ଏସବୁ ଖାଇଲେ ହେବନି କରୋନା…

ନୂଆଦିଲ୍ଲୀ,୧୭।୪: କରୋନା ସଂକ୍ରମଣ ନେଇ ଆତଙ୍କ ଦେଖାଦେଇଛି। ତେବେ ଏଥିରୁ ଦୂରେଇ ରହିବା ପାଇଁ ନିଜର ନିତିଦିନିଆ ଜୀବନ ଶୈଳୀରେ କେତେକ ଖାଦ୍ୟାଭ୍ୟାସକୁ ସାମିଲ କଲେ ସୁଫଳ ମିଳିଥାଏ ବୋଲି ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଖାଦ୍ୟରେ ଅନପ୍ରୋସେସ୍ଡ ଖାଦ୍ୟ ସାମିଲ କରାଇବା ଆବଶ୍ୟକ। ଭିଟାମିନ୍‌, ଖଣିଜ ପଦାର୍ଥ, ଫାଇବର, ପ୍ରୋଟିନ୍‌ ଏବଂ ଆଣ୍ଟିଅକ୍ସିଡାଣ୍ଟ୍‌ଯୁକ୍ତ ଖାଦ୍ୟ ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ବୋଲି ବିଶ୍ୱସ୍ବାସ୍ଥ୍ୟ ସଂଗଠନ କହିଛି। ତେଣୁ ପ୍ରତିଦିନ ଫଳ, ପନିପରିବା, ଡାଲି, ବିନ୍ସ, ନଟ୍ସ, ମକା, ବାଜରା, ଓଟସ୍‌, ଗହମ, ବ୍ରାଉନ୍‌ ରାଇସ୍‌, ଆଳୁ, ଶାକରକନ୍ଦ ଆଦି ପ୍ରଚୁର ପରିମାଣରେ ଖାଇବା ଆବଶ୍ୟକ। ଏହା ସହିତ କମ୍‌ ଚର୍ବିଯୁକ୍ତ ମାଛ, ମାଂସ, ଅଣ୍ଡା, କ୍ଷୀର ଆଦିକୁ ଖାଦ୍ୟରେ ସାମିଲ କରିବା ଉଚିତ। ତେବେ ଅଧିକ ଚର୍ବିଯୁକ୍ତ ମାଛ, ରେଡ୍‌ ମିଟ୍‌, କୋଲ୍ଡ ଡ୍ରିଙ୍କସ୍‌ ଆଦିଠାରୁ ଦୂରେଇ ରହିଲେ ଭଲ। ପ୍ରତିଦିନ ୮ରୁ ୧୦ ଗ୍ଲାସ ପାଣି ପିଇବା ପାଇଁ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପରାମର୍ଶ ଦିଆଯାଇଛି। ସାଚ୍ୟୁରେଟେଡ୍‌ ଫ୍ୟାଟ୍‌ ନ ଥାଇ ଅନ୍‌ ସାଚ୍ୟୁରେଟେଡ୍‌ ଫ୍ୟାଟ୍‌ ଖାଇଲେ ସ୍ବାସ୍ଥ୍ୟ ଉପଯୋଗୀ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଂସଦୀୟ କମିଟି ବୈଠକରେ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିପାରେ ଭାଜପା

ନୂଆଦିଲ୍ଲୀ,୧୬।୭: ଦେଶରେ ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ରାଜନୈତିକ ସରଗରମ ରହିଛି। ଶନିବାର ହେବାକୁ ଥିବା ସଂସଦୀୟ କମିଟି ବୈଠକରେ ଉପରାଷ୍ଟ୍ରପତି ପ୍ରାର୍ଥୀ ସମ୍ପର୍କରେ ଭାଜପା ଚୂଡ଼ାନ୍ତ...

ତ୍ୱଚା ଅନୁସାରେ ସାବୁନ

ବର୍ତ୍ତମାନ ବିଭିନ୍ନ ବ୍ରାଣ୍ଡର ଭଳିକି ଭଳି ସୁଗନ୍ଧଯୁକ୍ତ ସାବୁନ ମାର୍କେଟରେ ଉପଲବ୍ଧ। ହେଲେ ପ୍ରତ୍ୟେକ ସାବୁନ ଯେ ସମସ୍ତଙ୍କୁ ସୁଟ କରିବ ତାହା କହିବା କଷ୍ଟକର।...

୫ ବର୍ଷରୁ ଛୋଟ କମ୍‌ ବୟସ୍କ ପିଲା-ଗର୍ଭବତୀ ମହିଳା ଓମିକ୍ରନ୍‌ରେ ଅଧିକ ଆକ୍ରାନ୍ତ ହେବା ଆଶଙ୍କା…

ଜୋହାନ୍ସବର୍ଗ/ନୂଆଦିଲ୍ଲୀ,୪।୧୨: ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା କରୋନାର ନୂତନ ଭାରିଆଣ୍ଟ୍‌ ଇତିମଧ୍ୟରେ ବହୁ ଦେଶରେ ପହଞ୍ଚିଛି। ଏନେଇ ସମ୍ପୃକ୍ତ ଦେଶରେ ଆତଙ୍କ ସୃଷ୍ଟି ହୋଇଛି।...

କାର୍‌ରେ ବିଡ଼ା ବିଡ଼ା ନୋଟ୍‌: ଗଣିବା ପାଇଁ ସକାଳୁ ହେଲା ସନ୍ଧ୍ୟା…

ଡୁଙ୍ଗରପୁର,୨୩।୫: ରାଜସ୍ଥାନ ଡୁଙ୍ଗରପୁରରୁ ଏକ କାର୍ରୁ ବିଡ଼ା ବିଡ଼ା ନୋଟ୍‌ ଜବତ ହୋଇଛି। ଏସବୁ କଳାଧନ ବୋଲି ଅନୁମାନ କରାଯାଉଛି। କାର୍‌ଟି ଦିଲ୍ଲୀରୁ ଗୁଜରାଟ ଯାଉଥିବା...

୯୦ ବୁଥ୍‌କୁ ଆସିଲେନି ଜଣେ ବି ଭୋଟର

ଶ୍ରୀନଗର,୧୯।୪: ଜମ୍ମୁ-କଶ୍ମୀର ଶ୍ରୀନଗରରେ ୨୦୧୯ ଲୋକ ସଭା ନିର୍ବାଚନକୁ ବର୍ଜନ କରିବାକୁ ପୂର୍ବରୁ ସୂଚନା ମିଳୁଥିଲା। ତେବେ ଗୁରୁବାର ଅନୁଷ୍ଠିତ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ଲୋକ...

କମଲେଶ ହତ୍ୟାକାଣ୍ଡ: ୫ ଗିରଫ

ଲକ୍ଷ୍ନୌ,୨୦ା୧୦ : ଉତ୍ତରପ୍ରଦେଶର ହିନ୍ଦୁବାଦୀ ନେତା କମଲେଶ ତିଓ୍ବାରୀ ହତ୍ୟା ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଛି। ଶୁକ୍ରବାର କମଲେଶଙ୍କୁ ତାଙ୍କ ଲକ୍ଷ୍ନୌ ଘରେ ହତ୍ୟା...

ଦେଶରେ ସଂଖ୍ୟାଲଘୁଙ୍କ ସମେତ ଅନ୍ୟ ସଭିଏଁ ସୁରକ୍ଷିତ…

ନୂଆଦିଲ୍ଲୀ,୨୬।୧୨ : ଦେଶରେ ସଂଖ୍ୟାଲଘୁଙ୍କ ସମେତ ଅନ୍ୟ ସଭିଏଁ ସୁରକ୍ଷିତ ବୋଲି ସ୍ବରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି। ସଂଖ୍ୟାଲଘୁ ସମ୍ପ୍ରଦାୟ ବର୍ତ୍ତମାନ ଦେଶରେ...

ବିହାର ମଦ ମୃତ୍ୟୁ ଘଟଣାକୁ ନେଇ ତେଜିଲା ରାଜନୀତି

ପାଟନ,୫ ।୧୧: ବିହାରରେ କେବଳ କାଗଜ ପତ୍ରରେ ମଦ ବିକ୍ରିକୁ ବିରୋଧ କରାଯାଇଛି । ହେଲେ ଏହି ମଦ ଏବେ ପୁଣିଥରେ ମୃତ୍ୟୁର କାରଣ ପାଲଟିଛି...

Advertisement
Archives

Model This Week