ଟାଙ୍ଗିଆ ଚୋଟରେ ବଡ଼ଭାଇଙ୍କ ମୃତ୍ୟୁ, ଜେଲଗଲେ ସାନ

ମୁନିଗୁଡା,୨୫।୪(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ଜିଲା ମୁନିଗୁଡ଼ା ଥାନା ମୁନିଖୋଲ ପଞ୍ଚାୟତ ଅଧୀନ ଗୋରଠା ଗ୍ରାମରେ ସାନଭାଇଙ୍କ ଟାଙ୍ଗିଆ ଚୋଟରେ ତାଙ୍କ ବଡ଼ଭାଇଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଅଭିଯୁକ୍ତ ସାନଭାଇ ଆଦୁ ଜାକାସିକାଙ୍କୁ ମୁନିଗୁଡ଼ା ପୋଲିସ ଶୁକ୍ରବାର ନିୟମଗିରି ପର୍ୱତ୍ୟାଞ୍ଚଳର କଲ୍ୟାଣସିଂପୁର ଅଞ୍ଚଳରୁ ଗିରଫ କରିଥିବା ବେଳେ ଶନିବାର କୋର୍ଟ ଚାଲାଣ କରିଥିବା ମୁନିଗୁଡା ଥାନା ଅଧିକାରୀ କେଶବ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ଗୋରଠା ଗ୍ରାମର ୨ଭାଇ ଗୁଲଟା ଜାକାସିକା ଏବଂ ଆଦୁ ଜାକାସିକାଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ହଠାତ୍‌ ସାନଭାଇ ଆଦୁ ଉତ୍‌କ୍ଷିପ୍ତ ହୋଇ ନିକଟରେ ପଡ଼ିଥିବା ଏକ ଟାଙ୍ଗିଆରେ ବଡଭାଇ ଗୁଲଟାଙ୍କୁ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ହତ୍ୟାକାଣ୍ଡ ପରେ ସାନଭାଇ ଆଦୁ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏ ନେଇ ଏସ୍‌ଡିପିଓ ସନ୍ତୋଷିନୀ ଓରାମଙ୍କ ନିର୍ଦ୍ଦେ ଶ କ୍ରମେ ମୁନିଗୁଡ଼ା ଥାନାରେ ଏକ ମାମଲା(ନଂ.୧୨୬/୨୬) ରୁଜୁ ହୋଇଥିଲା। ମୁନିଗୁଡ଼ା ପୋଲିସ ତଦନ୍ତ କରି ଅଭିଯୁକ୍ତ ସାନଭାଇଙ୍କୁ ଧରିବାରେ ସକ୍ଷମ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଆଆଡ୍ଡାରେ ପୋଲିସ କଲା ଅତର୍କିତ ଚଢ଼ାଉ, ଛତ୍ରଭଙ୍ଗ କଲେ ଜୁଆଡି

ଦିଗପହଣ୍ଡି,୨୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ନିକଟ ଦୁର୍ଗମ ମୁକୁନ୍ଦପୁର ଜଙ୍ଗଲରେ ଜୁଆଆଡ୍ଡା ଚାଲିଥିବା ଖବର ପାଇ ଶନିବାର ସନ୍ଧ୍ୟାରେ କେ.ନୂଆଗାଁ ଥାନା…

ଫେଡ଼ାଣ ଭୁଲ କରିଦେଲେ ହାଟଡିହୀ ବିଡିଓ 

ହାଟଡିହୀ/ଛେନାପଦୀ,୨୫l୪(ଶୁଭକାନ୍ତ ନାୟକ/ନିରାକାର ପରିଡା):  ଜଣେ ଓଏଏସ୍‌ ଅଧିକାରୀ ସରକାରୀ ଅନୁଦାନର ବିନିଯୋଗ ପ୍ରମାଣ ପତ୍ର (ୟୁସି/ୟୁଟିଲାଇଜେସନ ସାର୍ଟିଫିକେଟ) ଦେବା ବେଳେ ଫେଡ଼ାଣ ଭୁଲ କରିଦେଇଛନ୍ତି । ଯାହାକି…

ଭଞ୍ଜନଗରରେ ଜନ ଆକ୍ରୋଶ ମହିଳା ସମାବେଶ ପୁରୁଷ ପ୍ରଧାନ ସମାଜ ମହିଳାଙ୍କୁ ଆଗକୁ ଛାଡ଼ିବାକୁ ନାରାଜ: ଏମ୍‌ପି ଅନୀତା

ଭଞ୍ଜନଗର,୨୫ା୪(ବାବୁଲା ପ୍ରଧାନ): ଭଞ୍ଜନଗର ଭାଜପା ସାଂଗଠନିକ ଜିଲା ପକ୍ଷରୁ ଶନିବାର ସନ୍ଧ୍ୟାରେ ଭଞ୍ଜନଗର ମୁଖ୍ୟ ସଡ଼କରେ ଜନ ଆକ୍ରୋଶ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା…

NRI ବି କରିପାରିବେ Aadhaar Card? ଜାଣନ୍ତୁ କ’ଣ କହୁଛି UIDAI ନିୟମ…

ନୂଆଦିଲ୍ଲୀ,୨୫।୪: ଆଜିର ସମୟରେ ବ୍ୟାଙ୍କିଙ୍ଗଠାରୁ ଆରମ୍ଭ କରି ସରକାରୀ ଯୋଜନା ପର୍ଯ୍ୟନ୍ତ ସବୁଥିରେ ଆଧାର କାର୍ଡ ଏକ ଅପରିହାର୍ଯ୍ୟ ଦଲିଲ ପାଲଟିଛି। ଏଭଳି ସ୍ଥିତିରେ ବିଦେଶରେ ରହୁଥିବା…

ସେବାଶ୍ରମର ୭ମଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ: ପ୍ରଧାନଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ନବରଙ୍ଗପୁର/ତେନ୍ତୁଳିଖୁଣ୍ଟି, ୨୫।୪,(ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଥାନା ଅଧୀନ ଏକ ସେବାଶ୍ରମ ବିଦ୍ୟାଳୟର ଜଣେ ୭ମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ…

ବସ୍‌ଷ୍ଟାଣ୍ଡରୁ ପାଇଲେ ୫ ଭରିର ଦୁଇଟି ସୁନା ହାର, ପରେ…

ରିଷିଡା,୨୫।୪(ସୁଶାନ୍ତ ମଲ୍ଲିକ): ବସ୍‌ଷ୍ଟାଣ୍ଡରୁ ପାଇଥିବା ୫ ଭରିର ଦୁଇଟି ସୁନା ହାର ଫେରାଇଲେ ବ୍ୟକ୍ତି। ଏଭଳି ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ…

ନାବାଳିକାଙ୍କୁ ଅପହରଣ କରି ନେଇଥିଲେ: ଏବେ ଗଲେ ଜେଲ୍‌

ଲାଞ୍ଜିଗଡ଼,୨୫ା୪(ରମେଶ ଚନ୍ଦ୍ର ନାୟକ) : ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅଞ୍ଚଳର ନାବାଳିକା ଅପହରଣ ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି।…

ସମ୍ପର୍କୀୟଙ୍କ ଦଶାହ କାର୍ଯ୍ୟରେ ଯୋଗଦେବା ପାଇଁ ଯାଇଥିଲେ, ବନ୍ଦ ଘରୁ ସୁନାଗହଣା ସହ ୩ ଲକ୍ଷ ଲୁଟିନେଲେ…

କଲ୍ୟାଣସିଂହପୁର,୨୫।୪(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍‌ରେ ଦିନକୁ ଦିନ ଚୋରି ଓ ଲୁଟ୍‌ ଘଟଣା ବୃଦ୍ଧି ପାଇବାରେ ଲାଗିଛି। କଲ୍ୟାଣସିଂହପୁର ଦାନୁ ସାହିରେ ସୁଶାନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri