ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ କୁକୁରକୁ ଦେଖିବାକୁ ମିଳୁଛି। ଯେଉଁ କୁକୁର ନିଜର ବିଛଣା ପାରିବା ସହ କୌଶଳର ସହ ରୁମ୍ ଡୋର ମଧ୍ୟ ଦେଉଛି। ପରେ ଆସି ଶୋଇଯାଉଛି।
ଭିଡିଓକ ୟୋଗ ଟୁଇଟର ହ୍ୟାଣ୍ଡେଲରେ ଶେୟାର କରାଯାଇଛି ଭିଡିଓଟି ଭାଇରାଲ ହେବାରେ ଲାଗିଛି।
Well disciplined dog…🐕🐾🛌🤯😍 pic.twitter.com/ilPyEIzsRz
— 𝕐o̴g̴ (@Yoda4ever) May 16, 2022