ବାସ୍ତୁଶାସ୍ତ୍ର: ସୁଖ ସମୃଦ୍ଧି ପାଇଁ ଏଭଳି ସଜାନ୍ତୁ ଘର

ଘର ସଜାଇବାରେ ବାସ୍ତୁଶାସ୍ତ୍ରର ଏକ ପ୍ରମୁଖ ଭୂମିକା ରହିଛି। ଏହା ଅନୁଯାୟୀ କିଛି ଜିନିଷରେ ଘର ସଜାଇଲେ ଘରେ ସୁଖସମୃଦ୍ଧି ବଢିବ ଓ ଦୁର୍ଭାଗ୍ୟ ବି ଆସିବ ନାହିଁ। ଜାଣନ୍ତୁ ସେ ସମ୍ପର୍କରେ…

-ରାମାୟଣ ବା ମହାଭାରତ ଭଳି ଯୁଦ୍ଧ ଫଟୋ ବା ପେଣ୍ଟିଂ ଘରେ ଟାଙ୍ଗନ୍ତୁ ନାହିଁ । ଏହାଦ୍ୱାରା ପରିବାର ସଦସ୍ୟଙ୍କ ମଧ୍ୟରେ ତିକ୍ତତା ବଢିବା ସହ ପ୍ରତିଦ୍ୱନ୍ଦ୍ୱିତା ସୃଷ୍ଟି ହୋଇପାରେ।

-ଘର ଭିତରେ କ୍ୟାକଟସ୍‌ ବା ଅନ୍ୟ କଣ୍ଟାଜାତୀୟ ଗଛ ରଖନ୍ତୁ ନାହିଁ । ଗୋଲାପ ଗଛ ବି ଘର ଭିତରେ ରଖିବା ଅନୁଚିତ । ଏହା କ୍ଷୟକ୍ଷତି ଓ ବିନାଶର କାରଣ ହୋଇପାରେ ।

-ବାସ୍ତୁଶାସ୍ତ୍ର ଅନୁଯାୟୀ ଫଳ, ଫୁଲ ନ ଥିବା ଗଛର ଚିତ୍ର, ବୁଡିଯାଉଥିବା ଡଙ୍ଗାର ଚିତ୍ର, ଶିକାର କରୁଥିବା ଚିତ୍ର, ଇନ୍ଦ୍ରଜାଲ ପରି ଚିତ୍ର, କାନ୍ଦୁଥିବା ଶିଶୁର ଚିତ୍ର, ଦ୍ୱନ୍ଦ୍ୱ ସୃଷ୍ଟି କରୁଥିବା ଫଟୋ ବା ପେଣ୍ଟିଂ ଆଦି ଘରେ ଟାଙ୍ଗିବା ଅନୁଚିତ । ଏସବୁ ଘରେ ନକାରାମତ୍କ ଶକ୍ତି ସୃଷ୍ଟି କରିଥାଏ ଓ ଜୀବନରେ ଦୁଃଖ ଆଣିଥାଏ ।

-ତାଜମହଲର କୌଣସି ସୋପିସ୍‌ ବା ପେଣ୍ଟିଂ ଘରେ ନ ରଖିବା ଭଲ।

-ଘୁଷୁରି, ସାପ, ଚିଲ, ପେଚା, କାଉ, ବାଦୁଡି, ଶାଗୁଣା, ପାରା ଆଦିଙ୍କ ଫଟୋ ବା ମୂର୍ତ୍ତି ରଖନ୍ତୁ ନାହିଁ। ଭାଲୁ, ବାଘ, ବିଲୁଆ, ସିଂହ ଆଦି ହିଂସ୍ର ପ୍ରାଣୀଙ୍କର କୌଣସି କାଠ ବା ଧାତୁ ନିର୍ମିତ ମୂର୍ତ୍ତି ରଖନ୍ତୁ ନାହିଁ । ଏସବୁ ଘରେ ନକାରାମତ୍କ ପ୍ରଭାବ ପକାଇଥାଏ ।

-ଦେବଦେବୀଙ୍କ ଅଧା ଭଙ୍ଗା ମୂର୍ତ୍ତି ବା ଅଧା ଚିରା ଫଟୋ ରଖନ୍ତୁ ନାହିଁ। ଭଙ୍ଗା ଆଇନା ମଧ୍ୟ ଘରେ ରଖନ୍ତୁ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀ ପୁନରୁଦ୍ଧାର ଦାବି: ପଞ୍ଚାୟତ ଅଫିସରେ ସରପଞ୍ଚଙ୍କୁ ତାଲା ମାରିଲେ ମହିଳା

ଭେଡ଼େନ,୨୫।୫ (ହୃଷିକେଶ ଖମାରୀ): ଦିନକୁ ଦିନ ତାପମାତ୍ରା ବଢ଼ି ଚାଲିଥିବା ବେଳେ ଲୋକେ ଗାଧୋଇବା ଓ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଛନ୍ତି । ବରଗଡ଼…

‘ମୃତ ଝିଅ ଅପେକ୍ଷା ଛାଡପତ୍ର ପାଇଥିବା ଝିଅ ଭଲ’, ସୁପ୍ରିମ କୋର୍ଟରେ ଭାବପ୍ରବଣ ହୋଇଗଲେ SG ମେହେଟା

ନୂଆଦିଲ୍ଲୀ,୨୫।୫: ଭୋପାଳରେ ଘଟିଥିବା ବହୁଚର୍ଚ୍ଚିତ ଟ୍ବିଶା ଶର୍ମା ମୃତ୍ୟୁ ମାମଲା ସମ୍ପର୍କରେ ସଲିସିଟର ଜେନେରାଲ (SG)ତୁଷାର ମେହେଟ୍ଟା ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। ସୋମବାର (୨୫ ମଇ,…

ଇରାନର ବଡ଼ ଅନୁରୋଧ ରଖିଲା ଫିଫା

ତେହରାନ, ୨୫ା୫: ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବାକୁଥିବା ଫିଫା ବିଶ୍ୱକପ୍‌ ଲାଗି ଇରାନ ପକ୍ଷରୁ ଦଳର ଟ୍ରେନିଂ କ୍ୟାମ୍ପ ଆମେରିକାରୁ ମେକ୍ସିକୋକୁ ସ୍ଥାନାନ୍ତର କରିବା ଲାଗି…

ବ୍ରିଜ ଉପରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା ଓଲଟି ଲାଗିଗଲା ନିଆଁ, ଡ୍ରାଇଭର ନିଖୋଜ

ରାଉରକେଲା,୨୫ା୫(ସଙ୍ଗୀତା ଜେନା): ରାଉରକେଲାର ନୂତନ ବ୍ରାହ୍ମଣୀ ବ୍ରିଜ୍‌ ଉପରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ହାଇଓ୍ବା ଓଲଟି ପଡ଼ିବାରୁ ଏଥିରେ ନିଆଁ ଲାଗିଯାଇଥିଲା।…

ଧର୍ମେନ୍ଦ୍ର, ଶିବୁ ସୋରେନଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ, ୬୬ ଜଣଙ୍କୁ ସମ୍ମାନୀତ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୫।୫: ସୋମବାର ସାରେ ରାଷ୍ଟ୍ରପତି ଭବନର ଦରବାର ହଲରେ ପଦ୍ମ ପୁରସ୍କାର ସମାରୋହ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬୬ଜଣ ବିଶିଷ୍ଟ…

ବୈଶିଙ୍ଗା-ରୁପ୍ସା ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା, ଶିକ୍ଷକ ମୃତ

ବୈଶିଙ୍ଗା,୨୫।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ବଜାର ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ବେତନଟୀ ବ୍ଲକ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ…

ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧିକୁ ନେଇ ବର୍ଷିଲେ ରାହୁଲ, ସରକାର ଚୁପଚାପ୍ ପକେଟ…..

ନୂଆଦିଲ୍ଲୀ,୨୫।୫: ସୋମବାର ଦିନ ପୁଣିଥରେ ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି। ମାତ୍ର ୧୦ ଦିନ ମଧ୍ୟରେ ଏହା ଚତୁର୍ଥ ଥର ପାଇଁ ସରକାର…

ସୌମ୍ୟ ମୃତ୍ୟୁ: ବିବାଦୀୟ ADGଙ୍କ ବଦଳି, ମା ଆଣିଥିଲେ ସାଂଘାତିକ…

ଭୁବନେଶ୍ୱର,୨୨।୫: ବରିଷ୍ଠ ଆଇପିଏସ୍ ଅଧିକାରୀ ଦୟାଲ ଗଙ୍ଗୱାରଙ୍କ ବଦଳି କରାଯାଇଛି। ତାଙ୍କୁ ADGP (କମ୍ୟୁନିକେସନ) ପଦରୁ ହଟାଯାଇ ଗୃହ ବିଭାଗରେ OSD (ଅଫିସର ଅନ୍ ସ୍ପେସିଆଲ୍ ଡ୍ୟୁଟି)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri