ଆକାଶଛୁଆଁ ହୋଇଛି। ପାକିସ୍ତାନରେ ପରିସ୍ଥିତି ଏପରି ହୋଇଛି ଯେ, ଦେଶର ଟଙ୍କା ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଉଛି।

ଏକ ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୨୦୨୨ ଶେଷ ହେବାକୁ ଥିବା ୧୦ ମାସ ମଧ୍ୟରେ ଦେଶର ମୋଟ୍‌ ଆମଦାନୀ ବିଲ୍‌ ୪୬.୫୧ ପ୍ରତିଶତ ବୃଦ୍ଧି ହୋଇ ୬୫୦୦ ମିଲିୟନ ଡଲାରରେ ପହଞ୍ଚିଛି, ଯାହା ଗତ ବର୍ଷର ଆମଦାନୀ ତୁଳନାରେ ପ୍ରାୟ ୪,୪୦୦ ମିଲିୟନ ଅଟେ।

ଖାଦ୍ୟ ଆମଦାନୀ ବିଲ୍‌ରେ କ୍ରମାଗତ ବୃଦ୍ଧି ହେତୁ ପନିପରିବା ଘିଅ ଏବଂ ରନ୍ଧନ ତେଲର ଘରୋଇ ମୂଲ୍ୟ ଦ୍ୱିଗୁଣିତ ହୋଇଛି। ଉଲ୍ଲେଖଯୋଗ୍ୟ, ସୋୟାବିନ ତେଲର ଆମଦାନୀ ମୂଲ୍ୟ ୧୦୧.୯୬ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ଗହମ ଆମଦାନୀ ୧୯.୧୨ ପ୍ରତିଶତ ହ୍ରାସ ପାଇ ପୂର୍ବ ବର୍ଷରେ ୩.୬୧ ମିଲିୟନ ଟନ୍‌ରୁ ୨.୨୦୬ ମିଲିୟନ ଟନ୍‌କୁ ବୃଦ୍ଧି ପାଇଛି। ଏପ୍ରିଲ ମାସରେ ପାକିସ୍ତାନରେ ଶୂନ ଗହମ ଆମଦାନୀ ହୋଇଛି। ଏଥିସହିତ ଚା’, ମସଲା ଏବଂ ଡାଲିର ଆମଦାନୀ ବିଲ୍‌ ଖୁବ୍‌ ବୃଦ୍ଧି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାନବତା ପାଇଁ ସୈନ୍ୟ ଫେରାଇ ଆଣ, ପୁଟିନ୍‌ଙ୍କୁ ଜାତିସଂଘ ମହାସଚିବଙ୍କ ଅନୁରୋଧ …

ଜେନେଭା,୨୪।୨ : ୟୁକ୍ରେନକୁ ନେଇ ରୁଷିଆ ଏବଂ ଆମେରିକା ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ରୁଷ୍ରିାର ରାଷ୍ଟ୍ରପତି...

ଲକ୍‌ଡାଉନ ଯୋଗୁ ଅଫିସ୍‌ରେ କର୍ମଚାରୀଙ୍କ ବିତୁଛି ରାତି

ବେଜିଂ,୩୧।୩: ଚାଇନାରେ କରୋନା ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି। ହଜାର ହଜାର ସଂଖ୍ୟାରେ ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ କରୋନାଜନିତ ଶତାଧିକଙ୍କ ମୃତ୍ୟୁ...

ଭାରତକୁ ଶରଣ ମାଗିଲେ ଇମ୍ରାନ ଖାନଙ୍କ ଦଳର ନେତା

ଇସ୍‌ଲାମାବାଦ,୧୦।୯: ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଉପରେ ଇମ୍ରାନ ସରକାରଙ୍କ ଅତ୍ୟାଚାର ବିଷୟରେ ସବୁ ଦେଶକୁ ବେଶ୍‌ ଭଲଭାବେ ଜଣା। ଏବେ ଏହି ଅତ୍ୟାଚାରରୁ ଅତିଷ୍ଠ ହୋଇ ପାକ୍‌ର...

ୟୁକ୍ରେନକୁ ୭୫୦ ମିଲିୟନ୍‌ ଡଲାର ସହାୟତା ଯୋଗାଇଦେବ ଆମେରିକା

ଓ୍ବାଶିଂଟନ୍‌,୧୩।୪: ୟୁକ୍ରେନ ଓ ରୁଷିଆ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଇତିମଧ୍ୟରେ ଏକ ଆଶ୍ୱସ୍ତି ଖବର ସାମ୍ନାକୁ ଆସିଛି। ଖୁବ୍‌ଶୀଘ୍ର ୟୁକ୍ରେନକୁ ୭୫୦ ମିଲିୟନ ଡଲାର...

କାଲିଫର୍ନିଆ ଜଙ୍ଗଲରେ ନିଆଁ : ଜଳିଗଲା ବହୁ ହଲିଉଡ୍‌ ଷ୍ଟାରଙ୍କ ଘର

ସାକ୍ରାମେଣ୍ଟୋ,୩୦।୧୦: ଗତ ସପ୍ତାହରୁ ଆମେରିକାର କାଲିଫର୍ନିଆ ଜଙ୍ଗଲରେ ଲାଗିଥିବା ନିଆଁ ଥମିବାର ନାଁ ନେଉନି। ପବନର ତୀବ୍ର ଗତି ଯୋଗୁ ଏହି ନିଆଁ ଏବେ ପ୍ରସିଦ୍ଧ...

ଆଲପ୍ସ ପର୍ବତର ୮୦୦ ମିଟର ଉଚ୍ଚରେ ତ୍ରିରଙ୍ଗା: କରୋନା ଲଢ଼େଇରେ ଭାରତୀୟ ଏକଜୁଟ କହିଲେ ମୋଦି

ନୂଆଦିଲ୍ଲୀ/ବେର୍ନ,୧୮।୪: ଭାରତରେ କରୋନା ସଂକ୍ରମଣ ରୋକିବା ଲାଗି ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ସମୟ ସୀମାକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏପରିସ୍ଥଳେ ଭାରତବାସୀଙ୍କ ଏକତାକୁ...

ଦକ୍ଷିଣ କୋରିଆରେ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା

ସିଓଲ,୨୯।୨: ଚାଇନା ପରେ ଏବେ ଦକ୍ଷିଣ କୋରିଆରେ କରୋନା ଭାଇରସ ସଂକ୍ରମିତ ଓ ମୃତକଙ୍କ ସଂଖା ବଢି ଚାଲିଛି। ଶୁକ୍ରବାର ୫୯୪ ନୂଆ ସଂକ୍ରମିତଙ୍କୁ ଚିହ୍ନଟ...

କୋରୋନା ଭାଇରସ୍‌ ସଂକ୍ରମଣ ମୃତ୍ୟୁସଂଖ୍ୟା ୧୭

ବେଜିଂ,୨୩ା୧(ପି.ଟି.): ଚାଇନାରେ କୋରୋନା ଭାଇରସ୍‌ ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ବୁଧବାର ୧୭ରେ ପହଞ୍ଚତ୍ଛି। ଏହି ରୋଗରେ ୪୪୪ ଜଣ ଆକ୍ରାନ୍ତ ହୋଇଛନ୍ତି। ଚାଇନା ନବବର୍ଷ ଓ...

Advertisement
Archives

Model This Week