Odisha Elections 2024
Posted inଜାତୀୟ

ବିଶ୍ୱରେ ଏମିତି କେହି ପୁଅ ଜନ୍ମ ହୋଇନାହିଁ ଯିଏ କେଜରିଓ୍ବାଲଙ୍କୁ ନୁଆଇଁ ଦେବ: କେଜରିଓ୍ବାଲ

ନୂଆଦିଲ୍ଲୀ,୧୮।୮: ଦିଲ୍ଲୀ ବିଧାନସଭାରେ ତିନି ଦିନିଆ ଅଧିବେଶନ ଆୟୋଜିତ ହୋଇଛି। ଅଧିବେଶନର ତୃତୀୟ ଦିନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗୃହକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ ଦାବି କରିଛନ୍ତି ଯେ ସେ ଦିଲ୍ଲୀର ଅଧିକାର ଫେରାଇ ଆଣିବେ। ଦିଲ୍ଲୀ ସେବା ବିଲ ସମ୍ପର୍କରେ ଭାଜପାକୁ ଟାର୍ଗେଟ କରି କେଜରିଓ୍ବାଲ ଏହା କହିଛନ୍ତି। ଏହା ସହିତ ସେ କହିଥିଲେ ଯେ ବିଶ୍ୱରେ କୌଣସି ଏମିତି ପୁଅ ଜନ୍ମ ହୋଇ ନାହାଁନ୍ତି ଯିଏ ଅରବିନ୍ଦ କେଜରିୱାଲଙ୍କୁ ନୁଆଇଁ ଦେବ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ରରେ ଥିବା ଭାଜପା ସରକାର ଏକ ଆଇନ ପ୍ରଣୟନ କରି ଦିଲ୍ଲୀର ଲୋକଙ୍କ ଅଧିକାର ଛଡ଼ାଇ ନେଇଛନ୍ତି, କିନ୍ତୁ ମୁଁ ଦିଲ୍ଲୀର ଲୋକଙ୍କୁ ନିଶ୍ଚିତ କରୁଛି ଯେ ମୁଁ ଆପଣଙ୍କ ଅଧିକାର ଫେରାଇ ଆଣିବି, ଆମେ କୌଣସି ବି ପରିସ୍ଥିତିରେ ଦିଲ୍ଲୀର କାମ ବନ୍ଦ କରିବାକୁ ଦେବୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମୁହଁରେ ମାସ୍କ, ନାକରେ ଅକ୍ସିଜେନ୍‌ ସିଲିଣ୍ଡର ଲଗାଇ ଭୋଟ୍‌ ଦେବାକୁ ଆସିଲେ ବୃଦ୍ଧା

ଶିମ୍‌ଲା,୧ା୬: ହିମାଚଳ ପ୍ରଦେଶରେ ଲୋକ ସଭା ନିର୍ବାଚନ ପାଇଁ ମତଦାନ ଜୋର୍‌ସୋରରେ ଚାଲିଛି। ମଣ୍ଡି, ଶିମ୍‌ଲା, ହମିରପୁର ଏବଂ କାଙ୍ଗ୍‌ରା ଲୋକ ସଭା ଆସନରୁ ଭୋଟ୍‌...

OpenAIର ଦାବି, ଇସ୍ରାଏଲ କମ୍ପାନୀ ଭାରତର ନିର୍ବାଚନକୁ ପ୍ରଭାବିତ କରିବାକୁ କରିଛି ଚେଷ୍ଟା

ନୂଆଦିଲ୍ଲୀ,୧।୬: ଦେଶରେ ଲୋକ ସଭା ନିର୍ବାଚନ ମଧ୍ୟରେ ଚ୍ୟାଟଜିପିଟିର ନିର୍ମାତା ଓପନଏଆଇ ଏକ ବଡ଼ କଥା କହିଛି। ଭାରତୀୟ ନିର୍ବାଚନକୁ କେନ୍ଦ୍ର କରି ଗୁପ୍ତ ଅଭିଯାନରେ...

ପୁଣେ କାର୍‌ ଦୁର୍ଘଟଣା: ଅଭିଯୁକ୍ତ ନାବାଳକଙ୍କ ମା’ ଗିରଫ

ପୁଣେ,୧।୬: ପୁଣେ ପୋଲିସ ପୋର୍ସେ କାର୍‌ ଦୁର୍ଘଟଣା ମାମଲାରେ ଅଭିଯୁକ୍ତ ନାବାଳକଙ୍କ ମା’ଙ୍କୁ ଗିରଫ କରିଛି। କାରଣ ନାବାଳକଙ୍କ ରକ୍ତ ନମୂନା ତାଙ୍କ ମା’ଙ୍କ ରକ୍ତ...

ଲୋକ ସଭା ନିର୍ବାଚନର ଶେଷ ପର୍ଯ୍ୟାୟରେ ଫାଇଟ ବଡ ଟାଇଟ!

ନୂଆଦିଲ୍ଲୀ,୧।୬: ୨୦୨୪ ଲୋକ ସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟରେ ଶନିବାର (ଜୁନ ।) ସାତୋଟି ରାଜ୍ୟ ତଥା ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫୭ ଟି ସଂସଦୀୟ...

New Rule From June 1: ଆଜିଠାରୁ ବଦଳିଯାଇଛି ଏସବୁ ଗୁରତ୍ୱପୂର୍ଣ୍ଣ ନିୟମ; ଜାଣି ନିଅନ୍ତୁ ନଚେତ ହଇରାଣରେ ପଡ଼ିବେ

ନୂଆଦିଲ୍ଲୀ,୧।୬: ଜୁନ ପହିଲା ଅର୍ଥାତ ଆଜିଠାରୁ ଲାଗୁ ହୋଇଛି କିଛି ନୂଆ ନିୟମ। ଘରୋଇ ଗ୍ୟାସ ସିଲିଣ୍ଡରର ଦାମ୍‌ କମ୍‌ ହୋଇଥିବା ବେଳେ ଗାଡ଼ି ଚଳାଇବା...

କ୍ଷମତା ସଂଗ୍ରାମର ଶେଷ ପର୍ଯ୍ୟାୟରେ ଅନେକ ଆସନରେ କଡା ଟକ୍କର, ହେଲେ ସମସ୍ତଙ୍କ ନଜର ବାରାଣସୀ ଉପରେ

ଲକ୍ଷ୍ନୌ,୧।୬: ଚକ୍ରବ୍ୟୁହର ସପ୍ତମ ଦ୍ୱାରରେ ଆଜି ଏକ ଭୟଙ୍କର ଯୁଦ୍ଧ ହେଉଛି। ଶନିବାର ଅନ୍ତିମ ପର୍ଯ୍ୟାୟରେ ୧୩ଟି ଆସନରେ ମତଦାନ ଅନୁଷ୍ଠିତ ହେବ। ଶନିବାର ଦିନ...

ସପ୍ତମ ପର୍ଯ୍ୟାୟ ଭୋଟ ଗ୍ରହଣ ବେଳେ ପଶ୍ଚିମବଙ୍ଗରେ ହିଂସା

କୋଲକାତା,୧।୬: ପଶ୍ଚିମବଙ୍ଗରେ ସପ୍ତମ ପର୍ଯ୍ୟାୟ ମତଦାନ ପୂର୍ବରୁ ଶୁକ୍ରବାର (୩୧ ମେ’ ୨୦୨୪)ରେ ଏକ ପ୍ରମୁଖ ଘଟଣା ସାମ୍ନାକୁ ଆସିଛି। ଦକ୍ଷିଣ ଚବିଶ ପ୍ରଗଣାର ଭଙ୍ଗର...

କମିଲା ଗ୍ୟାସ ଦାମ୍‌

ନୂଆଦିଲ୍ଲୀ,୧।୬: ଲୋକ ସଭା ନିର୍ବାଚନର ଶେଷ ପର୍ଯ୍ୟାୟ ପୂର୍ବରୁ ଏଲପିଜି ଗ୍ରାହକଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ସରକାରୀ ତୈଳ ଏବଂ ଗ୍ୟାସ ମାର୍କେଟିଂ କମ୍ପାନୀଗୁଡିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri