Posted inଫୁରସତ

ଗାଈ ଏମିତି ଖାଉଛି ଗୁପ୍‌ଚୁପ୍‌, ଭିଡିଓ ଦେଖିଲେ…

ବଡ଼ ଶରଧାରେ ଗାଈ ଖାଉଛି ଗୁପ୍‌ଚୁପ୍‌। ଗୋଟିଏ ପାଟିରୁ ନ ସରୁଣୁ ମୁହଁ ବଢ଼ାଇ ଦେଉଛି। ଏପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ଦେଖି ସମସ୍ତେ ପ୍ରତିକ୍ରିୟା ରଖୁଛନ୍ତି ‘ଗୁପ୍‌ଚୁପ୍‌ କାହାକୁ ବା ନାପସନ୍ଦ’।

କୁହାଯାଏ ଖାଦ୍ୟ ଖାଇବାର ସବୁଠାରୁ ଅଧିକ ସଉକ ମଣିଷର। ହେଲେ ଭାଇରାଲ ଭିଡିଓ ତାକୁ ଭୁଲ ପ୍ରମାଣିତ କରୁଛି। ପଶୁମାନେ ମଧ୍ୟ ଖାଇବାର ସଉକ ରଖିଥିବା ଦେଖାଯାଉଛି। ଭିଡିଓ ମୁତାବକ, ଜଣେ ବ୍ୟକ୍ତି ଗୁପ୍‌ଚୁପ୍‌ ଖାଉଥିଲେ। ଏହି ସମୟରେ ବାଛୁରୀ ସହ ଗାଈଟିଏ ସେଠାରେ ପହଞ୍ଚିଥିଲା। ବ୍ୟକ୍ତିଜଣଙ୍କ ଉଭୟଙ୍କୁ ଗୁପ୍‌ଚୁପ୍‌ ଦେଇଥିଲେ। ହେଲେ ପରେ ଯାହା ହେଲା ସମସ୍ତେ ଚକିତ ହୋଇଗଲେ। ବେଶ ମଜାରେ ଗାଈଟି ଗୁପ୍‌ଚୁପ୍‌କୁ ଉପଭୋଗ କରୁଥିଲା।

ଭିଡିଓଟିକୁ ଆଇପିଏସ୍‌ ଦୀପାଂଶୁ କାବରା ଶେୟାର କରିଥିଲେ। ଏଥିରେ ସେ କ୍ୟାପ୍‌ଶନରେ ଲେଖିଥିଲେ, ସମସ୍ତଙ୍କୁ ଗୁପ୍‌ଚୁପ୍‌ ପସନ୍ଦ’। ଲକ୍ଷ ଲକ୍ଷ ଲୋକ ଏହାକୁ ଦେଖିସାରିଥିବା ବେଳେ ଭଳିକି ଭଳି ପ୍ରତିକ୍ରିୟା ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଏକ ରୋବଟ, ଯାହା କରୋନା ରୋଗୀଙ୍କୁ କରିବ ସହାୟତା

ରାଞ୍ଚି,୪ା୧୦: ଝାଡ଼ଖଣ୍ଡର ଜାମସେଦପୁରରେ ରହୁଥିବା ଦୁଇ ଭାଇ ଏମିତି ଏକ ରୋବଟ ପ୍ରସ୍ତୁତ କରିଛନ୍ତି, ଯାହା ୩୬୦ ଡିଗ୍ରୀରେ ଘୂରୁଛି। ଖାଲି ଘୂରୁନି ଘରଠୁ ଆରମ୍ଭ...

ଜୀବନକୁ ବାଜି ଲଗାଇ ପାଣି ଟାଙ୍କିରୁ ଛୁଆକୁ ଉଦ୍ଧାର କଲା ମା’ ମାଙ୍କଡ: ଦେଖନ୍ତୁ ଭିଡିଓ…

ମାଟିରୁ ଆକାଶ ଯାଏ ଯିଏ ପରିବ୍ୟାପ୍ତ ସେ ହେଉଛି ମା’। ମା’ର ପଣତ ତଳେ ଛୁଆ ଥାଏ ସବୁଠୁ ବେଶି ସୁରକ୍ଷିତ। ଆଉ ଯେତେବେଳେ ନିଜର...

ଜୋତା-ଚପଲ ଦ୍ୱାରା ବି ହୋଇପାରେ କରୋନା ସଂକ୍ରମଣ !

ଓ୍ବାଶିଂଟନ,୨୯।୩: କରୋନା ସଂକ୍ରମଣଠାରୁ ଦୂରେଇ ରହିବା ପାଇଁ ସାରା ପୃଥିବୀରେ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଦ୍ୱାରା ଜାରି ହୋଇଥିବା ମାର୍ଗଦର୍ଶିକାକୁ ପାଳନ...

ରିକ୍ସା ଚାଳକଙ୍କ ଝିଅ ବିବାହରେ ଶୁଭେଚ୍ଛା ବାର୍ତ୍ତା ପଠାଇଲେ ମୋଦି

ବାରାଣସୀ,୧୬।୨: ଉତ୍ତରପ୍ରଦେଶ ବାରାଣସୀର ରିକ୍ସା ଚାଳକ ମଙ୍ଗଳ କେବଟଙ୍କ ଘରେ ଝିଅ ବାହାଘର ପାଇଁ ଖୁସିର ପରିବେଶ ସୃଷ୍ଟି ହୋଇଛି। ଆଉ ଏହି ଖୁସି ଏବେ...

ନିଜକୁ ସୁରକ୍ଷିତ ରଖିବା ପାଇଁ ଛୋଟ କଙ୍କଡା କରୁଛି ଏପରି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ବାଥଟବ୍‌ରେ ବାଘ…

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ...

ରାସ୍ତାକଡ଼ରେ ବେଲୁନ୍‌ ବିକୁଥିବା ଏହି ଯୁବତୀଙ୍କ ଜୀବନ ବଦଳାଇଲା ସୋସିଆଲ ମିଡିଆ; ପାଲଟିଲେ ଷ୍ଟାର୍‌

ଆଜିକାଲି ସମୟରେ ସୋସିଆଲ ମିଡିଆର କ୍ରେଜ ଅଧିକ। ସେଥିପାଇଁ ତ ବିଶ୍ୱ ତଥା ଦେଶର କୋଣ ଅନୁକୋଣରେ ଲୁଚି ରହିଥିବା ଅନେକେ ପ୍ରତିଭା ଏହା ଜରିଆରେ...

ଏଥର ପର୍ଯ୍ୟଟନରେ ବାରାଣସୀ ଦୁର୍ଗା ମନ୍ଦିର: ଜାଣନ୍ତୁ କେବେ, କେମିତି ଯିବେ

ଉତ୍ତରପ୍ରଦେଶର ବାରାଣସୀଠାରେ ମା’ ଦୁର୍ଗାଙ୍କୁ ସମର୍ପିତ ଏକ ମନ୍ଦିର ରହିଛି, ଯାହାକୁ କେହି କେହି ଦୁର୍ଗା ମନ୍ଦିର ତ ଆଉ କେହି ଦୁର୍ଗା କୁଣ୍ଡ ମନ୍ଦିର...

Advertisement
Archives

Model This Week