ବିପଦ ପୁଣି ଘନେଇଲା: ଆଉ ନାହିଁ ନିସ୍ତାର…

ନୂଆଦିଲ୍ଲୀ,୨୦।୪: ଦେଶରେ କରୋନା ସଂକ୍ରମଣ ବେଲଗାମ୍‌ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ଅଣାୟତ୍ତ ହେବା ଯୋଗୁ ସଙ୍କଟ ବଢୁଛି। କରୋନା ସଂକ୍ରମଣ ଗତ ଥରର ସମସ୍ତ ରେକର୍ଡ ଭାଙ୍ଗି ଚାଲିିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୫୯ ହଜାର୧୭୦ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୧୭୬୧ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏଭଳି ସ୍ଥିତି ଜାରି ରହିଲେ ଆଉ ୩ ଅବା ୪ ଦିନ ମଧ୍ୟରେ ଦେଶରେ ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷରେ ପହଞ୍ଚିବାର ଆଶଙ୍କା ଦେଖାଦେଇଛି। ଇତି ମଧ୍ୟରେ ଦେଶରେ ୨୬ କୋଟି ୯୪ ଲକ୍ଷ ୧୪ ହଜାର ୩୫ ଲୋକଙ୍କ ନମୁନା ପରୀକ୍ଷା ହୋଇଥିବା ଆଇସିଏମ୍‌ଆର୍‌ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ୧୨ କୋଟି ୭୧ ଲକ୍ଷ ୨୯ ହଜାର ୧୧୩ ଲୋକଙ୍କୁ ଟିକାଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ବିଭାଜନ କଂଗ୍ରେସ ପତନର ମୁଖ୍ୟ କାରଣ…

ନୂଆଦିଲ୍ଲୀ,୨୮।୧୦: ଦେଶରେ କଂଗ୍ରେସ ପତନର ମୁଖ୍ୟ କାରଣ ହେଉଛି ଭୋଟ ବିଭାଜନ। ଦେଶରେ ଭୋଟରଙ୍କ ବିଭାଜନକୁ ନେଇ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଏଭଳି କହିଛନ୍ତି।...

ଦୁବେ ଏନ୍‌କାଉଣ୍ଟରକୁ ବଲିଉଡ୍‌ ସହ ଯୋଡ଼ିଲେ ତାପସୀ

ମୁମ୍ବାଇ: ଅଭିନେତ୍ରୀ ତାପସୀ ପନ୍ନୁ ବଲିଉଡ୍‌ରେ ତାଙ୍କ ଉଚ୍ଚକୋଟିର ଅଭିନୟ ଲାଗି ଯେତିକି ପରିଚିତ, ତା’ଠାରୁ ଅଧିକ ସୋସିଆଲ୍‌ ମିଡିଆରେ ତାଙ୍କ ଆକ୍ଟିଭ୍‌ନେସ୍‌। ସେ ସବୁବେଳେ...

କରୋନା ଯୋଗୁ କେତେ କ୍ଷତି ସହିଲେ ଟପ୍‌ ବିଲିୟନେୟାର

କରୋନା ଯୋଗୁ ସାରା ବିଶ୍ୱ ବୃହତ୍ତ ପରିମାଣରେ କ୍ଷତି ସହୁଛି। ଲକଡାଉନ ଯୋଗୁ ବାଣିଜ୍ୟ କାରବାର ଠପ୍‌ ହୋଇ ପଡିଥିଲା। ବର୍ତ୍ତମାନ କଟକଣା କୋହଳ ହେବା...

ଭାଜପା ନେତାଙ୍କୁ ବାଂଲାଦେଶୀ କହିଲା କଂଗ୍ରେସ

ମୁମ୍ବାଇ,୨୦।୨: କଂଗ୍ରେସକୁ ଭାଜପା ସଂଖ୍ୟାଲଘୁ ତୁଷ୍ଟିକରଣ ଦଳ ବୋଲି କହିଆସୁଥିଲା। ତେବେ ଏବେ କଂଗ୍ରେସ ଭାଜପା ଉପରେ ସଂଘ ଜେହାଦ ବୃଦ୍ଧି କରାଉଥିବା ଅଭିଯୋଗ ଆଣିଛି।...

ଓଡ଼ିଶାକୁ ଜାତୀୟ, ଅନ୍ତର୍ଜାତୀୟସ୍ତରରେ ପ୍ରଶଂସା

ଭୁବନେଶ୍ୱର,୨୧ା୪(ବ୍ୟୁରୋ): କରୋନା(କୋଭିଡ୍‌-୧୯)ସଂକ୍ରମଣ ମୁକାବିଲା ନେଇ ରାଜ୍ୟ ସରକାର ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ପ୍ରଶଂସା ସାଉଁଟିବାରେ ଲାଗିଛନ୍ତିି। ଏହି ମହାମାରୀକୁ ପ୍ରତିହତ କରିବା ନିମନ୍ତେ ଆଗୁଆ ପଦକ୍ଷେପ...

ନିଜ ଜିଭ କାଟି ଦେବୀଙ୍କୁ ଭେଟି ଦେଲେ ଭକ୍ତ

ଲକ୍ଷ୍ନୌ,୧୧ା୯: ଉତ୍ତର ପ୍ରଦେଶ କୌଶମ୍ବିର ସମ୍ପତ ନାମକ ଜଣେ ବ୍ୟକ୍ତି ନିଜ ଜିଭ କାଟି ଦେବୀଙ୍କୁ ଭେଟି ଦେଇଥିବାର ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ୩୮...

ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲେ ଫାରୁକ ଅବଦୁଲ୍ଲା

ଲକ୍ଷ୍ନୌ,୩।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ମଙ୍ଗଳବାର ସାମିଲ ହୋଇଛନ୍ତି। କଂଗ୍ରେସର ଭାରତ ଯୋଡୋ...

ଭାଜପା ନେତା ତାଜିନ୍ଦର ପାଲ ସିଂ ବାଗା ଗିରଫ

ନୂଆଦିଲ୍ଲୀ,୬।୫:ଭାଜପା ନେତା ତାଜିନ୍ଦର ପାଲ ସିଂ ବାଗାଙ୍କୁ ପଞ୍ଜାବ ପୋଲିସ ଦିଲ୍ଲୀରୁ ଗିରଫ କରିଛି। ଉତ୍ତେଜନାମୂଳକ ବିବୃତ୍ତି ତଥା ଅପରାଧିକ ଭୟଭୀତତା ସୃଷ୍ଟି କରିବା ଅପରାଧରେ...

Advertisement
Archives

Model This Week