ରାଜ୍ୟରେ ଫସଲ ବୀମା ପଞ୍ଜୀକରଣ ୨୩.୫୦ ଲକ୍ଷ ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର,୨୧ା୮(ଅସମାପିକା ସାହୁ): ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍‌ଏଫ୍‌ବିଓ୍ବାଇ) ଅନ୍ତର୍ଗତ ପଞ୍ଜୀକରଣ ପୂର୍ବ ବର୍ଷଗୁଡ଼ିକରେ ପ୍ରାୟ ୧୦/୧୧ ଲକ୍ଷ ଟଙ୍କା ହେଉଥିବା ବେଳେ ଚଳିତବର୍ଷ ଖରିଫରେ ଏହା ୨୩.୫୦ ଲକ୍ଷ ଟଙ୍କାକୁ ଟପି ଯାଇଛି। ୨୦୧୬ ଖରିଫଠାରୁ ରାଜ୍ୟରେ ପିଏମ୍‌ଏଫ୍‌ବିଓ୍ବାଇ କାର୍ଯ୍ୟ କରୁଛି। ଏହି ଯୋଜନା ବୀମା କମ୍ପାନୀମାନଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ବେଳେ ସେମାନଙ୍କ ଦ୍ୱାରା ଦିଆଯାଉଥିବା ପ୍ରିମିୟମ ହାର ଉପରେ ପ୍ରତିଯୋଗିତା ମୂଳକ ଟେଣ୍ଡର ଆଧାରରେ ପ୍ରତି ତିନି ବର୍ଷରେ ଥରେ ଏହି କମ୍ପାନୀମାନଙ୍କୁ ଚୟନ କରାଯାଉଛି।

ଏହି ଯୋଜନା ଅଧୀନରେ ପଞ୍ଜୀକରଣ ପାଇଁ ଚାଷୀମାନଙ୍କୁ ପ୍ରିମିୟମ ଦେବାକୁ ପଡ଼ିବ ଏବଂ ସେମାନଙ୍କ ପ୍ରିମିୟମ ଉପରେ ଅଧିକ ପ୍ରିମିୟମ ସବସିଡି ଦିଆଯାଉଛି। ଏହି ସବ୍‌ସିଡି କେନ୍ଦ୍ର ସରକାର ଏବଂ ଓଡିଶା ସରକାର ୫୦:୫୦ ଅନୁପାତରେ ବହନ କରୁଛନ୍ତି। ଖରିଫ ଋତୁ ପାଇଁ ବିଭିନ୍ନ ଫସଲ (ସେରଲାକ, ଡାଲି ଏବଂ ତୈଳବୀଜ) ପାଇଁ କୃଷକଙ୍କ ପ୍ରିମିୟମ ଅଂଶ ବୀମାଭୁକ୍ତ ରାଶି (ଏସ୍‌ଆଇ)ର ୨% ଏବଂ ଅନ୍ୟାନ୍ୟ ବ୍ୟବସାୟିକ ଫସଲ ପାଇଁ ଏସଆଇ ର ୫% ସ୍ଥିର କରାଯାଇଛି। ରବି ଋତୁ ଫସଲ ପାଇଁ କୃଷକଙ୍କ ପ୍ରିମିୟମର ଅଂଶ ୧.୫% ଏସଆଇ ଏବଂ ଅନ୍ୟାନ୍ୟ ବ୍ୟବସାୟିକ ଫସଲ ପାଇଁ ଏସ୍‌ଆଇର ୫% ସ୍ଥିର କରାଯାଇଛି।

ଫସଲ ଉତ୍ପାଦନରେ ବାଧା ସୃଷ୍ଟି କରିବାର ସମ୍ଭାବନା ଥିବା ସମସ୍ତ ପ୍ରକାରର ବିପଦ ସହିତ ଫସଲ ଅଭିବୃଦ୍ଧିର ତିନୋଟି ପର୍ଯ୍ୟାୟ ଏହି ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ। ପ୍ରତିକୂଳ ପାଣିପାଗ ପରିସ୍ଥିତି, ଋତୁ ମଝିରେ ପ୍ରତିକୂଳ ପରିସ୍ଥିତି ଏବଂ ଶେଷ ସମୟରେ ଉତ୍ପାଦନ କ୍ଷୟ ପାଇଁ ଏହି ଯୋଜନା ଅଧୀନରେ କ୍ଷତିପୂରଣ ଦିଆଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ କଲେ ପିସିସି ସଭାପତି, ମୋହନାର ବିକାଶ, ମୌଳିକ ସମସ୍ୟା ନେଇ ଉଠାଇଲେ ପ୍ରଶ୍ନ

ମୋହନା, ୭।୧୧(ମନ୍ମଥ ମିଶ୍ର): ଅର୍ଣ୍ଣବ ବାତ୍ୟା ପରେ ମୋହନା ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତିର ଅନୁଧ୍ୟାନ କରିବାକୁ ପହଞ୍ଚିଥିଲେ କଂଗ୍ରେସର ପିସିସି ସଭାପତି ଭକ୍ତ ଚରଣ ଦାସ। ପ୍ରଥମେ…

ଘୁମୁସର ଗସ୍ତ କରନ୍ତୁ ମୁଖ୍ୟମନ୍ତ୍ରୀ: ସିଭିଲ ସୋସାଇଟି

ଭଞ୍ଜନଗର, ୭।୧୧ (ବାବୁଲା ପ୍ରଧାନ): ଘୁମୁସର ଅଞ୍ଚଳରେ ବନ୍ୟା, ବାତ୍ୟା ଓ ଭୂସ୍ଖଳନ ଭଳି ପ୍ରାକୃତିକ ବିପର୍ଯ୍ୟୟର ସ୍ଥାୟୀ ମୁକାବିଲା ସହ କ୍ଷତିଗ୍ରସ୍ତଙ୍କୁ ତ୍ୱରିତ ସହାୟତା ପ୍ରଦାନ…

ସୀମାନ୍ତ ଗାଁର ସରକାରୀ ଜମି ଜବରଦଖଲ ଅଭିଯୋଗ: ଥାନା ଓ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

କର୍ଲାମୁଣ୍ଡା, ୭।୧୧ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ଜିଲା ସୀମାନ୍ତରେ ଥିବା ଦେଉଳଗୁଡ଼ି ଛକ ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ପରିଚିତ। ବଲାଙ୍ଗୀର…

ଭିଜିଲାନ୍ସ ଜାଲରେ ବଲାଙ୍ଗୀର ସରକାରୀ ଆଇଟିଆଇ ପ୍ରିନ୍ସିପାଲ: ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ …

ବଲାଙ୍ଗୀର, ୭।୧୧ (ସୁନିଲ କୁମାର ମହାନ୍ତି): ସହକାରୀ ଗେଷ୍ଟ ଇନ୍‌ଷ୍ଟ୍ରକ୍ଟରମାନଙ୍କୁ ନିୟମିତ ଦରମା ପ୍ରଦାନ କରିବା ପାଇଁ ସେମାନଙ୍କଠାରୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବଲାଙ୍ଗୀର…

ପୂର୍ବରୁ ମିସିଂ, ଏବେ ‘ଗୋ ବ୍ୟାକ’ ହିଞ୍ଜିଳିରେ ଜୋର ଧରିଲା ରାଜନୈତିକ ଚର୍ଚ୍ଚା

ହିଞ୍ଜିଳିକାଟୁ,୭।୧୧(ଦ୍ୱିତୀକୃଷ୍ଣ ପଣ୍ଡା): ବିରୋଧୀ ଦଳ ନେତା ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକଙ୍କ ଗଞ୍ଜାମ ଜିଲା ଗସ୍ତକୁ ନେଇ ପୁଣି ଚର୍ଚ୍ଚାରେ ହିଞ୍ଜିଳିକାଟୁ। ପୂର୍ବରୁ ବନ୍ୟାଞ୍ଚଳ ପରିଦର୍ଶନରେ…

ବନ୍ୟାବିପନ୍ନଙ୍କ ସହ ଦୀପାବଳି ପାଳିବ ଗଞ୍ଜାମ ପ୍ରଶାସନ, ଘରେ ଜଳିବ ସହାନୁଭୂତିର ଦୀପ

ଛତ୍ରପୁର,୭ା୧୧(ଦିଲ୍ଲୀପ ସାମଲ): ବନ୍ୟାର କରାଳ ରୂପ ଯେଉଁଠି ଛଡ଼ାଇ ନେଇଥିଲା ହସ ଓ ଆନନ୍ଦ, ସେଠାରେ ପୁଣି ଖୁସିର ଆଲୋକ ଜାଳିବାକୁ ଆଗେଇ ଆସିଛି ଗଞ୍ଜାମ ଜିଲା…

ବନ୍ୟାବିପନ୍ନଙ୍କ ଦୁର୍ଦ୍ଦଶା ଦେଖି ଭାବବିହ୍ବଳ ହେଲେ ନବୀନ, କହିଲେ ଗଞ୍ଜାମରେ…

ହିଞ୍ଜିଳିକାଟୁ,୭ା୧୧(ଦ୍ୱିତୀକୃଷ୍ଣ ପଣ୍ଡା): ବନ୍ୟାରେ ଉଜୁଡ଼ି ଯାଇଥିବା ଚାଷଜମି ଓ ଚାଷୀଙ୍କ ଦୁର୍ଦ୍ଦଶା ଦେଖି ଭାବବିହ୍ବଳ ହୋଇଛନ୍ତି ବିରୋଧୀ ଦଳ ନେତା ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ।…

ମାଣ୍ଡିଆ ଉତ୍ପାଦନରେ ରାଜ୍ୟରେ ପ୍ରଥମ କୋରାପୁଟ, ୧୫୯୮୭ ହେକ୍ଟର ଜମିରେ ୨୭୭୫୦ ଚାଷୀ କରୁଛନ୍ତି ଚାଷ

କୋରାପୁଟ,୭ା୧୧(ଅମିତାଭ ବେହେରା): କୋରାପୁଟ ଜିଲା ଡିଏନ୍‌କେ ସଦ୍ଭାବନା ଗୃହଠାରେ ଜିଲାସ୍ତରୀୟ ‘ମାଣ୍ଡିଆ ଦିବସ’ ମହାସମାରୋହରେ ପାଳିତ ହୋଇଯାଇଛି। ମାଣ୍ଡିଆ ଉତ୍ପାଦନରେ କୋରାପୁଟ ରାଜ୍ୟରେ ପ୍ରଥମ ସ୍ଥାନ ହାସଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?