Advertisement
Posted inଜାତୀୟ

ରାମପୁର ଉପ-ନିର୍ବାଚନ ପାଇଁ ଆସିଲା ନୂଆ କାର୍ଯ୍ୟସୂଚୀ

ଲକ୍ଷ୍ନୌ,୧୦।୧୧: ଉତ୍ତରପ୍ରଦେଶର ରାମପୁର ବିଧାନସଭା ଆସନ ପାଇଁ ହେବାକୁ ଥିବା ଉପ-ନିର୍ବାଚନକୁ ନେଇ ନିର୍ବାଚନ କିମଶନ ଗୁରୁବାର ଏକ ନୂଆ କାର୍ଯ୍ୟସୂଚୀ ଜାରି କରିଛନ୍ତି। ପୂର୍ବ ପରି ଡିସେମ୍ବର ୫ରେ ମତଦାନ ଅନୁଷ୍ଠିତ ହେବାକୁ ଥିବା ବେଳେ ଡିସେମ୍ବର ୮ରେ ଭୋଟ ଗଣତି କରାଯିବ। କେବଳ ନାମାଙ୍କନ ତାରିଖ ଗୋଟିଏ ଦିନ ବୃଦ୍ଧି କରାଯାଇଛି। ପୂର୍ବରୁ ନାମାଙ୍କନ ପତ୍ରର ଶେଷ ତାରିଖ ନଭେମ୍ବର ୧୭ ରହିଥିଲା। ବର୍ତ୍ତମାନ ଏହାକୁ ଗୋଟିଏ ଦିନ ଅର୍ଥାତ୍‌ ନଭେମ୍ବର ୧୮କୁ ବୃଦ୍ଧି କରାଯାଇଛି। ଆଜମ ଖାନ୍‌ଙ୍କ ଉପରେ ରାମପୁର କୋର୍ଟର ଶୁଣାଣି ପରେ ନିର୍ବାଚନ କମିଶନ ଏହି ନୂତନ କାର୍ଯ୍ୟସୂଚୀ ପ୍ରକାଶ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟାଘେରରୁ ଉଦ୍ଧାର ହେଲେ ମାଲାୟାଲମ ଅଭିନେତ୍ରୀ

ଶିମ୍‌ଲା,୨୦।୮: ଦେଶର ବହୁ ରାଜ୍ୟ ଏବେ ବନ୍ୟା ଘେରରେ ରହିଛି। ତେବେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଫଶି ରହିଥିବା ମାଲାୟାଲମର ଜଣାଶୁଣା ଅଭିନେତ୍ରୀ ମଞ୍ଜୁ ଓ୍ବାରିୟର,...

ମତଦାନର ଗୋଟିଏ ଦିନ ପୂର୍ବରୁ ଭୋଟର ଲିଷ୍ଟରୁ ଶଶିକଳାଙ୍କ ନାମ ଗାଏବ

ଚେନ୍ନାଇ,୫।୪: ତାମିଲନାଡୁରେ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ଅର୍ଥାତ୍‌ ଏପ୍ରିଲ ୬ରେ ମତଦାନ ହେବାକୁ ଯାଉଛି। ଏହା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିଥାଙ୍କ ନିକଟତମ ବନ୍ଧୁ...

କରୋନା ବିରୋଧରେ ଦୀର୍ଘ ଲଢ଼େଇ କରିବାକୁ ହେବ: ମୋଦି

ନୂଆଦିଲ୍ଲୀ,୨୪ା୩(ପି.ଟି.): କୋଭିଡ୍‌-୧୯ ଏକ ଜୀବନକାଳ ସମସ୍ୟା। ଏହାର ମୁକାବିଲା ଲାଗି ଦୀର୍ଘ ଲଢ଼େଇ କରିବାକୁ ହେବ। ନୂତନ ତଥା ଇନୋଭେଟିଭ୍‌ ସମାଧାନ ମାଧ୍ୟମରେ ଏହାର ମୁକାବିଲା...

ଇରାନରେ ଥିବା ଭାରତୀୟଙ୍କୁ ଏୟାରଲିପ୍ଟ କରିବାକୁ ଚାଲିଛି ପ୍ରସ୍ତୁତି !

ନୂଆଦିଲ୍ଲୀ,୧।୩: ଚାଇନା ଓ ଦକ୍ଷିଣ କୋରିଆ ପରେ ଏବେ ଇରାନରେ କରୋନା ଭାଇରସ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ,...

କୋଇଲା ଅଭାବ ଯୋଗୁ ଦିଲ୍ଲୀ ମେଟ୍ରୋ ଟ୍ରେନ୍‌, ହସ୍ପିଟାଲରେ ବିଜୁଳି ଯୋଗାଣରେ ଉପୁଜିପାରେ ବାଧା

ନୂଆଦିଲ୍ଲୀ,୨୯ ।୪: କୋଇଲା ଅଭାବକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ରାଜଧାନୀର ମେଟ୍ରୋ ଟ୍ରେନ୍ ଓ ହସ୍ପିଟାଲ ସମେତ କିଛି ଗୁରୁତ୍ୱପର୍ଣ୍ଣ ପ୍ରତିଷ୍ଠାନ ଗୁଡିକରରେ ନିରବଚ୍ଛିନ୍ନ...

ଭାଜପା-ଜେଡିୟୁ ଆସନ ବୁଝାମଣା: ୫୦-୫୦ ଫର୍ମୂଲା ଉପରେ ନୀତିଶ ରାଜି !

ପାଟନା, ୪।୧୦: ବିହାର ବିଧାନ ସଭା ନିର୍ବାଚନ ପାଇଁ ଭାଜପା ଏବଂ ଜେଡିୟୁ ମଧ୍ୟରେ ଆସନ ବୁଝାମଣାରେ ସହମତି ପ୍ରକାଶ ପାଇଥିବା କୁହାଯାଉଛିି। ୫୦-୫୦ ଫର୍ମୂଲା...

୧୦୨ ଦିନ ପରେ ଦୈନିକ ସଂକ୍ରମଣ ୪୦ ହଜାର ତଳେ…

ନୂଆଦିଲ୍ଲୀ,୨୯।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ଆକ୍ରାନ୍ତଙ୍କ ୧୦୨ ଦିନ ପରେ ଦୈନିକ ସଂକ୍ରମଣ ୪୦ ହଜାର...

ବିପଦ ସଙ୍କେତ ଉପରେ ଯମୁନା: ୧୦ହଜାର ଲୋକଙ୍କୁ ସ୍ଥାନାନ୍ତର

ନୂଆଦିଲ୍ଲୀ,୨୦।୮: ଦିଲ୍ଲୀର ଯମୁନା ନଦୀରେ ମଙ୍ଗଳବାର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହି ହେଉଛି। ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ...

Advertisement
Archives

Model This Week