Posted inଜାତୀୟ

ଇଡୁକି ଭୂସ୍ଖଳନ ମୃତ୍ୟୁସଂଖ୍ୟା ୪୩

କୋଚି, ୧୦।୮: କେରଳର ଇଡୁକି ଜିଲାରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଜନିତ ମୃତ୍ୟୁସଂଖ୍ୟା ରବିବାର ୪୩ରେ ପହଞ୍ଚତ୍ଛି। ମାଟି ଅତଡ଼ା ତଳୁ ରବିବାର ଆଉ ୧୬ଟି ମୃତଦେହ ଉଦ୍ଧାର କରାଯାଇଥିଲା। ଭୂସ୍ଖଳନରେ ଚା’ ବଗିଚାରେ କାର୍ଯ୍ୟରତ କର୍ମଚାରୀଙ୍କର ୨୦ଟି ଘର ଧ୍ୱଂସ ହୋଇଯାଇଛି। ୩ ଦିନ ପରେ ବି ମାଟି ତଳେ ଆହୁରି ମୃତଦେହ ରହିଥିବା ଆଶଙ୍କା କରାଯାଉଛି। ଉଦ୍ଧାର କାର୍ଯ୍ୟରେ ସ୍ନିଫର ଡଗ୍‌ ସହାୟତା ନିଆଯାଇଛି। ଭୂସ୍ଖଳନ ଘଟିଥିବା ସ୍ଥାନରେ ୭୮ ଜଣ ରହୁଥିଲେ। ୧୨ ଜଣଙ୍କୁ ଉଦ୍ଧାର କରଯାଇଥିବାବେଳେ ୪୩ ମୃତଦେହ ମିଳିଛି। ଅନ୍ୟମାନଙ୍କୁ ଖୋଜି ବାହାର କରିବା ଲାଗି ଉଦ୍ୟମ ଜାରି ରହିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଜଜ୍‌ ସାହେବ ଭୁଲ୍‌ କରିଦେଲି’

ନୂଆଦିଲ୍ଲୀ,୨୬ା୨: ଭାରତୀୟ ଜନତା ପାର୍ଟି (ଭାଜପା)ର ଆଇଟି ସେଲ୍‌ ସହ ଜଡ଼ିତ ଅପମାନଜନକ ଭିଡିଓ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ନିଜର ଭୁଲ ସ୍ବୀକାର...

ISC Paper Postponed: ଦ୍ୱାଦଶ ରସାୟନ ବିଜ୍ଞାନ ପରୀକ୍ଷା ବାତିଲ୍‌

ନୂଆଦିଲ୍ଲୀ,୨୬।୨: କାଉନସିଲ ଫର୍‌ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା (CISCE) ପକ୍ଷରୁ ସୋମବାର ଫେବୃଆରୀ ୨୬ରେ ଧାର୍ଯ୍ୟ ହୋଇଥିବା ରସାୟନ ବିଜ୍ଞାନ ପେପରକୁ ବାତିଲ୍‌ କରାଯାଇଛି।...

ଶାସନ କ୍ଷମତା ହାତକୁ ଆସିଲେ ଶେଷ କରିବୁ ଅଗ୍ନିପଥ ଯୋଜନା, ଲାଗୁ ହେବ ପୁରୁଣା ବ୍ୟବସ୍ଥା, ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ଖାର୍ଗେ

ନୂଆଦିଲ୍ଲୀ,୨୬।୨: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ଚିଠି ଲେଖି ଅନୁରୋଧ କରିଛନ୍ତି ଯେ ସେନାରେ ନିୟମିତ ସେବା ପାଇଁ...

ପଶ୍ଚିମବଙ୍ଗରେ କଂଗ୍ରେସ ପୂର୍ବରୁ ଅଖିଳେଶ ଜିତିଲେ ମେଣ୍ଟର ଗେମ!

କୋଲକାତା,୨୬।୨: ଲୋକ ସଭା ନିର୍ବାଚନକୁ ନେଇ ଅନେକ ଉତ୍ସାହ ରହିଛି। ସମସ୍ତ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ ତ୍ରୁଣମୂଳ କଂଗ୍ରେସ...

ଆରମ୍ଭ ହେଲା ଦେଶର ସର୍ବବୃହତ ଗ୍ଲୋବାଲ ଟେକ୍ସଟାଇଲ ଇଭେଣ୍ଟ, ଉଦଘାଟନ କଲେ ମୋଦି

ନୂଆଦିଲ୍ଲୀ,୨୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ଦେଶରେ ଆୟୋଜିତ ସର୍ବ ବୃହତ ବିଶ୍ୱ ବୟନ କାର୍ଯ୍ୟକ୍ରମ ମଧ୍ୟରୁ ‘ଭାରତ ଟେକ୍ସ -୨୦୨୪’ ଉଦଘାଟନ କରିଛନ୍ତି। ଭାରତ...

୧୬ ଘଣ୍ଟା ପରେ ବି ନାଫେ ସିଂଙ୍କ ହତ୍ୟାକାରୀ ପଡ଼ିନାହାନ୍ତି ଧରା, ସିସିଟିଭିର ଫୁଟେଜ୍‌ କହୁଛି…

ଚଣ୍ଡିଗଡ଼,୨୬ା୨: ହରିୟାଣାର ବାହାଦୂରଗଡ଼ରେ ଆଇଏନ୍‌ଏଲ୍‌ଡି ନେତା ନାଫେ ସିଂଙ୍କ ହତ୍ୟା ମାମଲାର ୧୬ ଘଣ୍ଟା ପରେ ମଧ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ପାରିନାହିଁ। ପ୍ରକାଶ ଯେ,...

କେଜରିଓ୍ବାଲଙ୍କୁ ନୋବେଲ ପୁରସ୍କାର ମିଳିବା ଜରୁରୀ: ଶେହଜାଦ ପୁନାଓ୍ବାଲା

ନୂଆଦିଲ୍ଲୀ,୨୬।୨: ଦିଲ୍ଲୀର ମଦ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ପଚରାଉଚରା ପାଇଁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ସପ୍ତମ ସମନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ...

ମୁସଲମାନ ପକ୍ଷକୁ ବଡ଼ ଝଟ୍‌କା: ଜ୍ଞାନବ୍ୟାପିରେ ପୂଜା ଜାରି ରଖିବାକୁ ହାଇକୋର୍ଟ ଦେଲେ ନିର୍ଦ୍ଦେଶ

ଲକ୍ଷ୍ନୌ,୨୬।୨: ଉତ୍ତରପ୍ରଦେଶର ବାରାଣାସୀରେ ଅବସ୍ଥିତ ଜ୍ଞାନବ୍ୟାପି ପରିସରରେ ବ୍ୟାସ ଜୀଙ୍କର ତେହଖାନାରେ ପୂଜା ହେବ କି ନାହିଁ ସେନେଇ ଆହ୍ଲାବାଦ ହାଇକୋର୍ଟ ଏକ ରାୟ ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri