Posted inଫୁରସତ

ମାଟି ତଳ ଗାଁ

ସାଧାରଣତଃ ଗାଁ ମାଟି ଉପରେ ବା କେବେ କେବେ ପାହାଡ ଉପରେ ଗଢି ଉଠିଥିବା ସମସ୍ତେ ଜାଣିଥିବେ । ହେଲେ ବିଶ୍ୱରେ ଏମିତି ଏକ ଗାଁ ରହିଛି ଯାହା ମାଟିତଳେ । ଏଠାରେ ସବୁକିଛି ମିଳିବ ହେଲେ ଅଣ୍ଡରଗ୍ରାଉଣ୍ଡ । ଏଠାରେ ଘର, ଦୋକାନ, ଚର୍ଚ୍ଚ, ମଲ, ହୋଟେଲ, ସ୍କୁଲ ସବୁକିଛି ରହିଛି ମାଟିତଳେ । ଦକ୍ଷିଣ ଅଷ୍ଟ୍ରେଲିଆରେ ରହିଥିବା ଏହି ଗାଁର ନାଁ କୁବର ପେଡି । ଏଠାକାର ଅଧିକାଂଶ ଲୋକେ ମାଟିତଳେ ରହି ଥାଆନ୍ତି । ଏଠାକାର ଅଧିକାଂଶ ସିଷ୍ଟମ ଖୋଳାଯାଇ ନିର୍ମାଣ କରାଯାଇଛି । ମାଟିତଳେ ଥିବା ଘର ଗୁଡିକରେ ସମସ୍ତ ପ୍ରକାର ସୁବିଧା ରହିଛି ଏଠାରେ ପାଖାପାଖି ୧୫୦୦ ଘର ରହିଛି । ଯେଉଁଠି କିଛି ହଲିଉଡ୍ ଫିଲ୍ମର ଶୁଟିଂ ବି କରାଯାଇଛି ।

କୁହାଯାଏ ଏହି ମାଟିତଳ ଗାଁରେ ୧୯୧୫ରେ ଖଣି କାମ ଆରମ୍ଭ କରାଯାଇଥିଲା । କୁବେର ପେଡି ଏକ ମରୁଭୂମି ଅଞ୍ଚଳ ହୋଇଥିବାରୁ ଏଠାରେ ଗରମ ଦିନେ ପ୍ରବଳ ଗରମ ହୋଇଥାଏ ଓ ଶୀତଦିନେ ବହୁତ ଥଣ୍ଡା ଲାଗିଥାଏ । ସେଥିପାଇଁ ଏଠାରେ ଲୋକେ ବହୁ ସମସ୍ୟା ଭୋଗ କରନ୍ତି । ଖରାଦିନେ ଏଠାକାର ତାପମାତ୍ରା ପାଖାପାଖି ୧୨୦ ଡିଗ୍ରୀ ହୋଇଯାଇଥାଏ । ଏଠାରେ ମାଟିତଳୁ ଆସିଥିବା କିଛି ଚିମନି ରହିଛି । ସେଥିପାଇଁ ଏହାକୁ ସାଇନ ବୋର୍ଡ ମାଧ୍ୟମରେ ସତର୍କ କରାଯାଇଛି । କାରଣ କେହି ଚାଲି ଚାଲି ଯାଉ ଯାଉ ଏଥିରେ ପଡି ନ ଯାଉ । ମାଟିତଳେ ଗଢି ଉଠିଥିବା ଏହି ଗାଁରେ ଇଣ୍ଟନେଟଠାରୁ ଆରମ୍ଭ କରି ପାଣି, ଇଲେକ୍ଟ୍ରିସିଟି ସବୁ ସୁବିଧା ରହିଛି । କେବଳ ସୂର୍ଯ୍ୟ କିରଣ ଏଠାରେ ଅଭାବ ରହିଛି । ଏଠାରେ ଥିବା ହୋଟେଲରେ ବି ଚାହିଁଲେ ରାତି କାଟିହେବ ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭକ୍ତ-ଭଗବାନ ଭେଟ: ଆଜି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା

ପୁରୀ,୧୬ା୭(ଅଜିତ୍‌ କୁମାର ମହାନ୍ତି): ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଅର୍ଥାତ ଗୁରୁବାର ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଏଥିପାଇଁ ରଥ, ପଥ, ଭକ୍ତ ଏବଂ ସେବାୟତ ସମସ୍ତେ ପ୍ରସ୍ତୁତ…

‘ମହାପ୍ରଭୁ ଜଗନ୍ନାଥ’ ଚଳଚ୍ଚିତ୍ର ଉପରେ ଅଙ୍କୁଶ ଲଗାଇଲେ କୋର୍ଟ, ଅନ୍ୟାଦେଶ ପର୍ଯ୍ୟନ୍ତ…

କଟକ,୧୫l୭(ପ୍ରଭୁକଲ୍ୟାଣ ପାଲ): ଆନିମେଟେଡ୍ ଚଳଚ୍ଚିତ୍ର (ମହାପ୍ରଭୁ ଜଗନ୍ନାଥ) ମୁକ୍ତିଲାଭ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଛନ୍ତି ଓଡ଼ିଶା ହାଇକୋର୍ଟ। ଅନ୍ୟାଦେଶ ପର୍ଯ୍ୟନ୍ତ ଚଳଚ୍ଚିତ୍ର ପ୍ରଦର୍ଶନ ନ କରିବାକୁ ହାଇକୋର୍ଟଙ୍କ…

ଚାଷୀ ପ୍ରତିନିଧି-ଅଧିକାରୀଙ୍କ ଦ୍ୱିପାକ୍ଷିକ ବୈଠକ, ପ୍ରତଶ୍ରୁତି ମିଳିବା ପରେ…

ବରଗଡ଼,୧୫ା୭(ପ୍ରେମାନନ୍ଦ ଖମାରୀ): ଅଧିକ ଧାନ ଉପତ୍ାଦନ ପାଇଁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ମାତ୍ର ଏଠାରେ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଯାଇଛି। ରବିଧାନ ବିକ୍ରିବଟାରେ…

ଇଂଲଣ୍ଡରେ ବଡ଼ ବିବାଦରେ ଛନ୍ଦି ହେଲେ ବିରାଟ କୋହଲି, ବଡିଗାର୍ଡ କଲେ ଏଭଳି କାଣ୍ଡ

ନୂଆଦିଲ୍ଲୀ,୧୫ା୭: ଇଂଲଣ୍ଡ ବିପକ୍ଷ ODI ସିରିଜ୍ ସମୟରେ ବିରାଟ କୋହଲି ଏକ ବଡ଼ ବିବାଦରେ ଫସିଯାଇଛନ୍ତି । ତାଙ୍କ ଅଙ୍ଗରକ୍ଷୀ ଇଂଲଣ୍ଡରେ ଭାରତୀୟ ସାମ୍ବାଦିକଙ୍କ ପ୍ରତି ଖୋଲାଖୋଲି…

ବୋମାମାଡ଼ କରି ହତ୍ୟା ଉଦ୍ୟମ: ମାଷ୍ଟରମାଇଣ୍ଡଙ୍କ ସମେତ ୩ ଗଲେ ଜେଲ୍‌, ଅଭିଯୁକ୍ତଙ୍କ ନାଁରେ ରହିଛି କେସ୍‌ର ଲମ୍ବା ତାଲିକା

ଦିଗପହଣ୍ଡି,୧୫ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ଏସ୍‌.ଶିବ ରେଡ୍ଡୀଙ୍କ ଘର ଉପରକୁ ବୋମାମାଡ଼ କରି ତାଙ୍କୁ ଏବଂ ତାଙ୍କ…

କଂସାମାରି ରାସ୍ତାକଡରେ ଜୁଆ ଖେଳ ବେଳେ ପୋଲିସର ଚଢଉ, ଜବତ ହେଲା…

ଦିଗପହଣ୍ଡି,୧୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗାଁ ରାସ୍ତାକଡରେ ଜୁଆ ଖେଳ ଚାଲିଥିବା ବେଳେ ଚଢାଉ କଲା ପୋଲିସ । ବୁଧବାର ଅପରାହ୍ନ…

ନିର୍ମାଣ ହୋଇପାରିନି ଭୋଜନ ଗୃହ, ଖୋଲା ଆକାଶ ତଳେ ମଧ୍ୟାହ୍ନଭୋଜନ ଖାଉଛନ୍ତି ଛାତ୍ରୀଛାତ୍ର

ବରଗଡ଼,୧୫ା୭(ପ୍ରେମାନନ୍ଦ ଖମାରୀ): ପାଠ ପଢ଼, ଦେଶ ଗଢ଼। ବିଦ୍ୟାଳୟଗୁଡ଼ିକରେ ଅନୁଷ୍ଠିତ ବିଭିନ୍ନ ସଭା, ସମିତିରେ ସରକାରୀ କଳର ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ବିଧାୟକ, ଏମ୍‌ପି, ମନ୍ତ୍ରୀ…

ରୁଷିଆରୁ ତେଲ କ୍ରୟ ଉପରେ ଆମେରିକାର ବଡ଼ ନିଷ୍ପତ୍ତି, ଭାରତ ଦେବ…

ଓ୍ବାଶିଂଟନ,୧୫।୭: ରୁଷିଆରୁ ତୈଳ କ୍ରୟ କରୁଥିବା ଦେଶମାନଙ୍କ ଉପରେ ୫୦୦ପ୍ରତିଶତ ଶୁଳ୍କ ଲାଗୁ କରିବାର ପ୍ରସ୍ତାବ ମଧ୍ୟରେ, ଭାରତ ଏବଂ ଚାଇନା ପାଇଁ ଏକ ଆଶ୍ବସ୍ତିକର ଖବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri