ବର୍ଷା ପୂର୍ୱରୁ ରାସ୍ତା ମରାମତି, କଲର୍ଭଟ ନିର୍ମାଣ ଦାବି ତେଜିଲା

ସୁନାବେଡା/ସେମିଳିଗୁଡ଼ା,୨୭ା୪(କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼)- କୋରାପୁଟ ଜିଲା ସେମିଳିଗୁଡ଼ା ବ୍ଲକ ଗୁଣ୍ଠାପୁଟ ପଞ୍ଚାୟତରେ ମିଳିତ ଜନ ଅଭିଯୋଗ ଶୁଣାଣି ଓ ସଚେତନତା ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି। ବିଡିଓ ଯସ୍ମିନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ମୋଟ ୬ ଅଭିଯୋଗର ଶୁଣାଣି ହୋଇଥିଲା। ଅଭିଯୋଗଗୁଡ଼ିକର ତୁରନ୍ତ ସମାଧାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ଶିବିରରେ ଏବିଡିଓ ବସନ୍ତ ବେହେରା, ବିଏସ୍‌ଏସ୍‌ଓ ଟି. ଶୁରଭି, ବିପିସି ପେଶା ପ୍ରମୋଦ ଖିଲ, ବିପିଏ ସୁନୀଲ ଗରଡା, ସରପଞ୍ଚ ବଳଭଦ୍ର ବୋରା ଓ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଶିବିରରେ ପଞ୍ଚାୟତ ଅଧୀନ ପୋଡାପଦର, ପଣସପୁଟ ଓ ହାଡ଼ିଗୁଡ଼ା ଗାଁ ରାସ୍ତା ମରାମତି କରିବାକୁ ନେଇ ଅଭିଯୋଗ ହୋଇଛି। ପୋଡ଼ାପଦର ଗାଁରେ ସିସି ଡ୍ରେନ ନିର୍ମାଣ ପାଇଁ ଅଭିଯୋଗ ହୋଇଛି। ବଡ଼ ଚୋରି ଗାଁରେ ସଦର ମଣ୍ଡପ ମରାମତି ଓ ଏକ କଲଭର୍ଟ ନିର୍ମାଣ କରିବାକୁ ଅଭିଯୋଗ କରାଯାଇଛି। ସମସ୍ତ ବିଭାଗୀୟ ଅଧିକାରୀ ସରକାରୀ ଯୋଜନା ନେଇ ଲୋକଙ୍କୁ ବୁଝାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୋର ଧରିଛି ଗୋ ହତ୍ୟା ବନ୍ଦ, ଗୋମାତାକୁ ରାଷ୍ଟ୍ରମାତା ଘୋଷଣା ଦାବି

ଗଞ୍ଜାମ,୨୭।୪: (ବିଦ୍ୟାଧର ସାହୁ): )ଗଞ୍ଜାମ ଗୋ ରକ୍ଷକ ସେବା ସମିତି ଓ ଗୋ ସମ୍ମାନ ଆହ୍ବାନ ଅଭିଯାନ ପକ୍ଷରୁ ଗୋ ହତ୍ୟା ବନ୍ଦ କରିବା ଏବଂ ଗୋମାତାକୁ…

୨ ଦିନ ହେବ ନିଖୋଜ ଥିଲେ ନବମ ଶ୍ରେଣୀ ଛାତ୍ରୀ: ବହୁ ଖୋଜାଖୋଜି ପରେ ମିଳିଲେ ଏଇଠି …

ହାଟଡିହି/ଛେନାପଦୀ,୨୭l୪(ଶୁଭକାନ୍ତ ନାୟକ/ନିରାକାର ପରିଡା):ଦୁଇ ଦିନ ହେବ ନିଖୋଜ ଥିବା ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ସୋମବାର ଉଦ୍ଧାର କରିଛି। ତେବେ ଛାତ୍ରୀ…

ତାମିଲନାଡୁ ନେଇ ମହିଳାଙ୍କୁ ବଳାତ୍କାର ଅଭିଯୋଗ: ସ୍ବାମୀ ପହଞ୍ଚି …

ହାଟଡିହି/ଛେନାପଦୀ,୨୭l୪(ଶୁଭକାନ୍ତ ନାୟକ/ନିରାକାର ପରିଡା):କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଞ୍ଚଳରେ ଦୁଇ ସନ୍ତାନର ମହିଳାଙ୍କୁ ତାମିଲନାଡୁ ନେଇ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଗତ ରବିବାର ମହିଳା ଜଣକ…

ମିଳିତ ଜନଶୁଣାଣିରେ ୯୦ ଅଭିଯୋଗ ପଞ୍ଜୀକୃତ: ଦିବ୍ୟାଙ୍ଗଙ୍କୁ ଦିଆଗଲା ଟ୍ରାଇସାଇକେଲ

ଦିଗପହଣ୍ଡି,୨୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଜିଲା ପୋଲିସ ପ୍ରଶାସନ ପକ୍ଷରୁ ମିଳିତ ଜନଶୁଣାଣି ଅନୁଷ୍ଠିତ ହୋଇଥିଲା। ସାନଖେମୁଣ୍ଡି ବିଡ଼ିଓ…

ବିଶ୍ରାମ ନେଉଛନ୍ତି ଠାକୁରାଣୀ: ମଙ୍ଗଳବାର ଦେବୀଙ୍କ ନଗର ଭ୍ରମଣ

ଭଞ୍ଜନଗର,୨୭।୪(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରାର ଦେବୀଙ୍କ ଆଗମନ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଛି। ବ୍ୟାଘ୍ର ଦେବୀଙ୍କୁ କୁଲାଡରୁ ଏକ ବିରାଟ ଶୋଭାଯାତ୍ରାରେ ରବିବାର…

ବୀମାଭୁକ୍ତ ହେଲେ ଆରଏମ୍‌ସି କର୍ମଚାରୀ

ଗୁଣପୁର,୨୭।୪(ସଂକେତ ପାତ୍ର/ସୁଜାତା ପାଢ଼ୀ): ଗୁଣପୁର ଉପ ଜିଲାପାଳ ତଥା ନିୟନ୍ତ୍ରିତ ବଜାର କମିଟି ଅଧ୍ୟକ୍ଷ ଦୁଧାଲ ଅଭିଷେକ ଦିଲୀପଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ ଗୁଣପୁର ନିୟନ୍ତ୍ରିତ ବଜାର…

ଜମା ଟଙ୍କା ଦେଲାନି ବ୍ୟାଙ୍କ୍‌, ଭଉଣୀଙ୍କ କଙ୍କାଳକୁ ଖୋଳି ବ୍ୟାଙ୍କ୍‌କୁ ଆଣିଲେ ଭାଇ: ଆଉ ତା’ପରେ ଘଟିଲା…

କେନ୍ଦୁଝର,୨୭।୩(ନରେଶ ଚନ୍ଦ୍ର ପଟ୍ଟନାୟକ/(ବୀରକିଶୋର ଦାଶ): ପାଟଣା ଥାନା ମଲ୍ଲୀ ପଶି ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ଆଦିବାସୀ ବ୍ୟକ୍ତି ତାଙ୍କ ମୃତ ଭଉଣୀର କଙ୍କାଳ…

ବ୍ରହ୍ମପୁର ଗଲେ ଭଞ୍ଜନଗର କେଭି ଭଲିବଲ ଟିମ୍‌

ଭଞ୍ଜନଗର,୨୭/୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଭଲିବଲ ଟିମ ଦୁଇଟି ବର୍ଗରେ ୨୮ ଜଣ ଛାତ୍ରୀଛାତ୍ର ବ୍ରହ୍ମପୁରଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଭଲିବଲ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri