ଜାତିସଂଘ ପକ୍ଷରୁ ‘ଦିଓ୍ବାଲୀ ପାଓ୍ବାର ଅଫ୍‌ ଓ୍ବାନ’ ପୁରସ୍କାର…

ଜେନେଭା,୬।୧୨ : ମିଳିତ ଜାତିସଂଘ ପକ୍ଷରୁ ୪ ରାଜନେତା ଏବଂ ଜଣେ ଆମେରିକୀୟ ସାଂସଦଙ୍କୁ ‘ଦିଓ୍ବାଲୀ ପାଓ୍ବାର ଅଫ୍‌ ଓ୍ବାନ’ ପୁରସ୍କାର ପ୍ରଦାନ କରାଯାଇଛି। ଶାନ୍ତିପୂର୍ଣ୍ଣ ଏବଂ ନିରାପଦ ବିଶ୍ୱ ପାଇଁ କାର୍ଯ୍ୟ କରିବା ଲାଗି ପ୍ରତିବର୍ଷ ଏହି ସମ୍ମାନ ପ୍ରଦାନ କରାଯାଇଥାଏ।

ଏହି ପୁରସ୍କାର କୂଟନୀତି କ୍ଷେତ୍ରରେ ଓସ୍କାର ଭାବେ ମଧ୍ୟ ପରିଚିତି ହାସଲ କରିଛି। ମିଳିତ ଜାତିସଂଘର ପୂର୍ବତନ ଉଚ୍ଚ ସ୍ତରର ସଦସ୍ୟ, ପୂର୍ବର ସ୍ଥାୟୀ ପ୍ରତିନିଧୀ କିମ୍ବା ଉଚ୍ଚ ସ୍ତରର ସଦସ୍ୟ ଅବା ଶୀଘ୍ର ଅବସର ନେଇଥିବା ସଦସ୍ୟଙ୍କୁ ଯୋଗ୍ୟତା ତଥା ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ ଆଧାରରେ ପ୍ରଦାନ କରାଯାଇଥାଏ।

ସେମାନଙ୍କ ମଧ୍ୟରେ ଜର୍ଜିଆର ପୂର୍ବ ସ୍ଥାୟୀ ପ୍ରତିନିଧୀ ଏବଂ କାନାଡାର ସାମ୍ପ୍ରତିକ ସ୍ଥାୟୀ ପ୍ରତିନିଧୀ କାହା ଇମ୍ନାଡଜ, ଗ୍ରେନେଡ଼ାରେ ଜାତିସଂଘର ସ୍ଥାୟୀ ପ୍ରତିନିଧି କିଶା ମେକଗାୟର ଅଛନ୍ତି। ଅନ୍ୟ ତିନି ଜଣଙ୍କ ମଧ୍ୟରେ ପୂର୍ବବର୍ତ୍ତୀ ମଧ୍ୟବର୍ତ୍ତୀ ପ୍ରତିରକ୍ଷା ମନ୍ତ୍ରୀ ତଥା ବୁଲଗେରିଆର ସ୍ଥାୟୀ ପ୍ରତିନିଧି ଏବଂ ବର୍ତ୍ତମାନ ଆମେରିକାରେ ରାଷ୍ଟ୍ରଦୂତ ଜର୍ଜ ଓ୍ବେଲିକୋଭ, ଆମେରିକା ରାଷ୍ଟ୍ରଦୂତ ଜିନ୍‌ କ୍ଲାଉଡ ଡୋ ରେଗୋ ଏବଂ ଆମେରିକା ପ୍ରତିନିଧୀ ଏଲିୟଟ ଲାନ୍ସ ଇଞ୍ଜେଲ ରହିଛନ୍ତି।

ଏହି ପୁରସ୍କାରର ୨୦୧୭ ରେ ଆମେରିକାର ଦିୱାଲୀ ଫାଉଣ୍ଡେଶନ ଦ୍ୱାରା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାବର୍ଷ ମାନ୍ଦାବସ୍ଥାର ସମ୍ମୁଖୀନ ହେବ ବିଶ୍ୱ

ଓ୍ବାଶିଂଟନ,୧୭।୯: ଅଧିକାଂଶ ଦେଶର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଏକସଙ୍ଗେ ସେମାନଙ୍କ ମୁଦ୍ରାନୀତିକୁ କଠୋର କରିଥିବାବେଳେ ଆସନ୍ତା ବର୍ଷ ବିଶ୍ୱ ମାନ୍ଦାବସ୍ଥାର ସମ୍ମୁଖୀନ ହୋଇପାରେ। ବିଶ୍ୱବ୍ୟାଙ୍କ ପକ୍ଷରୁ ସଦ୍ୟ...

‘ଇକୋନୋମିଷ୍ଟ’ ବିରୋଧରେ ମାମଲା

ବାଗଦାଦ୍‌,୧୩ା୮: ବ୍ରିଟେନର ଜଣାଶୁଣା ପତ୍ରିକା ‘ଦି ଇକୋନୋମିଷ୍ଟ’ରେ ନିକଟରେ ଏକ ବିବାଦୀୟ ଆର୍ଟିକଲ ପ୍ରକାଶ ପାଇଥିଲା। ଆରବ ଦୁନିଆର ମୋଟୀ ମହିଳାମାନଙ୍କୁ ଏଥିରେ ସ୍ଥାନିତ କରାଯାଇଥିଲା।...

ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ପୃଥିବୀର ଖାଦ୍ୟ ସୁରକ୍ଷା ଉପରେ ଦୋହରା ମାଡ଼,ଆଫ୍ରିକୀୟ ଦେଶ ସର୍ବାଧିକ ପ୍ରଭାବିତ …

ଜେନେଭା, ୨୮।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ସିଧାସଳଖ ପ୍ରଭାବ ପୃଥିବୀର ଖାଦ୍ୟ ସୁରକ୍ଷା ଉପରେ ପଡ଼ିଛି। ଯୁଦ୍ଧ ଯୋଗୂ ପୃଥିବୀର...

୪୦ ବର୍ଷ ପରେ ନ ଥିବ ଆମାଜନ

ବ୍ରାଜିଲିଆ, ୧୨ା୧: ବିଶ୍ୱର ସବୁଠାରୁ ବଡ଼ ଟ୍ରପିକାଲ ଜଙ୍ଗଲ ଆମାଜନ ଏବେ ବିପଦରେ। ବଦଳୁଥିବା ପାଣିପାଗ, ବ୍ୟାପକ ଗଛ କଟା ଯୋଗୁ ଏହି ଜଙ୍ଗଲର ଅସ୍ତିତ୍ୱ...

ସାମୁଦ୍ରିକ ଝଡ଼ ଗାବ୍ରିଏଲର ତାଣ୍ଡବ, ୨୫୦ କିଲୋମିଟର ବେଗରେ ବହିଲା ପବନ, ଜରୁରୀକାଳୀନ ପରିସ୍ଥିତି ଜାରି…

ଅକଲାଣ୍ଡ,୧୪।୨ : ନ୍ୟୁଜିଲାଣ୍ଡରେ ସମୁଦ୍ର ଝଡ଼ ଗାବ୍ରିଏଲର ତାଣ୍ଡବ ଆରମ୍ଭ ହୋଇଛି। ଝଡ ଯୋଗୁ ଅଧିକ ବିନାଶ ହେବାର ଆଶଙ୍କା ରହିଛି। ଏହି କାରଣରୁ ନ୍ୟୁଜିଲାଣ୍ଡ...

ହାତରେ ଟର୍ଚ୍ଚ ଧରି ଏଭରେଷ୍ଟ ଶୃଙ୍ଗ ଚଢୁଛନ୍ତି ପର୍ବତାରୋହୀ

କାଠମାଣ୍ଡୁ,୧୨।୩: ଏବେ ଗିରି ଶୃଙ୍ଗ ଏଭରେଷ୍ଟ ଚଢିବା ପାଇଁ ପର୍ବତାରୋହୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗିରିଶୃଙ୍ଗ ଆରୋହଣ କରିବାର ନିଶାରେ ମସଗୁଲ୍‌ ପର୍ବତାରୋହୀ ହାତରେ ଟର୍ଚ୍ଚ...

ରୁଷିଆକୁ ରୋକିବାକୁ ଏକମାତ୍ର ବିକଳ୍ପ

ଓ୍ବାଶିଂଟନ୍‌,୨୭।୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ଅଧିକ ଆକ୍ରମଣାତ୍ମକ ହେବାରେ ଲାଗିଛି। ୟୁକ୍ରେନ ଆତ୍ମସମର୍ପଣ କରିବାକୁ ମନା କରିବା ପରେ ରୁଷିଆ...

ପାକିସ୍ତାନ ସୈନ୍ୟବାହିନୀ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ, ୨ ମେଜରଙ୍କ ସମେତ ୬ ମୃତ…

ଇସଲାମାବାଦ, ୨୬।୯ : ପାକିସ୍ତାନରେ ଏକ ବଡ଼ ଦୁର୍ଘଟଣା ଘଟିଛି। ବାଲୁଚିସ୍ତାନରେ ଏକ ସୈନ୍ୟବାହିନୀ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଜିଓ ନ୍ୟୁଜ ରିପୋର୍ଟ ଅନୁଯାୟୀ, ଏହି...

Advertisement
Archives

Model This Week