୫ ବର୍ଷର ଶିଶୁଙ୍କୁ ଛାଡିଲାନି କରୋନା: ରାଜ୍ୟରେ ନେଲା ଆଉ ୭ ମୁଣ୍ଡ

ଭୁବନେଶ୍ୱର,୨୮।୭(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନା ଏକ ୫ ବର୍ଷର ଶିଶୁ ସମେତ ୭ ଜଣଙ୍କ ଜୀବନ ନେଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫୪ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ସମସ୍ତ ମୃତକ ପୁରୁଷ ହୋଇଥିବା ବେଳେ ଗଞ୍ଜାମ ଜିଲାରୁ ୩, ରାୟଗଡ଼ାରୁ ୨, କଟକ ଓ ଖୋର୍ଦ୍ଧା ଜିଲାରୁ ଜଣେ ଲେଖାଏ ଅଛନ୍ତି। ଗଞ୍ଜାମ ଜିଲାର ୩ ମୃତକଙ୍କ ବୟସ ଯଥାକ୍ରମେ ୩୯,୫୫,୫୬ ବର୍ଷ ବୋଲି ଜଣାପଡ଼ିଛି। ରାୟଗଡ଼ାର ୨ ମୃତକଙ୍କ ବୟସ ୩୧,୭୨ ହୋଇଥିବା ବେଳେ ୭୨ ବର୍ଷୀୟ ବୃଦ୍ଧ ମଧୁମେହରେ ପୀଡ଼ିତ ଥିଲେ। ଏହା ବାଦ୍‌ ଭୁବନେଶ୍ୱରର ଜଣେ ୫ ବର୍ଷର ଶିଶୁଙ୍କ କରୋନାରେ ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କ କାନ୍ଧରେ ବସ୍ତାନି ବୋଝ

ମହାକାଳପଡ଼ା,୫ା୮(ଡି.ଏନ୍‌.ଏ.): ଦେଶର ସର୍ବୋଚ୍ଚ ନ୍ୟାୟାଳୟ ୨୦୧୭ ମେରେ ଏକ ଡିଭିଜନ ବେଞ୍ଚ ରାୟରେ ଉଲ୍ଲେଖ ଥିଲା ବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କ ବସ୍ତାନି ବୋଝ କମାଇବାକୁ ସ୍ବତନ୍ତ୍ର ନିର୍ଦ୍ଦେଶନାମା...

‘ମର୍ଯ୍ୟାଦାରେ କୋଭିଡ୍‌ ମୃତଦେହକୁ ସତ୍କାର କର’

ଭୁବନେଶ୍ୱର,୧୫ା୭(ବ୍ୟୁରୋ): କୋଭିଡ୍‌ ସଂକ୍ରମିତଙ୍କ ମୃତ୍ୟୁ ପରେ ସେମାନଙ୍କ ମୃତଦେହକୁ ଅବହେଳା କରାଯାଉଛି। ଅନେକ ସମୟରେ ମୃତଦେହ ଦୀର୍ଘ ସମୟ ଧରି ଅବହେଳିତ ହୋଇ ପଡିରହୁଛି। ତେଣୁ...

ରିଲିଫ ପାଣ୍ଠିକୁ ହଜାରେ ଟଙ୍କା ଦେଲେ ୫ମ ଶ୍ରେଣୀ ଛାତ୍ର

ସୋର, ୭ା୪(ଡି.ଏନ.ଏ.)-ସମଗ୍ର ବିଶ୍ୱ ଏବେ କରୋନା ଭୂତାଣୁ ବିରୋଧରେ ଲଢୁଛି। କରୋନା ପାଇଁ ବିଭିନ୍ନ ବ୍ୟକ୍ତିବିଶେଷ ଓ ସଙ୍ଗଠନ ପକ୍ଷରୁ ଆର୍ଥତ୍କ ସହାୟତା ପ୍ରଦାନ କରାଯାଉଛି।...

ଏଜେଣ୍ଟଙ୍କୁ ମାଡ଼, ବୁଥ୍‌ ଜବରଦଖଲ

ଢେଙ୍କାନାଳ ଅଫିସ, ୧୯ ।୨ ଢେଙ୍କାନାଳ ସଦର ବ୍ଲକ ଚନ୍ଦ୍ରଶେଖରପ୍ରସାଦ ପଞ୍ଚାୟତରେ ବିରୋଧୀ ଦଳର ପ୍ରାର୍ଥୀ ବୁଥ୍‌ ଜବରଦଖଲ କରିଥିବା ଶାସକ ବିଜେଡି ପକ୍ଷରୁ ଅଭିଯୋଗ...

୧୨୦ ଟଙ୍କାରେ କରିଥିଲି ଦୋକାନ

ଆର୍ଥିକ ଦୁରବସ୍ଥା ଯୋଗୁ ଅଧାରୁ ଛାଡ଼ିବାକୁ ପଡ଼ିଲା ପାଠ। ପରିବାରକୁ ସହଯୋଗ କରିବାକୁ ପାନ ଦୋକାନଟିଏ କଲି। ପାଖରେ ଥିଲା ୭୦ ଟଙ୍କା। ବାପା ଆଉ...

ତୀବ୍ର ଅବପାତର ପ୍ରଭାବ: ଦକ୍ଷିଣ, ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷୁଛି

ଭୁବନେଶ୍ୱର,୧୩।୧୦(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ତୀବ୍ର ଅବପାତରେ ପରିଣତ ହୋଇ ମଙ୍ଗଳବାର ସକାଳେ କାକିନାଡ଼ା ନିକଟରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିଛି । ଏହାର...

ମୂଲ୍ୟାୟନ ସୂତ୍ରକୁ ବିରୋଧ

ନୂଆଦିଲ୍ଲୀ, ୨୨ା୬: କରୋନା ଯୋଗୁ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ ହୋଇଥିବାବେଳେ ସିବିଏସ୍‌ଇ ଏବଂ ସିଆଇଏସ୍‌ସିଇର ଫଳାଫଳ ମୂଲ୍ୟାୟନ ସୂତ୍ରକୁ ନେଇ କେତେଜଣ ଛାତ୍ରୀଛାତ୍ର...

ଗଛରେ ଝୁଲୁଛି ୩ ମୃତଦେହ

ଛେଣ୍ଡିପଦା,୨୯ା୭(ସ୍ବ.ପ୍ର.)- ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ବାଲିପଟା ପଞ୍ଚାୟତର ଡିମିରିପଦା ପାହାଡ଼କୁ ଲାଗିଥିବା ବାଲିକୁଦିଆ ଜଙ୍ଗଲର ଏକ ଗଛରେ ୩ ଜଣଙ୍କ ମୃତଦେହ ଝୁଲୁଥିବା ବୁଧବାର...

Advertisement
Archives

Model This Week