Posted inଫୁରସତ

ଏହି ଉପାୟରେ କରନ୍ତୁ ଗଣେଶ ପୂଜା: ହେବ ଧନ ବର୍ଷା, ଚମକିବ ଭାଗ୍ୟ

ଆଗକୁ ଆସୁଛି ଗଣେଶ ପୂଜା। ବାପ୍ପାଙ୍କୁ ସ୍ବାଗତ କରିବା ପାଇଁ ସମସ୍ତେ ଜୋରସୋର ପ୍ରସ୍ତୁତି ଆରମ୍ଭ ହୋଇଛି। କିନ୍ତୁ କରୋନା ଯୋଗୁ ଏଥର ଗଣେଶ ପୂଜା କିଛିଟା ଫିକା ପଡିବାର ସମ୍ଭାବନା ରହିଛି। ଆପଣ ବାହାରକୁ ନ ଯାଇ ନିଜ ଘରକୁ ଗଣେଶଙ୍କ ମୂର୍ତ୍ତି ଆଣି ପୂଜା କରିପାରିବେ। ଯଦି ଆପଣଙ୍କର କୌଣସି ଇଚ୍ଛା ଦୀର୍ଘ ସମୟ ପର୍ଯ୍ୟନ୍ତ ପୂରଣ ହୁଏ ନାହିଁ, ତେବେ ଏଥର ଗଣେଶ ପୂଜାରେ ବାପ୍ପାଙ୍କ ଗୋଟିଏ ମନ୍ତ୍ର ଜପ କଲେ ଅତ୍ୟନ୍ତ ଶୁଭଫଳ ଲାଭ ହେବ।ଏହାଦ୍ୱାରା ଭାଗ୍ୟ ଚମକିବା ସହ ଧନ ବର୍ଷା ହେବ ବୋଲି କୁହାଯାଉଛି।

ଯଦି ଆପଣଙ୍କର କୌଣସି ଇଚ୍ଛା ଦୀର୍ଘ ସମୟ ଧରି ପୂରଣ ହୁଏ ନାହିଁ, ତେବେ ଆପଣ ଏହି ଗଣେଶ ଚତୁର୍ଥୀରେ ଗଣପତି ବାପ୍ପାଙ୍କ ଏହି ମନ୍ତ୍ର ଜପ କରିବା ଉଚିତ୍‌

ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମପ୍ରଭଃ
ନିର୍ବିଘ୍ନ କୁରୁ ମେ ଦେବ ସର୍ବକାର୍ଯ୍ୟେସୁ ସର୍ବଦା

ଗଣପତି ବାପ୍ପାଙ୍କୁ ଖୁସି କରିବା ଏବଂ ତାଙ୍କ ଆଶୀର୍ବାଦ ପାଇବା ପାଇଁ ଏହା ଏକ ଅତି ସରଳ ଏବଂ ସୁନ୍ଦର ମନ୍ତ୍ର। ଗଣେଶ ଚତୁର୍ଥୀ ଦିନ ଏହି ମନ୍ତ୍ର ଜପ କରି ଭଗବାନ ଶ୍ରୀ ଗଣେଶଙ୍କୁ ୧୦୮ ଥର ହଳଦିଆ ଫୁଲ ଚଢାନ୍ତୁ। ଗଣପତି ବାପ୍ପାଙ୍କୁ ଏପରି ଉପାସନା କରିବା ଦ୍ୱାରା ଚମତ୍କାର ଫଳ ମିଳିବ ଏବଂ କାର୍ଯ୍ୟ ଏବଂ ବ୍ୟବସାୟରେ ଆସୁଥିବା ସମସ୍ତ ବାଧା ଦୂର ହେବ।


Enter your email to get our daily news in your inbox.

All Right Reserved By Dharitri.Com

ରୋଗୀଙ୍କ ଗଳାରୁ ବାହାରୁଥିଲା ରକ୍ତ, କାରଣ ଜାଣି ଆଶ୍ଚର୍ଯ୍ୟ ହେଲେ ଡାକ୍ତର

ବ୍ରିଟେନ୍‌ରେ ରହୁଥିବା ୭୨ ବର୍ଷୀୟ ଅବସରପ୍ରାପ୍ତ ଇଲେକ୍ଟ୍ରିସିଆନ୍‌ ଜ୍ୟାକ୍‌ଙ୍କ ଗଳାରୁ ରକ୍ତ ବାହାରୁଥିଲା।  ଜ୍ୟାକ୍‌ଙ୍କ ଗଳା ଦରଜ ହେବା ସହ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ...

ଗର୍ଲଫ୍ରେଣ୍ଡଙ୍କୁ ପରିବାର ସହ ଭେଟ କରିବାକୁ ରାଜି ନ ଥିଲେ ବୟଫ୍ରେଣ୍ଡ୍‌, ଆଉ ତା’ପରେ

ଆମେରିକାର କାର୍ର୍ଲିଫର୍ନିଆ ସହରରେ ଏକ ଅଜବ ଘଟଣା ଘଟିଛି। ଗର୍ଲଫ୍ରେଣ୍ଡ ଅଧିକ ମୋଟା ହୋଇଥିବାରୁ ବୟଫ୍ରେଣ୍ଡ ତାଙ୍କ ହାତ ଛାଡି ଦେଇଥିଲେ। ଏହା ଜାଣିବା ପରେ...

ୟୁଟ୍ୟୁବର ଦେଇଥିଲେ ମଦ ପିଇବା ପାଇଁ ଲାଇଭ୍‌ ଚ୍ୟାଲେଞ୍ଜ, ୧.୫ ଲିଟର ପିଇବା ପରେ ଘଟିଲା ଏମିତି…

ଆପଣ ଏକ କାହାଣୀ ନିଶ୍ଚିତ ଶୁଣିଥିବେ ଯେ, ଅଧିକ ଉତ୍ସାହିତ ହେଲେ ନିଜର କ୍ଷତି ଘଟିଥାଏ। ଠିକ୍‌ ସେମିତି ଏକ ଘଟଣା ଘଟିଛି ଋଷିଆରେ। ଜଣେ...

ପୁସ୍ତକ ‘ଦି ଆବ୍‌ସେଣ୍ଟ ଡାଇଲଗ୍‌’ରେ ଯୁକ୍ତି: ସଶସ୍ତ୍ର ବଳର ନେତୃତ୍ୱ ନେବାରେ ସକ୍ଷମ ନ ଥିଲେ ନେହେରୁ

ନୂଆଦିଲ୍ଲୀ: ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ସଶସ୍ତ୍ର ବଳର ନେତୃତ୍ୱ ନେବାକୁ ସକ୍ଷମ ନ ଥିଲେ ଅଥବା ତାକୁ ଦକ୍ଷତାର ପରିଚଳାନା କରି ନ...

କୁପ୍ରଥା ବିରୋଧରେ ସଚେତନତା ସୃଷ୍ଟି ହେଉ

ପ୍ରତିବର୍ଷ ଡିସେମ୍ବର ୨କୁ ଆନ୍ତର୍ଜାତିକ ଦାସତ୍ୱ ଉଚ୍ଛେଦ ଦିବସ ଭାବେ ପାଳନ କରାଯାଇଥାଏ। ମାନବ ଚାଲାଣ ରୋକିବା, ଶ୍ରମ, ବେଶ୍ୟାବୃତ୍ତି ଆଦି କାର୍ଯ୍ୟ ନିମନ୍ତେ ଲୋକମାନଙ୍କୁ...

ଏମିତି ନଦୀ ଯାହାର ବାଲିରୁ ମିଳେ ମୁଠା ମୁଠା ସୁନା…

ଝାଡ଼ଖଣ୍ଡରେ ରହିଛି ସୁବର୍ଣ୍ଣ ରେଖା ନଦୀ। ରତ୍ନଗର୍ଭାଠାରୁ ୧୫ କିମି ଦୂରରେ ରହିଛି ଏହି ନଦୀ। ସୂର୍ଯ୍ୟାଲୋକ ପଡ଼ିଲେ ନଦୀର ଜଳ ସୁନା ପରି ଚକଚକ...

ପାପୁଲିରେ ଚାଉଳ ଦେଖି ପାଖକୁ ଆସିଲା ମୟୂର, ଆଉ ତାପରେ

ବେଳେବେଳେ ଏପରି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ଯାହା ଦେଖିବା ପରେ ଅନେକ ଖୁସି ଲାଗିଥାଏ। ଏହିପରି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ...

ଗୋଲାପ ଫୁଲରେ ନୀଳ ରଙ୍ଗର ସାପ; ଦେଖନ୍ତୁ ଭିଡିଓ

କେବେ ନୀଳ ରଙ୍ଗର ସାପ ଦେଖିଛନ୍ତି। ତାହା ପୁଣି ଗୋଟିଏ ଗୋଲପ ଫୁଲ ଉପରେ ଗୁଡ଼ାଇ ହୋଇ ରହିଛି। ସୋସିଆଲ ମିଡିଆରେ ଏଭଳି ଏକ ଦୁର୍ଲଭ...

Play 250+ Trending Games
Archives

Model This Week

Why Dharitri