ଏସବୁ ଅଭ୍ୟାସ ଥିଲେ ହୋଇଯାଆନ୍ତୁ ସାବଧାନ, ନଚେତ୍‌ ହୋଇପାରେ ହୃଦଘାତ

ବର୍ତ୍ତମାନ ସମୟରେ ହୃଦଘାତରେ ଆକ୍ରାନ୍ତ ହେବା ସ୍ବାଭାବିକ ହୋଇଗଲାଣି। ଯାହା ପାଶ୍ଚାତ୍ୟ ଦେଶ ତୁଳନାରେ ଭାରତରେ ହୃଦରୋଗ ଦୁଇ-ତିନି ଗୁଣ ଅଧିକ ରହିଛି। ଦେଶରେ ଅଧିକରୁ ଅଧିକ ଲୋକ ଏହି ହୃଦଘାତରେ ମୃତ୍ୟୁବରଣ କରୁଥିବା ଦେଖିବାକୁ ମିଳୁଛି। ଅନେକ କାରଣ ଅଛି ଯାହା ହୃଦଘାତର କାରଣ ହୋଇଥାଏ। କ୍ଲିନିକାଲ ରିସର୍ଚ୍ଚର ମୁଖ୍ୟ ତଥା କାର୍ଡିଓଲୋଜିର ମୁଖ୍ୟ ଡ.ତପନ ଘୋଷଙ୍କ କହିବା ଅନୁଯାୟୀ, ଦେଶରେ ହୃଦ ରୋଗର ସଂଖ୍ୟା ବୃଦ୍ଧି ପାଇଛି। ପାଶ୍ଚାତ୍ୟ ଦେଶରେ ଲୋକମାନେ ପ୍ରାୟତଃ ୬୦ ବର୍ଷ ବୟସରେ ହୃଦଘାତର ଶିକାର ହେଉଛନ୍ତି। ହେଲେ ଭାରତରେ ୫୦ ଏବଂ ୪୦ ବର୍ଷ ବୟସରେ ହୃଦଘାତର ଶିକାର ହେଉଛନ୍ତି। ଯାହା ଦେଶରେ ଚିନ୍ତାଜନକ। ଜୀବନଶୈଳୀର ଖରାପ ଅଭ୍ୟାସ ଯଥା- ଅତ୍ୟଧିକ ଧୂମପାନ, ମଧୁମେହ ରୋଗ, ଉଚ୍ଚ ରକ୍ତଚାପ, କୋଲେଷ୍ଟ୍ରଲ, ସାଇକୋସିଆଲ ଫ୍ୟାକ୍ଟର୍‌, ମୋଟାପଣ, ଶାରୀରିକ ବ୍ୟାୟାମର ଅଭାବ, ପନିପରିବା ଏବଂ ଫଳର ଅଭାବ ଏବଂ ମଦ୍ୟପାନ ଯୋଗୁ ହୃଦଘାତ ହେବାର ଅଧିକ ସମ୍ଭାବନା ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏମାନଙ୍କୁ ହୃଦ୍‌ଘାତ ଆଶଙ୍କା ଅଧିକ

ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଭିଟାମିନ ‘ଡି’ ହାର୍ଟ ପାଇଁ ଖୁବ୍‌ ଜରୁରୀ। ଏହା ହାଡ଼କୁ ମଜଭୂତ କରିବା ସହ ହାର୍ଟକୁ ମଧ୍ୟ...

ତମ୍ବା ପାତ୍ରର ଖାଦ୍ୟ ଶରୀର ପାଇଁ କ୍ଷତିକାରକ

ବର୍ତ୍ତମାନ ଲୋକେ ଯେତେ ସ୍ବାସ୍ଥ୍ୟ ସଚେତନ ହୋଇଛନ୍ତି ପୂର୍ବରୁ ତାହା ଏତେଟା ନ ଥିଲା। ଏହା ସତ ହେଲେ ଏବେ ଅଧିକାଂଶ ଲୋକେ ବିଭିନ୍ନ ରୋଗର...

ସକାଳୁ ଉଠି ସ୍ବାମୀଙ୍କ ସହ ଏହି ୪ କାମ କରନ୍ତୁ ସ୍ତ୍ରୀ; ଦାମ୍ପତ୍ୟ ଜୀବନ ହେବ ସୁଖମୟ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ପୁସ୍ତକ ତଥା ଚାଣକ୍ୟନୀତିରେ ମନୁଷ୍ୟର ଜୀବନକୁ ସରଳ ଏବଂ ସଫଳ କରିବା ଲାଗି ଅନେକ ବିଷୟ ଉଲ୍ଲେଖ କରିଛନ୍ତି। ସେ...

ପିଲାକୁ ବୁଦ୍ଧିମାନ କରିବା ପାଇଁ କେତୋଟି କଥାପ୍ରତି ଧ୍ୟାନ ଦିଅନ୍ତୁ

ପିଲାର ଭବିଷ୍ୟତକୁ ନେଇ ସବୁ ମା’ବାପା ଚିନ୍ତା କରିଥାନ୍ତି। ନିଜ ପିଲାକୁ ଠିକ୍‌ ଦିଗରେ ନେବା ଏବଂ ବୁଦ୍ଧିମାନ କରିବା ପାଇଁ କୌଣସି ପ୍ରୟାସକୁ ସେମାନେ...

ହାତରେ ସାନିଟାଇଜର ଲଗାଇବା ପରେ କରୁଛନ୍ତି କି ଏସବୁ କାମ? ରୁହନ୍ତୁ ସତର୍କ ନଚେତ୍‌ ହୋଇପାରେ…

ବିଶ୍ୱରେ କରୋନା ମହାମାରୀ କାୟା ବିସ୍ତାର କରିଚାଲିଥିବା ବେଳେ ଅନେକ ଦେଶ ଏଥିରେ କବଳିତ। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ...

ଜାଣନ୍ତୁ ସଙ୍କଟ ଦୂରରେ – ପାଖରେ ଥିଲେ କ’ଣ କରିବେ

ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସଙ୍କଟ ସମୟରେ ମନୁଷ୍ୟକୁ ରକ୍ଷା କରିବା ପାଇଁ ଅନେକ ପଦକ୍ଷେପ ବର୍ଣ୍ଣନା କରିଛନ୍ତି। ସଙ୍କଟ ସମୟରେ ଜଣେ ଜ୍ଞାନୀ ବ୍ୟକ୍ତି କଣ...

ବର୍ଷା ଋତୁରେ ରୋଗ ଓ ପ୍ରତିକାର

ସାଧାରଣତଃ ବର୍ଷା ଋତୁରେ କେତେକ ନିର୍ଦ୍ଦିଷ୍ଟ ରୋଗର ପ୍ରକୋପ ବୃଦ୍ଧି ପାଇଥାଏ। ଏହି ସମୟରେ ରୋଗ ପ୍ରତି ସତର୍କ ନ ରହିବା, ରୋଗ ଦ୍ୱାରା ଆକ୍ରାନ୍ତ...

ଶରୀରର ବର୍ଜ୍ୟବସ୍ତୁ

”ଶରୀର ତା’ର ଦୂଷିତ ବିଷାକ୍ତ ପଦାର୍ଥକୁ ବାହ୍ୟ ମାର୍ଗ ମୁଖ, ନାସା, ଲୋମକୂପ, ମଳ ମୂତ୍ର ଦ୍ୱାର, ଚକ୍ଷୁ, ନାସା ଅନ୍ତର୍ଗତ କୋଣ ପ୍ରଭୃତି ଦ୍ୱାର...

Advertisement
Archives

Model This Week