Posted inଖେଳ

ଆଇପିଏଲ ଇତିହାସରେ ପ୍ରଥମ ଥର ଘଟିଲା ଏମିତି

ମୁମ୍ବାଇ,୨୧।୪: ଏଠାରେ ବୁଧବାର ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଏକ ଭିନ୍ନ ଘଟଣା ଦେଖିବାକୁ ମିଳିଛି, ଯାହା ଆଇପିଏଲ ଇତିହାସରେ କଦାପି ଘଟି ନ ଥିଲା। ସିଏସ୍‌କେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ପ୍ରଥମ ଥର ପାଇଁ କେକେଆର ସ୍ପିନର ସୁନୀଲ ନାରିନଙ୍କୁ ଚୌକା ମାରିଛନ୍ତି। ୨୦୧୨ରେ ଆଇପିଏଲରେ ପଦାର୍ପଣ କରିଥିବା ନାରିନଙ୍କ ବଲରେ ଏହି ମ୍ୟାଚ୍‌ ପୂର୍ବରୁ ଧୋନୀ କଦାପି ଚୌକା କିମ୍ବା ଛକା ମାରି ନ ଥିଲେ। ଦୀର୍ଘ ୯ ବର୍ଷ ମଧ୍ୟରେ ନାରିନଙ୍କ ୬୫ଟି ବଲ ଖେଳିବା ପରେ ପ୍ରଥମ ଥର ଚୌକା ଲଗାଇଛନ୍ତି ଧୋନୀ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୫୫ ରନରେ ଜିତିଲା ଜିଟି

ଅହମଦାବାଦ,୨୫।୪ : ଆପିଏଲ ୨୦୨୩ର  ୩୫ ତମ ମ୍ୟାଚରେ ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ବିପକ୍ଷରେ ଗୁଜରାଟ ଟାଇଟାନ୍ସ ୫୫ ରନରେ ବିଜୟ ହାସଲ କରିଛି। ଧାର୍ଯ୍ୟ...

ଟେଷ୍ଟ ପରେ ହାତରୁ ଗଲା ଦିନିକିଆ, ୭ ଉଇକେଟରେ ଦ୍ୱିତୀୟ ମ୍ୟାଚ୍‌କୁ ଜିତିଲା ଦକ୍ଷିଣ ଆଫ୍ରିକା

ପାର୍ଲ, ୨୧।୧: ଟିମ୍‌ ଇଣ୍ଡିଆ ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତ ଲଜ୍ଜାଜନକ ସାବ୍ୟସ୍ତ ହୋଇଛି। ଟେଷ୍ଟ ସିରିଜ୍‌ ପରେ ଏବେ ଦିନିକିଆ ସିରିଜ୍‌ ଭାରତ ହାତରୁ...

ମାଳବିକା ଜିତିଲେ ଟାଇଟଲ

  କନାସ୍‌ (ଲିଥୁଆନିଆ), ୧୪ା୬ (ପି.ଟି.)-ଭାରତର ମାଳବିକା ବନସୋଡ୍‌ ଏଠାରେ ଚାଲିଥିବା ଆରଏସ୍‌ଏଲ୍‌ ଲିଥୁଆନିଆନ ଇଣ୍ଟରନ୍ୟାଶନାଲ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ମହିଳା ସିଙ୍ଗଲ୍ସ ଚାମ୍ପିୟନ ହୋଇଛନ୍ତି। ଫାଇନାଲରେ...

ଚୁମ୍ବନ ଦେଇ ବ୍ୟାଟ୍ସମ୍ୟାନ୍‌ଙ୍କୁ ପାଭିଲିୟନକୁ ପଠାଇଲେ ବୋଲର୍‌: ଦେଖନ୍ତୁ ଭିଡିଓ

ମୁମ୍ବାଇ,୨୫।୪: ଆଇପିଏଲ ୨୦୨୨ର ୩୭ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ମୁମ୍ବାଇ ଇଣ୍ଡିଆନ୍ସକୁ ୩୬ ରନ୍‌ରେ ପରାସ୍ତ କରିଛି। ପୁଣି ଥରେ ମୁମ୍ବାଇର ବ୍ୟାଟ୍ସମ୍ୟାନ୍‌ମାନେ ଏହି...

ସାନିଆ, ଶ୍ରୀକାନ୍ତଙ୍କ ବିଦାୟ, କ୍ୱାର୍ଟରରେ ପ୍ରଣୀଥ

ବ୍ୟାଙ୍କକ୍‌,୧।୮(ପିଟି)- ଦେଶର ଅଗ୍ରଣୀ ଶଟଲର ସାଇନା ନେହ୍ବାଲ ଓ କିଡାମ୍ବି ଶ୍ରୀକାନ୍ତ ଏଠାରେ ଚାଲିଥିବା ଥାଇଲାଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଦ୍ୱିତୀୟ ରାଉଣ୍ଡରୁ ପରାଜୟ ସହ...

‘ଫିଟ୍‌ ଟୁ ଫ୍ଲାଏ’ ସାର୍ଟିଫିକେଟ ଅପେକ୍ଷାରେ ଶାସ୍ତ୍ରୀ

ନୂଆଦିଲ୍ଲୀ, ୧୭। ୯(ପି.ଟି.) ୟୁନାଇଟେଡ କିଙ୍ଗ୍‌ଡମ୍‌(ୟୁକେ)ରେ ଅଟକ ରହିଥିବା ଭାରତର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ, ଫିଲ୍ଡିଂ କୋଚ୍‌ ଭରତ ଅରୁଣ ଓ ଆର. ଶ୍ରୀଧର...

ଟୋମିକ୍‌ଙ୍କୁ ପୁରସ୍କାର ରାଶି ମିଳିବ ନାହିଁ

ଲଣ୍ଡନ, ୪ା୭ (ଏଏଫ୍‌ପି)-ଅଷ୍ଟ୍ରେଲୀୟ ଟେନିସ୍‌ ଖେଳାଳି ବର୍ନାଡ ଟୋମିକ୍‌ ତାଙ୍କ ଓ୍ବିମ୍ବେଲଡନ ପୁରସ୍କାର ରାଶି ହରାଇବେ। ମଙ୍ଗଳବାର ଫ୍ରାନ୍ସର ଜୋ ଓ୍ବିଲ୍‌ଫ୍ରେଡ୍‌ ସୋଙ୍ଗାଙ୍କ ବିପକ୍ଷ ପ୍ରଥମ...

୧୦୦ତମ ଟେଷ୍ଟରେ ଅର୍ଦ୍ଧଶତକ ଛୁଇଁପାରିଲେ ନାହିଁ

ମୋହାଲି,୪।୩: ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି କ୍ୟାରିୟର ୧୦୦ତମ ଟେଷ୍ଟରେ ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଛନ୍ତି। ସ୍ଥାନୀୟ ଆଇଏସ୍‌ ବିନ୍ଦ୍ରା ଷ୍ଟାଡିୟମରେ ଶୁକ୍ରବାରଠାରୁ...

Advertisement
Archives

Model This Week