ଦୈନିକ ସଂକ୍ରମଣ ୨ ଶହ ଟପିଲା…

ନୂଆଦିଲ୍ଲୀ, ୨୬।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ସେହିପରି ସକ୍ରିୟ ମାମଲାରେ ବୃଦ୍ଧି ଦେଖିବାକୁ ମିଳିଛି। ଦୈନିକ ପଜିଟିଭ୍‌ ହାର ଏକ ପ୍ରତିଶତରୁ କମ ହୋଇଛି ଏବଂ ସୁସ୍ଥତା ହାରରେ ମଧ୍ୟ ଉନ୍ନତି ହୋଇଛି।
ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି ବଢ଼ି ୨ ଶହ ଉପରେ ରହିଛି। ଏହା ୨୧୪ ଛୁଇଁଛି। ଗୋଟିଏ ଦିନ ତଳେ ଏହା ୧୮୦ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ଶୂନ ଥିଲା। ଏହି ସମୟରେ ସକ୍ରିୟ ମାମଲା ପୁଣି ବଢ଼ି ୨ ହଜାର ରହିଛି। ଏହା ୨ ହଜାର ୧୪୯ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୨ ହଜାର ୯୦ ଥିଲା। ସେହିପରି ୨୪ ଘଣ୍ଟାରେ ୧୫୪ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୧୦୬ ଥିଲା। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୩୦ ହଜାର ୭୬୯ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୬ ଲକ୍ଷ ୮୬ ହଜାର ୧୭ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୪୧ ଲକ୍ଷ ୫୩ ହଜାର ୯୯ ଜଣ ସୁସ୍ଥ ହୋଇ ସାରିଛନ୍ତି।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ପ୍ରେସ ବିଜ୍ଞପ୍ତି ଅନୁସାରେ ଦେଶରେ ସୁସ୍ଥତା ହାର ବୃଦ୍ଧି ପାଇ ୯୮.୮୧ ପ୍ରତିଶତ ରହିଛି। ସେହିପରି ସକ୍ରିୟ ମାମଲା ୦.୦୧ ପ୍ରତିଶତ ରହିଛି। ଦୈନିକ ସଂକ୍ରମଣ ୦.୧୧ ପ୍ରତିଶତ ଏବଂ ସାପ୍ତାହିକ ସଂକ୍ରମଣ ୦.୮ ପ୍ରତିଶତ ରହିଛି। ଅପରପକ୍ଷରେ ମୃତ୍ୟୁ ହାର କମି ୧.୧୯ ପ୍ରତିଶତରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁକ ଦେଖାଇ ଦଳିତ ଯୁବତୀଙ୍କୁ ଗଣବଳାତ୍କାର

କାନପୁର, ୨୦ା୧୦: ଉତ୍ତରପ୍ରଦେଶ (ୟୁପି)ରେ ଗଣବଳାତ୍କାର ଘଟଣା ଥମିବାର ନଁା ନେଉନାହିଁ। ହାଥ୍‌ରସ, ବାରବାଙ୍କି, ବଲିଆରେ ଗଣବଳାତ୍କାର ଘଟଣାକୁ ନେଇ ସମାଲୋଚନାର ସ୍ବର ଲମ୍ବି ଚାଲିଥିବାବେଳେ...

ପାକ୍‌ରେ ଟ୍ରେନ ଦୁର୍ଘଟଣା: ୧୪ ମୃତ

ଇସଲାମାବାଦ୍‌,୧୨।୭(ଆଇଏଏନ୍‌ଏସ୍‌):ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଏକ ଯାତ୍ରୀବାହୀ ଟ୍ରେନ ଏକ ମାଲବାହୀ ଟ୍ରେନ ସହ ଦୁର୍ଘଟଣାର ସମ୍ମୁଖୀନ ହେବାରୁ ୧୪ ଜଣ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଥିବାବେଳେ ୭୯...

ବଜାରରେ ବିକ୍ରି ହେଉଛି ପିପିଇ କିଟ୍‌, କ୍ୟାପ, ମାସ୍କ, ଫେସସିଲ୍ଡ ପିନ୍ଧା କୃଷ୍ଣଙ୍କ ମୂର୍ତ୍ତି

ବାରାଣସୀ,୧୧।୮: କରୋନା ମହାମାରୀ ପାଇଁ ସାରା ବିଶ୍ୱରେ ପାଳନ କରାଯାଉଥିବା ଅନେକ ପର୍ବପର୍ବାଣୀ ତା’ର ଚମକ ହରାଇଛି। ଭାରତଭଳି ଏକ ଧର୍ମନିରପେକ୍ଷ ଦେଶରେ ବି ପ୍ରାୟ...

ଯୋଗୀଙ୍କୁ ଭେଟିଲେ ମେଲିଣ୍ଡା

ଶ୍ରୀନଗର,୮।୧୨: ବିଲ୍‌ ଏବଂ ମେଲିଣ୍ଡା ଗେଟ୍ସ ଫାଉଣ୍ଡେଶନ୍‌ର ସହ-ସଂସ୍ଥାପିକା ମେଲିଣ୍ଡା ଗେଟ୍ସ ବୁଧବାର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି। ଏହି ଅବସରରେ ମେଲିଣ୍ଡା...

ଲକ୍ଷ୍ମୀପୁର ହିଂସା: ସଞ୍ଜୟ ସିଂ ଟୁଇଟ୍ କଲେ ଭିଡିଓ, କୃଷକଙ୍କ ଉପରେ ମାଡିଯାଉଛି ୨ ଏସ୍‌ୟୁଭି!

ନୂଆଦିଲ୍ଲୀ,୫ ।୧୦: ଲକ୍ଷ୍ମୀପୁର ଖେରି ମାମଲାରେ ଆଉ ଏକ ତଥ୍ୟା ସାମ୍ନାକୁ ଆସିଛି । କୃଷକଙ୍କ ଉପରେ ଗାଡି ମାଡି ଯାଉଥିବାର ଏକ ଭିଡିଓ ଏବେ...

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୨୦ରୁ ଶସ୍ତା ହେବ ଏସବୁ ଉପକରଣ

ନୂଆଦିଲ୍ଲୀ, ୧୪।୭: ଦେଶର ଔଷଧ ମୂଲ୍ୟ ନିୟନ୍ତ୍ରଣକାରୀ ସଂସ୍ଥା କୋଭିଡ୍‌-୧୯ ପରିଚାଳନାରେ ବହୁଳ ବ୍ୟବହୃତ ହେଉଥିବା ପଲ୍ସ ଅକ୍ସିମିଟର, ରକ୍ତଚାପ ମାପିବା ମେଶିନ, ନେବୁଲାଇଜର, ଡିଜିଟାଲ...

୧୮ ସେପ୍ଟେମ୍ବର ପର୍ଯ୍ୟନ୍ତ ବଢ଼ିଲା ଆଂଶିକ ଲକ୍‌ଡାଉନ୍‌…

ଆଇଜଲ୍‌,୬।୯: ମିଜୋରାମ ସରକାର ଆଇଜଲ ମ୍ୟୁନିସିପାଲିଟି କର୍ପୋରେସନ ଅଞ୍ଚଳରେ ଆଂଶିକ ଲକ୍‌ଡାଉନ ଘୋଷଣା କରିବା ସହିତ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ କୋଭିଡ ସମ୍ବନ୍ଧୀୟ କଟକଣାକୁ ସେପ୍ଟେମ୍ବର...

ଟିକା ହିଁ ଆଶା

ଗତବର୍ଷ ଶେଷ ଆଡ଼କୁ ବିଶ୍ୱକୁ ଅଭିଶାପ ଭଳି ମାଡ଼ିଆସିଥିଲା ଏକ ଅଜଣା ଭୂତାଣୁ, ଯାହାକୁ ପରବର୍ତ୍ତୀ ସମୟରେ କରୋନା ବା କୋଭିଡ୍‌-୧୯ ରୂପେ ନାମକରଣ କରାଯାଇଥିଲା।...

Advertisement
Archives

Model This Week